କପିଲଙ୍କୁ ଶୋ’ ବଞ୍ଚାଇବା ଚିନ୍ତା: କମ୍‌ବ୍ୟାକ୍‌ କଲେ ବୁଆ

ମୁମ୍ବାଇ: ସୁନୀଲ ଗ୍ରୋବରଙ୍କ ସହ ବିବାଦ ପରେ ଏବେ କପିଲ ଶର୍ମାଙ୍କୁ ଦି କପିଲ ଶର୍ମା ଶୋ’ ବଞ୍ଚାଇବା ଚିନ୍ତା ଘାରିଛି। ସୁନିଲଙ୍କୁ ଲିଡରେ ନେଇ ସୋନୀ ଆଉ ଏକ କମେଡି ଶୋ’ କରିବାକୁ ଯାଉଥିବା ଜଣା ପଡିବା ପରେ କପିଲଙ୍କ ନିଦ ହଜି ଯାଇଛି। ତେଣୁ ନିଜ ଶୋ’କୁ ବଞ୍ଚାଇବାକୁ ସେ ‘କମେଡି ନାଇଟ୍‌ ଉଇଥ କପିଲ’ର ବୁଆ (ଉପାସନା ସିଂହ)ଙ୍କୁ ଦି କପିଲ ଶର୍ମା ଶୋ’ରେ ଏଣ୍ଟ୍ରି କରାଇଛନ୍ତି। ବି-ଟାଉନର ଜଣାଶୁଣା ଏହି କମେଡି […]

kapil

kapil

Rakesh Mallick
  • Published: Thursday, 13 April 2017
  • Updated: 13 April 2017, 08:57 PM IST

ମୁମ୍ବାଇ: ସୁନୀଲ ଗ୍ରୋବରଙ୍କ ସହ ବିବାଦ ପରେ ଏବେ କପିଲ ଶର୍ମାଙ୍କୁ ଦି କପିଲ ଶର୍ମା ଶୋ’ ବଞ୍ଚାଇବା ଚିନ୍ତା ଘାରିଛି। ସୁନିଲଙ୍କୁ ଲିଡରେ ନେଇ ସୋନୀ ଆଉ ଏକ କମେଡି ଶୋ’ କରିବାକୁ ଯାଉଥିବା ଜଣା ପଡିବା ପରେ କପିଲଙ୍କ ନିଦ ହଜି ଯାଇଛି। ତେଣୁ ନିଜ ଶୋ’କୁ ବଞ୍ଚାଇବାକୁ ସେ ‘କମେଡି ନାଇଟ୍‌ ଉଇଥ କପିଲ’ର ବୁଆ (ଉପାସନା ସିଂହ)ଙ୍କୁ ଦି କପିଲ ଶର୍ମା ଶୋ’ରେ ଏଣ୍ଟ୍ରି କରାଇଛନ୍ତି। ବି-ଟାଉନର ଜଣାଶୁଣା ଏହି କମେଡି ଲେଡିଙ୍କୁ ଦି କପିଲ ଶର୍ମା ଶୋ’ରେ ବୁଆ ବଦଳରେ ମାଉସୀ ଭୁମିକାରେ ଦେଖିବାକୁ ମିଳିବ।

ତେବେ ଉପାସନା ଏକା ଏହି ଶୋ’କୁ ଆସୁ ନାହାନ୍ତି। ତାଙ୍କ ସହ ଆଉ ଦୁଇଜଣ କମେଡିଆନ ମଧ୍ୟ ଶୋ’ରେ ଏଣ୍ଟ୍ରି କରୁଛନ୍ତି। ସବୁଠାରୁ ମଜାଦାର କଥା ହେଲେ ଏହି ଦୁଇ କଳାକାରଙ୍କ ମଧ୍ୟରୁ ଜଣେ ଉପାସନାଙ୍କ ସ୍ୱାମୀ ଓ ଅନ୍ୟଜଣେ ତାଙ୍କ ପ୍ରେମିକ ଭାବେ ଏଣ୍ଟ୍ରି କରୁଛନ୍ତି। ସ୍ୱାମୀ ଭୁମିକାରେ କମେଡିଆନ ପରେଶ ଗଣାତ୍ରା ଏବଂ ପ୍ରେମିକ ଭୁମିକାରେ ୟଶବନ୍ତ ଆସୁଛନ୍ତି। ଏପରିକି ଉପାସନା ଶୋ’ ପାଇଁ ତାଙ୍କର ପ୍ରଥମ ଦିନ ସୁଟିଂ ମଧ୍ୟ ସାରି ଦେଇଛନ୍ତି।

କପିଲ ଓ ସୁନୀଲଙ୍କ ଝଗଡ଼ାର ପ୍ରଭାବ ସୋନୀ ଉପରେ ପଡିଛି। ସୁନୀଲ ଗ୍ରୋଭର, ଅଲୀ ଅସଗର ଓ ଚନ୍ଦନ ପ୍ରଭାକର ‘ଦ କପିଲ ଶର୍ମା ଶୋ’ ଛାଡିଦେବା ପରେ ଏହାର ଟିଆର୍‌ପି କମିଯାଇଛି। ଏହାସହ ନବଜୋତ ସିଂ ସିଦ୍ଧୁ ମଧ୍ୟ ଶୋ’ ଛାଡ଼ି ଦେଇଛନ୍ତି। ଏବେ ସୋନୀ କପିଲଙ୍କ ବଦଳରେ ସୁନୀଲଙ୍କ ଉପରେ ଅଧିକ ଫୋକସ୍‌ କରୁଛି। ତାଙ୍କୁ ନେଇ ଏକ ନୂଆ ଶୋ’ କରିବାକୁ ମଧ୍ୟ ଯୋଜନା କରୁଛି। ଏପରିସ୍ଥିତିରେ କପିଲ ପୁରୁଣା ସାଥୀ ଉପାସାନଙ୍କ ଉପରେ ଭରଷା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story