#ମି ଟୁ: ଆଲୋକ ନାଥଙ୍କ ସପକ୍ଷରେ ଏମିତି କହିଲେ କୋର୍ଟ

ମୁମ୍ବାଇ: ବହୁଚର୍ଚ୍ଚିତ # ମି ଟୁ ଅଭିଯାନରେ ଏକ ଦୁଷ୍କର୍ମ ଅଭିଯୋଗରେ ଫସିଥିବା ବଲିଉଡ୍‌ର ‘ସଂସ୍କାରୀ ବାବୁଜୀ’ ଆଲୋକ ନାଥଙ୍କୁ କୋର୍ଟରୁ ସାମନ୍ୟ ଆଶ୍ୱସ୍ତି ମିଳିଛି। ଲେଖିକା-ନିର୍ଦ୍ଦେଶିକା ବୀନ୍‌ତା ନନ୍ଦାଙ୍କ ଦ୍ୱାରା ଦାୟର ମାମଲାରେ ମୁମ୍ବାଇର ସେସନ୍‌ସ୍‌ କୋର୍ଟ ଆଲୋକ ନାଥଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଶନିବାର ଆଲୋକ ନାଥଙ୍କୁ ଆଗୁଆ ଜାମିନ୍ ଦେବା ଅବସରରେ କୋର୍ଟ କହିଛନ୍ତି ଯେ ବୀନ୍‌ତା ଆଲୋକଙ୍କୁ  ଦୁଷ୍କର୍ମ ମାମଲାରେ ମିଛରେ ଫସାଇ ଥାଇ ପାରନ୍ତି। ଏପରିକି ନିଜ ବ୍ୟକ୍ତିଗତ […]

aloknath

aloknath

Chinmayee Roy
  • Published: Wednesday, 09 January 2019
  • Updated: 09 January 2019, 04:38 PM IST

Sports

Latest News

ମୁମ୍ବାଇ: ବହୁଚର୍ଚ୍ଚିତ # ମି ଟୁ ଅଭିଯାନରେ ଏକ ଦୁଷ୍କର୍ମ ଅଭିଯୋଗରେ ଫସିଥିବା ବଲିଉଡ୍‌ର 'ସଂସ୍କାରୀ ବାବୁଜୀ' ଆଲୋକ ନାଥଙ୍କୁ କୋର୍ଟରୁ ସାମନ୍ୟ ଆଶ୍ୱସ୍ତି ମିଳିଛି। ଲେଖିକା-ନିର୍ଦ୍ଦେଶିକା ବୀନ୍‌ତା ନନ୍ଦାଙ୍କ ଦ୍ୱାରା ଦାୟର ମାମଲାରେ ମୁମ୍ବାଇର ସେସନ୍‌ସ୍‌ କୋର୍ଟ ଆଲୋକ ନାଥଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।

ଶନିବାର ଆଲୋକ ନାଥଙ୍କୁ ଆଗୁଆ ଜାମିନ୍ ଦେବା ଅବସରରେ କୋର୍ଟ କହିଛନ୍ତି ଯେ ବୀନ୍‌ତା ଆଲୋକଙ୍କୁ  ଦୁଷ୍କର୍ମ ମାମଲାରେ ମିଛରେ ଫସାଇ ଥାଇ ପାରନ୍ତି। ଏପରିକି ନିଜ ବ୍ୟକ୍ତିଗତ ଫାଇଦା ପାଇଁ ବୀନ୍‌ତା ଏ ନେଇ ବିଧିବଦ୍ଧ ଅଭିଯୋଗ କରିବାରେ ବିଳମ୍ବ କରିଥିବା କୋର୍ଟ ସନ୍ଦେହ ପ୍ରକାଶ କରିଛନ୍ତି। ନନ୍ଦାଙ୍କ ସମ୍ପର୍କରେ ବିଚାରପତି କହିଛନ୍ତି ଯେ 'ସେ(ବୀନ୍‌ତା) ସାରା ଘଟଣା ମନେ ରଖିଛନ୍ତି, କିନ୍ତୁ ଘଟିଥିବା ତାରିଖ ଓ ମାସ ଭୁଲି ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ,୯୦ ଦଶକର ଲୋକପ୍ରିୟ ଟିଭି ଶୋ' “ତାରା”ର ପ୍ରଯୋଜକ ବୀନ୍‌ତା ନନ୍ଦା, ଆଲୋକ ନାଥ ୨୦ ବର୍ଷ ତଳେ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ବି' ଟାଉନ୍‌ ସମେତ ସୋଶାଲ୍‌ ମିଡିଆରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story