ହାର ମାନିଛି ମାରାତ୍ମକ ରୋଗ: କିଏ ଏ କଳାକାର, ପଢନ୍ତୁ ରିପୋର୍ଟ

ଅଭିନେତା ଓ ଅଭିନେତ୍ରୀମାନେ ରିଲ ଲାଇଫ୍‌ରେ ବେଶ ଆକ୍ଟିବ। ଆକ୍ସନ ସହ ନାଚଗୀତରେ ଦର୍ଶକଙ୍କୁ ବେଶ ବିମୋହିତ କରିଥାନ୍ତି। ସମସ୍ତଙ୍କର ଧାରଣା ଅଭିନେତା ଓ ଅଭିନେତ୍ରୀମାନେ ସବୁବେଳେ ସୁସ୍ଥ ରହିଥାନ୍ତି। ହେଲେ ଏହା ସବୁ ବେଳେ ସତ ନୁହେଁ। ସେମାନେ ବି ମଣିଷ। ଅନ୍ୟମାନଙ୍କ ପରି ସେମାନେ ମଧ୍ୟ ରୋଗବ୍ୟାଧିର ଶିକାର ହୋଇଥାନ୍ତି। ବଲିଉଡର ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ମାରାତ୍ମକ ରୋଗର ଆକ୍ରାନ୍ତ ହୋଇ ପରେ ଏଥିରୁ ମୁକ୍ତି ପାଇଛନ୍ତି। ଆସନ୍ତୁ ଜାଣିବା ଏକିତି […]

cc

cc

Rakesh Mallick
  • Published: Tuesday, 23 May 2017
  • Updated: 23 May 2017, 01:55 PM IST

Sports

Latest News

ଅଭିନେତା ଓ ଅଭିନେତ୍ରୀମାନେ ରିଲ ଲାଇଫ୍‌ରେ ବେଶ ଆକ୍ଟିବ। ଆକ୍ସନ ସହ ନାଚଗୀତରେ ଦର୍ଶକଙ୍କୁ ବେଶ ବିମୋହିତ କରିଥାନ୍ତି। ସମସ୍ତଙ୍କର ଧାରଣା ଅଭିନେତା ଓ ଅଭିନେତ୍ରୀମାନେ ସବୁବେଳେ ସୁସ୍ଥ ରହିଥାନ୍ତି। ହେଲେ ଏହା ସବୁ ବେଳେ ସତ ନୁହେଁ। ସେମାନେ ବି ମଣିଷ। ଅନ୍ୟମାନଙ୍କ ପରି ସେମାନେ ମଧ୍ୟ ରୋଗବ୍ୟାଧିର ଶିକାର ହୋଇଥାନ୍ତି। ବଲିଉଡର ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ମାରାତ୍ମକ ରୋଗର ଆକ୍ରାନ୍ତ ହୋଇ ପରେ ଏଥିରୁ ମୁକ୍ତି ପାଇଛନ୍ତି। ଆସନ୍ତୁ ଜାଣିବା ଏକିତି କିଛି କଳାକାରଙ୍କ ସମ୍ପର୍କରେ ଯେଉଁମାନେ ମାରାତ୍ମକ ରୋଗରେ ଶିକାର ହୋଇଛନ୍ତି।

ଅମିତାଭ ବଚ୍ଚନ: ବିଗ୍‌ ବିଙ୍କ କଥା କିଏ ନ ଜାଣେ। ହେଲେ ଆପଣ ଜାଣିଛନ୍ତି ବିଗ୍‌ ବି ଟିବି ଭଳି ରୋଗରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ରିୟଲ ଲାଇଫ୍‌ ଓ ରିଲ ଲାଇଫରେ ସେ ଏବେ ପୂରା ଆକ୍ଟିବ ଅଛନ୍ତି।

ଶାହାରୁଖ ଖାନ: କିଙ୍ଗଖାନ୍ ଶାହାରୁଖଙ୍କର ୮ ଥର ସର୍ଜରୀ ହୋଇସାରିଛି। ତାଙ୍କ ଆଖି, କାନ୍ଧ, ଆଣ୍ଠୁ ଓ ଗାଲରେ ଏହି ସବୁ ସର୍ଜରୀ କରାଯାଇଛି।

ମନୀଷା କୋଇରାଲା: ଅଭିନେତ୍ରୀ ମନୀଷା କୋଇରାଲା କ୍ୟାନସର ଭଳି ମାରାତ୍ମକ ରୋଗର ଶିକାର ହୋଇ ସାରିଛନ୍ତି। ୨୦୧୨ରେ ମନୀଷା ଆବୋରିୟନ କ୍ୟାନସରେ ପୀଡିତ ଥିବା ଜଣାପଡିଥିଲା। ଦୀର୍ଘଦିନ ଚିକତ୍ସା ପରେ ସେ ସୁସ୍ଥ ହୋଇଥିଲେ।

ସୋନମ କପୁର: ବଲିଉଡର ସବୁଠାରୁ ଷ୍ଟାଇଲିଷ୍ଟ ଅଭିନେତ୍ରୀ ସୋନମ କପୁର ମଧୁମେହ ରୋଗରେ ଶିକାର ହୋଇସାରିଛନ୍ତି। ସୋନମ୍‌ ଏହା ଜାଣିବା ପରେ ତାଙ୍କ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ। ସେ ଏବେ ପୂରା ଫିଟ୍‌।

ସଲମାନ ଖାନ୍‌: ଭାଇଜାନ ସଲମାନ୍ ଖାନଙ୍କୁ ଦେଖିଲେ ଲାଗେ ନି ସେ କୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ। ହେଲେ ସଲମାନ୍‌ ଟ୍ରାଇଜେମିନଲ ନ୍ୟଚରାଲିଜିଆ ରୋଗରେ ଶିକାର ହୋଇ ସାରିଛନ୍ତି। ୨୦୧୧ରେ ସେ ତାଙ୍କର ସର୍ଜରୀ କରିବା ପରେ ଏଥିରୁ ମୁକ୍ତି ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story