ରିଲିଜ୍‌ ହେଲା 'ଛମ୍ମା ଛମ୍ମା' ରିମିକ୍ସି: ବୋଲ୍ଡ ଅନ୍ଦାଜ୍‌ରେ ଅଣ୍ଟା ହଲାଇଲେ ଏଲି

ମୁମ୍ବାଇ: ଦୀର୍ଘ ୨୦ବର୍ଷ ପୂର୍ବରୁ ରିଲିଜ୍‌ ହୋଇଥିବା ଫିଲ୍ମ ‘ଚାଇନା ଗେଟ୍‌’ ଯେତିକି ଲୋକପ୍ରିୟତା ହାସଲ କରିଥିଲା ଏହି ଫିଲ୍ମର ଗୀତ ‘ଛମ୍ମା ଛମ୍ମା’ ତାଠୁ ଆଧିକ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏବେ ଏହି ଗୀତର ରିମିକ୍ସି ପ୍ରସ୍ତୁତ ହୋଇ ମାର୍କେଟକୁ ଚାଲି ଆସିଛି। ଯେଉଁଥିରେ ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ଏଲି ଅବରାମ୍‌ ଆଇଟମ୍‌ ନମ୍ବର କରିଛନ୍ତି। ଗୀତଟିକୁ ରିଲିଜ୍‌ ହେବାର ଗୋଟେ ଦିନରେ ଦେଢ ଲକ୍ଷ ଦର୍ଶକ ଦେଖି ସାରିଲେଣି। ସୂଚନା ଅନୁଯାୟୀ ରିମିକ୍ସ ସବୁବେଳେ […]

757164-00-elli-avrram

Biswobandita Swain
  • Published: Friday, 14 December 2018
  • , Updated: 14 December 2018, 07:10 PM IST

ମୁମ୍ବାଇ: ଦୀର୍ଘ ୨୦ବର୍ଷ ପୂର୍ବରୁ ରିଲିଜ୍‌ ହୋଇଥିବା ଫିଲ୍ମ ‘ଚାଇନା ଗେଟ୍‌’ ଯେତିକି ଲୋକପ୍ରିୟତା ହାସଲ କରିଥିଲା ଏହି ଫିଲ୍ମର ଗୀତ ‘ଛମ୍ମା ଛମ୍ମା’ ତାଠୁ ଆଧିକ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏବେ ଏହି ଗୀତର ରିମିକ୍ସି ପ୍ରସ୍ତୁତ ହୋଇ ମାର୍କେଟକୁ ଚାଲି ଆସିଛି। ଯେଉଁଥିରେ ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ଏଲି ଅବରାମ୍‌ ଆଇଟମ୍‌ ନମ୍ବର କରିଛନ୍ତି। ଗୀତଟିକୁ ରିଲିଜ୍‌ ହେବାର ଗୋଟେ ଦିନରେ ଦେଢ ଲକ୍ଷ ଦର୍ଶକ ଦେଖି ସାରିଲେଣି।

ସୂଚନା ଅନୁଯାୟୀ ରିମିକ୍ସ ସବୁବେଳେ ହିଟ୍‌ ସାବ୍ୟସ୍ତ ହୋଇଛି। ମୂଳ ଗୀତରେ ଉର୍ମିଳା ମାତୋଣ୍ଡକର୍‌ ନିଜ ଜଲୱା ଦେଖାଇଥିବା ବେଳେ ଏଥର ଏଲି ଦର୍ଶକଙ୍କୁ ପାଗଳ କରିବେ ବୋଲି ଆଶା।

https://www.youtube.com/watch?v=H4IiPHika5o

 

Related story