ସାରାଙ୍କ ଜନ୍ମଦିନରେ ଡେଭିଡ୍‌ ଦେଲେ ଖାସ୍‌ ଉପହାର

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ଡେଭିଡ୍‌ ଧୱନ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କୁ ତାଙ୍କ ଜନ୍ମଦିନରେ ଏକ ଖାସ୍‌ ଉପହାର ଦେଇଛନ୍ତି। ସେ ସାରା ଓ ବରୁଣ ଧୱନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କୁଲି ନଂ-୧’  ରିମେକ୍‌ର ମୋସନ୍ ପୋଷ୍ଟର୍ ରିଲିଜ୍ କରିଛନ୍ତି। COOLIE NO1. Haat jao baju aya raju #firstlook pic.twitter.com/7UZMOgFF9m — Varun Dhawan (@Varun_dvn) August 12, 2019 ଗତ ରବିବାର ଏହି ଫିଲ୍ମର ଟିଜର୍ ପୋଷ୍ଟର୍‌ ରିଲିଜ୍‌ ହୋଇଥିଲା। ଆଜି […]

sara-alli-khan

sara-alli-khan

Chinmayee Roy
  • Published: Monday, 12 August 2019
  • Updated: 12 August 2019, 02:54 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ଡେଭିଡ୍‌ ଧୱନ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କୁ ତାଙ୍କ ଜନ୍ମଦିନରେ ଏକ ଖାସ୍‌ ଉପହାର ଦେଇଛନ୍ତି। ସେ ସାରା ଓ ବରୁଣ ଧୱନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କୁଲି ନଂ-୧’  ରିମେକ୍‌ର ମୋସନ୍ ପୋଷ୍ଟର୍ ରିଲିଜ୍ କରିଛନ୍ତି।

ଗତ ରବିବାର ଏହି ଫିଲ୍ମର ଟିଜର୍ ପୋଷ୍ଟର୍‌ ରିଲିଜ୍‌ ହୋଇଥିଲା। ଆଜି ସାରାଙ୍କ ଜନ୍ମଦିନରେ ନିର୍ମାତା ଏହାର ଆଉ ଦୁଇଟି ପୋଷ୍ଟର୍‌ ରିଲିଜ୍‌ କରିଛନ୍ତି। ଫିଲ୍ମର ନାୟକ ବରୁଣ ଧୱନ ଏହି ପୋଷ୍ଟରକୁ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଶେଆର୍ କରି ଏକ ମଜାଦାର କ୍ୟାପ୍‌ସନ୍‌ ଲେଖିଛନ୍ତି। ସେ ଲେଖିଛନ୍ତି, ‘ସାରା ତେରା ବର୍ଥଡେ’ ଆୟା, ବର୍ଥଡେ’ କେ ଦିନ୍‌ ମେଁ ତେରେ ଲିୟେ ପୋଷ୍ଟର ଲାୟା।’

ବରୁଣଙ୍କ ଏହି ପୋଷ୍ଟ୍‌କୁ ଲକ୍ଷାଧିକ ଲାଇକ୍ ମିଳିଛି। ତା’ସହିତ ବହୁତ ଲୋକ ପ୍ରତିକ୍ରିୟା ଦେଇଛନ୍ତି। ୨୦୨୦ ମସିହା ମେ ୧ ତାରିଖରେ ଫିଲ୍ମଟି ରିଲିଜ୍ ହେବ। ଏବେ ସିନେମାର ସୁଟିଂ ପାଇଁ ବରୁଣ ଓ ସାରା ଅଲ୍ଲୀ ଖାନ୍ ବ୍ୟାଙ୍କଙ୍କ୍ ରେ ଅଛନ୍ତି।  ବରୁଣଙ୍କ ବାପା ଡେଭିଡ୍ ଧୱନ୍ ନିଜେ ଏହାର ନିର୍ଦ୍ଦେଶନା ଦେଉଛନ୍ତି।

ସୂଚନାଯୋଗ୍ୟ, ଫିଲ୍ମ ‘କୁଲି ନମ୍ବର-୧’ ୧୯୯୫ରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଡେଭିଡ୍‌ ଧୱନ୍‌ ଦେଇଥିଲେ। ଫିଲ୍ମରେ ଲିଡ୍‌ ରୋଲ୍‌ରେ ଗୋବିନ୍ଦା ଓ ଚୁଲବୁଲି ନାୟିକା କରିସ୍ମା କପୁର ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story