କଫି ୱିଥ୍‌ କରନ୍‌ରେ ସଲମାନ ଓ କ୍ୟାଟ୍‌ଙ୍କ ଯୋଡ଼ି

ମୁମ୍ବାଇ: ଅନେକ ଦିନ ପରେ ଦର୍ଶକ ସଲମାନ ଓ କ୍ୟାଟ୍ରିନାଙ୍କୁ ଦେଖିବେ ଏକାଠି ଦେଖିବେ କରନଙ୍କ ଶୋ ‘କଫି ୱିଥ୍‌ କରନ’ରେ। ଶୋରେ କରନ ଉଭୟଙ୍କ ସଂପର୍କର ଆରମ୍ଭ ଠାରୁ ଭାଙ୍ଗିବା ପର୍ଯ୍ୟନ୍ତ ସବୁର ଖୁଲାସା କରିବେ। ଶୋ ପାଇଁ କରନ୍‌ ଡାକୁଥିବା ଯୋଡ଼ିମାନଙ୍କ ପାଇଁ ଶୋଟି ଅଧିକ ମଜାଦାର ହେବା ସହ ଚର୍ଚ୍ଚାରେ ମଧ୍ୟ ରହୁଛି। ଖବର ଅନୁଯାୟୀ କରନ୍‌ ଶୋର ପ୍ରଥମ ଏପିସୋଡ଼ରେ ଶାହାରୁଖ ଓ ଆଲିଆ ଙ୍କୁ ଡାକିଥିବା ବେଳେ ଅକ୍ଷୟ କୁମାର […]

salmankatrina_story_

salmankatrina_story_

Rakesh Mallick
  • Published: Wednesday, 16 November 2016
  • Updated: 16 November 2016, 05:04 PM IST

Sports

Latest News

ମୁମ୍ବାଇ: ଅନେକ ଦିନ ପରେ ଦର୍ଶକ ସଲମାନ ଓ କ୍ୟାଟ୍ରିନାଙ୍କୁ ଦେଖିବେ ଏକାଠି ଦେଖିବେ କରନଙ୍କ ଶୋ ‘କଫି ୱିଥ୍‌ କରନ’ରେ। ଶୋରେ କରନ ଉଭୟଙ୍କ ସଂପର୍କର ଆରମ୍ଭ ଠାରୁ ଭାଙ୍ଗିବା ପର୍ଯ୍ୟନ୍ତ ସବୁର ଖୁଲାସା କରିବେ। ଶୋ ପାଇଁ କରନ୍‌ ଡାକୁଥିବା ଯୋଡ଼ିମାନଙ୍କ ପାଇଁ ଶୋଟି ଅଧିକ ମଜାଦାର ହେବା ସହ ଚର୍ଚ୍ଚାରେ ମଧ୍ୟ ରହୁଛି।

ଖବର ଅନୁଯାୟୀ କରନ୍‌ ଶୋର ପ୍ରଥମ ଏପିସୋଡ଼ରେ ଶାହାରୁଖ ଓ ଆଲିଆ ଙ୍କୁ ଡାକିଥିବା ବେଳେ ଅକ୍ଷୟ କୁମାର ପ୍ରଥମ ଥର ପତ୍ନୀ ଟ୍ୱିଙ୍କଲଙ୍କ ସହ ଆସିଥିଲେ। ନିକଟରେ ରଣବୀର କପୁର ଓ ରଣଭୀର ସିଂଙ୍କ ସହ ଶୋର ଏକ ଏପିସୋଡ଼ର ସୁଟିଂ ସାରିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos