କଣ୍ଡୋମ୍ କଂଟ୍ରୋଭର୍ସି: ସନି ଲିଓନଙ୍କ ବୋଲ୍ଡ ଜବାବ

ମୁମ୍ବାଇ: ପର୍ନ ଷ୍ଟାରରୁ ବଲିଉଡ୍ ଷ୍ଟାର ବନିଥିବା ସନି ଲିଓନ କଣ୍ଡୋମ୍‌ର ଏକ ବିଜ୍ଞାପନ କରୁଛନ୍ତି। ଟେଲିଭିଜନରେ ଏହାର ପ୍ରସାରଣ ହେଉଛି। ଏହି ବିଜ୍ଞାପନକୁ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ମହିଳା ଶାଖା ବିରୋଧ କରିଛି। ଏହାକୁ ବ୍ୟାନ୍ କରି ଦେବାକୁ ସେମାନେ ଦାବି କରିଛନ୍ତି। ଦଳର ମହିଳା ଶାଖା ସଂପାଦକ ଶୀଲା ଗାଙ୍ଗୁର୍ଦେ କହିଛନ୍ତି ଯେ ଟେଲିଭିଜନରେ ଏହି ବିଜ୍ଞାପନ ଦେଖିବା ବେଳେ ମହିଳାମାନେ ଲଜ୍ଜାବୋଧ କରୁଛନ୍ତି। ପରିବାର ଲୋକଙ୍କ ସହ ବସି ଏହି ବିଜ୍ଞାପନ […]

sunny

sunny

Rakesh Mallick
  • Published: Saturday, 22 April 2017
  • Updated: 22 April 2017, 11:59 AM IST

ମୁମ୍ବାଇ: ପର୍ନ ଷ୍ଟାରରୁ ବଲିଉଡ୍ ଷ୍ଟାର ବନିଥିବା ସନି ଲିଓନ କଣ୍ଡୋମ୍‌ର ଏକ ବିଜ୍ଞାପନ କରୁଛନ୍ତି। ଟେଲିଭିଜନରେ ଏହାର ପ୍ରସାରଣ ହେଉଛି। ଏହି ବିଜ୍ଞାପନକୁ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ମହିଳା ଶାଖା ବିରୋଧ କରିଛି। ଏହାକୁ ବ୍ୟାନ୍ କରି ଦେବାକୁ ସେମାନେ ଦାବି କରିଛନ୍ତି। ଦଳର ମହିଳା ଶାଖା ସଂପାଦକ ଶୀଲା ଗାଙ୍ଗୁର୍ଦେ କହିଛନ୍ତି ଯେ ଟେଲିଭିଜନରେ ଏହି ବିଜ୍ଞାପନ ଦେଖିବା ବେଳେ ମହିଳାମାନେ ଲଜ୍ଜାବୋଧ କରୁଛନ୍ତି। ପରିବାର ଲୋକଙ୍କ ସହ ବସି ଏହି ବିଜ୍ଞାପନ ଦେଖି ହେଉ ନାହିଁ। ଛୁଆଙ୍କ ଉପରେ ଏହାର ଖରାପ ପ୍ରଭାବ ପଡୁଛି।

ସନି ଲିଓନ ଏହି ଅଭିଯୋଗର ବୋଲ୍ଡ ଜବାବ ଦେଇଛନ୍ତି।

ସେ କହିଛନ୍ତି,“ଭାରତରେ ସବୁଠୁ ବଡ଼ ଜିନିଷ ହେଉଛି ଏହାର ଲୋକତନ୍ତ୍ର। ଏଠାରେ ସମସ୍ତଙ୍କୁ କହିବାର ଅଧିକାର ଅଛି। ଯଦି ଲୋକେ ମୋ ବିରୁଦ୍ଧରେ ସ୍ୱର ଉଠାଉଛନ୍ତି ତା’ହେଲେ ନିଶ୍ଚିତ ଉଠାଇ ପାରିବେ। ତେବେ କେବଳ ସରକାର ହିଁ ନିଷ୍ପତ୍ତି ନେବେ କ’ଣ ଠିକ୍ କ’ଣ ଭୁଲ୍। ଯେବେ ବି ମୁଁ କୌଣସି ବ୍ରାଣ୍ଡର ବିଜ୍ଞାପନ ପାଇଁ ଚୁକ୍ତି ସ୍ୱାକ୍ଷର କରେ ସବୁବେଳେ ଏହାର ନୈତିକ ଦାୟିତ୍ୱ ନିଏ। ମୋ ପାଇଁ ଏହା ସନ୍ତାନ ପ୍ରସବ କରିବା ସହିତ ସମାନ। ଏକ ଦମ୍ପତି ସେତେବେଳେ ବାପାମା’ ହେବାକୁ ଚିନ୍ତା କରନ୍ତି ଯେତେବେଳେ ସେମାନେ ଏହାର ଦାୟିତ୍ୱ ନେବା ପାଇଁ ନିଜକୁ ଫିଟ୍ ବୋଲି ଭାବନ୍ତି।”

ସନି ଆହୁରି କହିଛନ୍ତି ଯେ ସେ କେବଳ ପଇସା ପାଇଁ କାମ କରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story