ଥଟ୍ଟାରେ ଉଡିଲା ‘ଟାଇଗର ଜିନ୍ଦା ହେ’: ଜାଣନ୍ତୁ ଘଟଣାଟି କ’ଣ ?

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’ ବକ୍ସ ଅଫିସ୍‌ରେ ଧମାଲ ମଚାଉଛି। ୨୫୦ କୋଟି କମାଇସାରିଥିବା ଏହି ସିନେମାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି। କେବଳ ଦର୍ଶକ ନୁହଁନ୍ତି, ଫିଲ୍ମ ସମୀକ୍ଷାଙ୍କ ପାଖରୁ ମଧ୍ୟ ପ୍ରଶଂସା ସାଉଁଟିବାରେ ଲାଗିଛି ଏହି ଫିଲ୍ମ। ଏଥି ମଧ୍ୟରେ ଏହି ଫିଲ୍ମକୁ ନେଇ ଆଉ ଏକ ଘଟଣା ଚର୍ଚ୍ଚାକୁ ଆସିଛି। କେମଡିଆନ୍‌ ରାଜୁ ଶ୍ରୀବାସ୍ତବ ଓ କମଲ ରାସିଦ (କେ ଆର୍‌ କେ) ସଲମାନ […]

raju

raju

Rakesh Mallick
  • Published: Tuesday, 02 January 2018
  • Updated: 02 January 2018, 11:05 AM IST

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’ ବକ୍ସ ଅଫିସ୍‌ରେ ଧମାଲ ମଚାଉଛି। ୨୫୦ କୋଟି କମାଇସାରିଥିବା ଏହି ସିନେମାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି। କେବଳ ଦର୍ଶକ ନୁହଁନ୍ତି, ଫିଲ୍ମ ସମୀକ୍ଷାଙ୍କ ପାଖରୁ ମଧ୍ୟ ପ୍ରଶଂସା ସାଉଁଟିବାରେ ଲାଗିଛି ଏହି ଫିଲ୍ମ।

ଏଥି ମଧ୍ୟରେ ଏହି ଫିଲ୍ମକୁ ନେଇ ଆଉ ଏକ ଘଟଣା ଚର୍ଚ୍ଚାକୁ ଆସିଛି। କେମଡିଆନ୍‌ ରାଜୁ ଶ୍ରୀବାସ୍ତବ ଓ କମଲ ରାସିଦ (କେ ଆର୍‌ କେ) ସଲମାନ ଖାନ୍‌ଙ୍କ ପୁରୁଣା କେସ୍‌କୁ ‘ଟାଇଗର ଜିନ୍ଦା ହେ’ ସହ ଯୋଡ଼ି ମଜା ଉଡାଇଛନ୍ତି।

କେ ଆର୍‌ କେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ରାଜୁଙ୍କୁ ‘ଟାଇଗର ଜିନ୍ଦା ହେ’ର ସଫଳତା ବିଷୟରେ ଆପଣଙ୍କ ମତ କ’ଣ ବୋଲି ପଚାରିଥିଲେ ?  ଏହାର ଉତ୍ତରରେ ରାଜୁ ନିଜ ଢଙ୍ଗରେ ଉତ୍ତର ଦେଇଥିଲେ। କହିଥିଲେ ଫୁଟ୍‌ପାଥ୍‌ରେ ଶୋଇଥିବା କୌଣସି ବ୍ୟକ୍ତିକୁ ଦେଖିଲେ ସେମାନଙ୍କୁ ଶୋଇବାକୁ ମନା କରି ଦିଅନ୍ତୁ କାରଣ ଟାଇଗର ଏବେ ମଧ୍ୟ ବଞ୍ଚିଛି।

ରାଜୁ ଏହି ଭିଡିଓରେ ସଲମାନଙ୍କ ହିଟ୍‌ ଆଣ୍ଡ୍‌ ରନ୍‌ ଘଟଣାକୁ ନେଇ ମଜା ଉଡାଇଛନ୍ତି। ମୁମ୍ୱାଇର ବାନ୍ଦ୍ରାରେ ସେପ୍ଟେମ୍ବର ୨୦୦୨ରେ ଫୁଟ୍‌ପାଥ୍‌ରେ ଶୋଇଥିବା ଶ୍ରମିକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ ସଲମନ। ଏହି ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସଲମାନ ମଦ ନିଶାରେ ଗାଡି ଚଲାଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story