ଜାଣନ୍ତୁ କ’ଣ ପାଇଁ ଚାଲିଛି ଜବରଦସ୍ତ ଡ୍ୟାନ୍ସ ପ୍ରାକ୍ଟିସ୍‌

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଗକୁ ହେବାକୁ ଯାଉଛି &lsquo;&lt;strong&gt;ତରଙ୍ଗ ପରିବାର ଆୱାର୍ଡ&lt;/strong&gt;&lt;strong&gt;&rsquo;&lt;/strong&gt;। ଏଥିପାଇଁ ଦର୍ଶକମାନେ ଖୁବ୍ ଏକ୍ସାଇଟେଡ୍ ଅଛନ୍ତି। ସେପଟେ ଆୱାର୍ଡ ସାମାରୋହରେ ଯେମିତି ଦର୍ଶକମାନେ ପୂରା ଏଣ୍ଟରଟେନ୍ ହେବେ ସେଥିପାଇଁ ତରଙ୍ଗର କଳାକାର ମାନେ ଖୁବ୍ ପରିଶ୍ରମ କରୁଛନ୍ତି। ଭିଡିଓରେ ଦେଖନ୍ତୁ ତାର ଏକ ଝଲକ୍। ତରଙ୍ଗରେ ପ୍ରସାରିତ ହେଉଥିବା ଧାରାବାହିକ &lsquo;&lt;strong&gt;ଫୁଲ ଗଡବଡ&lt;/strong&gt;&lt;strong&gt;&rsquo;&lt;/strong&gt;ର ଲିଡ୍ ଅଭିନେତ୍ରୀ କୁକିଜ୍ ଆଜିକାଲି ପୂରା ସମୟ ଦେଉଛନ୍ତି ଡ୍ୟାନ୍ସ ପ୍ରାକ୍ଟିସରେ। ନାଚରେ ଯେମିତି କୌଣସି ତ୍ରୁଟି ନରହିବ ସେଥିପାଇଁ ବାରମ୍ବାର ସେ ଷ୍ଟେପ୍ ଗୁଡିକୁ ପ୍ରାକ୍ଟିସ୍ କରୁଛନ୍ତି। &lsquo;&lt;strong&gt;ବାୱରା&lt;/strong&gt;&lt;strong&gt;&rsquo;&lt;/strong&gt; ଗୀତରେ ସେ ନାଚିବାକୁ ଯାଉଛନ୍ତି। ଏଥିରେ ତାଙ୍କ ସାଥ ଦେଉଛନ୍ତି &lt;strong&gt;ତେଜସ୍ୱୀନି&lt;/strong&gt;ର ଅଭିନେତା ମନୋଜ। ଭିନ୍ନ ଧରଣ କନସେପ୍ଟ ନେଇ ନାଚକୁ କେରିଓଗ୍ରାଫି କରାଯାଉଛି। ଏହାର କୋରିଓଗ୍ରାଫି କରୁଛନ୍ତି &lt;strong&gt;ଅମିତ୍ &lt;/strong&gt;।</p> <p>ପ୍ରଥମଥର ତରଙ୍ଗ ପରିବାର ଆୱାର୍ଡର ଅଶଂ ହୋଇଥିବାରୁ କୁକିଜ୍ ବେସ୍ ଖୁସି ଅଛନ୍ତି । ସେପଟେ ନିଜ ଭିନ୍ନ କନସେପ୍ଟର ଡ୍ୟାନ୍ସକୁ ନେଇ ମନୋଜ ମଧ୍ୟ ଖୁବ୍ ଏକ୍ସାଇଟେଡ୍ ଅଛନ୍ତି।</p>

Ordigital Desk
  • Published: Monday, 27 November 2017
  • Updated: 27 November 2017, 01:44 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଗକୁ ହେବାକୁ ଯାଉଛି &lsquo;&lt;strong&gt;ତରଙ୍ଗ ପରିବାର ଆୱାର୍ଡ&lt;/strong&gt;&lt;strong&gt;&rsquo;&lt;/strong&gt;। ଏଥିପାଇଁ ଦର୍ଶକମାନେ ଖୁବ୍ ଏକ୍ସାଇଟେଡ୍ ଅଛନ୍ତି। ସେପଟେ ଆୱାର୍ଡ ସାମାରୋହରେ ଯେମିତି ଦର୍ଶକମାନେ ପୂରା ଏଣ୍ଟରଟେନ୍ ହେବେ ସେଥିପାଇଁ ତରଙ୍ଗର କଳାକାର ମାନେ ଖୁବ୍ ପରିଶ୍ରମ କରୁଛନ୍ତି। ଭିଡିଓରେ ଦେଖନ୍ତୁ ତାର ଏକ ଝଲକ୍। ତରଙ୍ଗରେ ପ୍ରସାରିତ ହେଉଥିବା ଧାରାବାହିକ &lsquo;&lt;strong&gt;ଫୁଲ ଗଡବଡ&lt;/strong&gt;&lt;strong&gt;&rsquo;&lt;/strong&gt;ର ଲିଡ୍ ଅଭିନେତ୍ରୀ କୁକିଜ୍ ଆଜିକାଲି ପୂରା ସମୟ ଦେଉଛନ୍ତି ଡ୍ୟାନ୍ସ ପ୍ରାକ୍ଟିସରେ। ନାଚରେ ଯେମିତି କୌଣସି ତ୍ରୁଟି ନରହିବ ସେଥିପାଇଁ ବାରମ୍ବାର ସେ ଷ୍ଟେପ୍ ଗୁଡିକୁ ପ୍ରାକ୍ଟିସ୍ କରୁଛନ୍ତି। &lsquo;&lt;strong&gt;ବାୱରା&lt;/strong&gt;&lt;strong&gt;&rsquo;&lt;/strong&gt; ଗୀତରେ ସେ ନାଚିବାକୁ ଯାଉଛନ୍ତି। ଏଥିରେ ତାଙ୍କ ସାଥ ଦେଉଛନ୍ତି &lt;strong&gt;ତେଜସ୍ୱୀନି&lt;/strong&gt;ର ଅଭିନେତା ମନୋଜ। ଭିନ୍ନ ଧରଣ କନସେପ୍ଟ ନେଇ ନାଚକୁ କେରିଓଗ୍ରାଫି କରାଯାଉଛି। ଏହାର କୋରିଓଗ୍ରାଫି କରୁଛନ୍ତି &lt;strong&gt;ଅମିତ୍ &lt;/strong&gt;।</p><p>ପ୍ରଥମଥର ତରଙ୍ଗ ପରିବାର ଆୱାର୍ଡର ଅଶଂ ହୋଇଥିବାରୁ କୁକିଜ୍ ବେସ୍ ଖୁସି ଅଛନ୍ତି । ସେପଟେ ନିଜ ଭିନ୍ନ କନସେପ୍ଟର ଡ୍ୟାନ୍ସକୁ ନେଇ ମନୋଜ ମଧ୍ୟ ଖୁବ୍ ଏକ୍ସାଇଟେଡ୍ ଅଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos