ରିଲିଜ ହେଲା ‘ଦଙ୍ଗଲ’ର ପ୍ରଥମ ଗୀତ ‘ବାପୁ ତୁ ସେହତ କେ ଲିଏ ହାନି କାରକ ହେ’

ମୁମ୍ବାଇ: ଆମୀର ଖାନ୍‌ଙ୍କ ‘ଦଙ୍ଗଲ’ର ପ୍ରଥମ ଗୀତ ‘ବାପୁ ତୁ ସେହତ କେ ଲିଏ ହାନି କାରକ ହେ’ ନିକଟରେ ରିଲିଜ ହୋଇଯାଇଛି। ଗୀତଟି ନିୟମନିଷ୍ଠ ପିତା ଯେଉଁମାନେ ନିଜ ପିଲାକୁ ଦୃଢ଼ କରିବା ସହ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଲଗାତାର ସେମାନଙ୍କ ସହ ଜଡ଼ିତ ରୁହନ୍ତି, ସେମାନଙ୍କୁ ଡେଡିକେଟ୍ କରାଯାଇଛି। ଦଙ୍ଗଲର ଏହି ଗୀତରେ ମଧ୍ୟ ଆମୀର ମଧ୍ୟ ଏକ ନିୟମନିଷ୍ଠ ପିତାର ଅଭିନୟରେ ଦେଖାଯିବେ। ଗୀତରେ ଆମୀର ନିଜର ଦୁଇ ଝିଅଙ୍କୁ […]

amir-khan

amir-khan

Rakesh Mallick
  • Published: Saturday, 12 November 2016
  • Updated: 12 November 2016, 07:02 PM IST

Sports

Latest News

ମୁମ୍ବାଇ: ଆମୀର ଖାନ୍‌ଙ୍କ ‘ଦଙ୍ଗଲ’ର ପ୍ରଥମ ଗୀତ ‘ବାପୁ ତୁ ସେହତ କେ ଲିଏ ହାନି କାରକ ହେ’ ନିକଟରେ ରିଲିଜ ହୋଇଯାଇଛି। ଗୀତଟି ନିୟମନିଷ୍ଠ ପିତା ଯେଉଁମାନେ ନିଜ ପିଲାକୁ ଦୃଢ଼ କରିବା ସହ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଲଗାତାର ସେମାନଙ୍କ ସହ ଜଡ଼ିତ ରୁହନ୍ତି, ସେମାନଙ୍କୁ ଡେଡିକେଟ୍ କରାଯାଇଛି। ଦଙ୍ଗଲର ଏହି ଗୀତରେ ମଧ୍ୟ ଆମୀର ମଧ୍ୟ ଏକ ନିୟମନିଷ୍ଠ ପିତାର ଅଭିନୟରେ ଦେଖାଯିବେ। ଗୀତରେ ଆମୀର ନିଜର ଦୁଇ ଝିଅଙ୍କୁ ପିଲାବେଳୁ ମଲ୍ଲ ଯୁଦ୍ଧରେ ସଫଳତା ପାଇଁ ପ୍ରସ୍ତୁତ କରୁଛନ୍ତି। ଛୋଟ ବୟସରେ ମଲ୍ଲ ଯୋଦ୍ଧାରେ ନା କରିବା ଆଶ ନେଇ ଅନୁଭୂତ କଷ୍ଟକୁ ଏହି ଗୀତ ମାଧ୍ୟମରେ ଦେଖାଇଛନ୍ତି।

ଛୋଟ ବୟସରୁ ନିୟମନିଷ୍ଠ ପିତାଙ୍କ ଉଦ୍ଦେଶ୍ୟରେ ଏହି ଗୀତଟିକୁ ଶିଶୁ ଗାୟକ ଶରବର ଖାନ୍‌ ଏବଂ ସରତାଜ୍ ଖାନ୍‌ ବର୍ଣ୍ଣା କଣ୍ଠଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story