ଚୀନ୍‌ର ତୀଷ୍ନ ନଜରରେ ବାହୁବଳୀର ମାହିଷ୍ମତି ସାମ୍ରାଜ୍ୟ: ଜାଣନ୍ତୁ ପୂରା ଘଟଣା

ଚୀନର ଲୋଲୁପ ଦୃଷ୍ଟି ସର୍ବଦା ଭାରତ ଉପରେ।୧୯୬୨ରେ ଭାରତ ସହ ଯୁଦ୍ଧ କରି ଚୀନ୍ ବେଆଇନ ଭାବେ ଭାରତର କିଛି ଅଂଶ ନିଜ ଅକ୍ତିଆରକୁ ନେଇଥିଲା ଯାହାକୁ ନେଇ ଏପର୍ଯ୍ୟନ୍ତ ବିବାଦ ଥମି ନଥିବା ବେଳେ ଏବେ ଫିଲ୍ମ ବାହୁବଳୀର ମାହିଷ୍ମତି ସାମ୍ରାଜ୍ୟ ଉପରେ ଚୀନ୍‌ର ନଜର।ହେଲେ ବାହୁବଳୀର ପରାକ୍ରମ ଆଗରେ ମୁଣ୍ଡ ନୁଆଇଁଛି ଚୀନ୍। ଆଶ୍ଚର୍ଯ୍ୟ ହେଲେ କି , ହଁ ଆଜ୍ଞା ଆମେ ଫିଲ୍ମ ବାହୁବଳୀ କଥା କହୁଛୁ। ପୂରା ଦେଶରେ ଏବେ ବାହୁବଳୀର […]

bahubali 2

bahubali 2

Rakesh Mallick
  • Published: Sunday, 30 April 2017
  • Updated: 30 April 2017, 06:38 PM IST

Sports

Latest News

ଚୀନର ଲୋଲୁପ ଦୃଷ୍ଟି ସର୍ବଦା ଭାରତ ଉପରେ।୧୯୬୨ରେ ଭାରତ ସହ ଯୁଦ୍ଧ କରି ଚୀନ୍ ବେଆଇନ ଭାବେ ଭାରତର କିଛି ଅଂଶ ନିଜ ଅକ୍ତିଆରକୁ ନେଇଥିଲା ଯାହାକୁ ନେଇ ଏପର୍ଯ୍ୟନ୍ତ ବିବାଦ ଥମି ନଥିବା ବେଳେ ଏବେ ଫିଲ୍ମ ବାହୁବଳୀର ମାହିଷ୍ମତି ସାମ୍ରାଜ୍ୟ ଉପରେ ଚୀନ୍‌ର ନଜର।ହେଲେ ବାହୁବଳୀର ପରାକ୍ରମ ଆଗରେ ମୁଣ୍ଡ ନୁଆଇଁଛି ଚୀନ୍। ଆଶ୍ଚର୍ଯ୍ୟ ହେଲେ କି , ହଁ ଆଜ୍ଞା ଆମେ ଫିଲ୍ମ ବାହୁବଳୀ କଥା କହୁଛୁ।

ପୂରା ଦେଶରେ ଏବେ ବାହୁବଳୀର କ୍ରେଜ୍।ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଥିବା ବାହୁବଳୀ-୨ ଏବେ ରିଲିଜ ଅପେକ୍ଷାରେ ଚୀନରେ। ଫିଲ୍ମଟିକୁ ଚୀନ୍‌ରେ ରିଲିଜ କରିବା ପାଇଁ ଆଠ ମାସ ପୂର୍ବରୁ ନିଲାମ ପ୍ରକିୟା ଆରମ୍ଭ ହୋଇଥିଲା।କିନ୍ତୁ ଏ ପର୍ଯ୍ୟନ୍ତ ପିଲ୍ମଟିକୁ ରିଲିଜ କରିବା ପାଇଁ ଗ୍ରୀନ୍ ସିଗନାଲ୍ ମିଳିନାହିଁ।

କେବଳ ଚୀନ୍ ନୁହେଁ କୋରିଆରେ ମଧ୍ୟ ବାହୁବଳୀକୁ ନେଇ ଜବରଦସ୍ତ କ୍ରେଜ। ସେହିଭଳି ନାଇଜେରିଆ ଓ ଲକ୍ଜମବର୍ଗ ଭଳି ଛୋଟ ଦେଶରେ ଏହି ହାଇବଜେଟ୍ ଫିଲ୍ମର ଡିମାଣ୍ଡ କାହିଁରେ କଣ। ସେହିଭଳି ସ୍ୱିଜରଲ୍ୟାଣ୍ଡବାସୀ ମଧ୍ୟ ପ୍ରଭାସଙ୍କ ପରାକ୍ରମ ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି।ପୂରା ଦୁନିଆରେ ୮୦୦୦ ଫିଲ୍ମ ହଲ୍ରେ ବାହୁବଳୀ ରିଲିଜ ହୋଇଥିବା ବେଳେ ଭାରତରେ ପ୍ରଥମ ଦିନରେ ୧୨୧ କୋଟି ଟଙ୍କ। ଆୟ କରି ବକ୍ସ ଅଫିସରେ ରେକର୍ଡ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story