ମୁଖ୍ୟମନ୍ତ୍ରୀ ଫଡ୍‌ନାଭିସ୍‌ଙ୍କ ପତ୍ନୀ ସହ ଅମିତାଭଙ୍କ ମ୍ୟୁଜିକ୍‌ ଭିଡିଓ 

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ପତ୍ନୀ ଅମୃତା ଫଡନାଭିସ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ‘ଫିର୍‌ ସେ’ ନାମକ ଏକ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ।  ଏହି ଖବର ଗୀତର ନିର୍ଦ୍ଦେଶକ ଅହମ୍ମଦ ଖାନ୍‌ ଦେଇଛନ୍ତି। ଏହି ସୁଟ୍‌ର କିଛି ଫଟୋ ଅମିତାଭ ନିଜେ ଟ୍ୱିଟରରେ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓରେ ଅମୃତା ଲାଲ୍‌ ରଙ୍ଗର ସର୍ଟ ଡ୍ରେସରେ ନିଜର ଗ୍ଲାମର ଦେଖାଇଛନ୍ତି। କେବଳ ଏତିକି ନୁହେଁ, ଏହି ଗୀତର କଣ୍ଠଦାନ ମଧ୍ୟ […]

amitabh_bachchan

amitabh_bachchan

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 07:02 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ପତ୍ନୀ ଅମୃତା ଫଡନାଭିସ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ‘ଫିର୍‌ ସେ’ ନାମକ ଏକ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ।  ଏହି ଖବର ଗୀତର ନିର୍ଦ୍ଦେଶକ ଅହମ୍ମଦ ଖାନ୍‌ ଦେଇଛନ୍ତି। ଏହି ସୁଟ୍‌ର କିଛି ଫଟୋ ଅମିତାଭ ନିଜେ ଟ୍ୱିଟରରେ ମଧ୍ୟ ସେୟାର କରିଛନ୍ତି।

ଏହି ଭିଡିଓରେ ଅମୃତା ଲାଲ୍‌ ରଙ୍ଗର ସର୍ଟ ଡ୍ରେସରେ ନିଜର ଗ୍ଲାମର ଦେଖାଇଛନ୍ତି। କେବଳ ଏତିକି ନୁହେଁ, ଏହି ଗୀତର କଣ୍ଠଦାନ ମଧ୍ୟ ଅମୃତା ନିଜେ କରିଛନ୍ତି।

ଏହା ପୂର୍ବରୁ ଅମୃତା ପ୍ରକାଶ ଝାଙ୍କ ‘ଜୟ ଗଙ୍ଗାଜଲ’ରେ ମଧ୍ୟ ଗୀତ ଗାଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story