ଚୀନବାସୀଙ୍କୁ କିମିଆ କଲା ‘ଦଙ୍ଗଲ’; ରଚିଲା ନୂଆ ଇତିହାସ, ପଢ଼ନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଚୀନ୍‌ରେ ଧୁମ୍ ମଚାଇଛି ଆମରୀ ଖାନ୍ ଅଭିନୀତ ‘ଦଙ୍ଗଲ୍‌’। ଚୀନ୍‌ରେ ଥିଏଟର ସହିତ ଜଡ଼ିତ ଜଣାଶୁଣା ଏକ ଟିକେଟିଂ ୱେବ୍‌ସାଇଟ୍‌ର ରିପୋର୍ଟ ମୁତାବକ ଚୀନ୍‌ରେ ଇତିହାସ ରଚିଛି ‘ଦଙ୍ଗଲ’। ଚୀନ ଇତିହାସରେ ୧୦୦୦ କୋଟି ଟଙ୍କା ଆୟ କରିବାରେ ‘ଦଙ୍ଗଲ’ ବନି ଯାଇଛି ୩୩ତମ ଫିଲ୍ମ। ଚୀନରେ କିଛି ବର୍ଷ ହେଲା ଭାରତୀୟ ଫିଲ୍ମଗୁଡ଼ିକୁ ପ୍ରୋମୋଟ କରୁଥିବା ଷ୍ଟ୍ରାଟେଜିକ୍ ଆଲାଇନ୍ସର ଜଣେ ଅଂଶୀଦାର ପ୍ରସାଦ ସେଟ୍ଟୀ କହିଛନ୍ତି, ‘ଏହା ଏକ ଭାରତୀୟ ଫିଲ୍ମ ପାଇଁ ଅପ୍ରତ୍ୟାଶିତ […]

dangala

dangala

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 09:22 AM IST

Sports

Latest News

ନୂଆଦିଲ୍ଲୀ: ଚୀନ୍‌ରେ ଧୁମ୍ ମଚାଇଛି ଆମରୀ ଖାନ୍ ଅଭିନୀତ ‘ଦଙ୍ଗଲ୍‌’। ଚୀନ୍‌ରେ ଥିଏଟର ସହିତ ଜଡ଼ିତ ଜଣାଶୁଣା ଏକ ଟିକେଟିଂ ୱେବ୍‌ସାଇଟ୍‌ର ରିପୋର୍ଟ ମୁତାବକ ଚୀନ୍‌ରେ ଇତିହାସ ରଚିଛି ‘ଦଙ୍ଗଲ’। ଚୀନ ଇତିହାସରେ ୧୦୦୦ କୋଟି ଟଙ୍କା ଆୟ କରିବାରେ ‘ଦଙ୍ଗଲ’ ବନି ଯାଇଛି ୩୩ତମ ଫିଲ୍ମ।

ଚୀନରେ କିଛି ବର୍ଷ ହେଲା ଭାରତୀୟ ଫିଲ୍ମଗୁଡ଼ିକୁ ପ୍ରୋମୋଟ କରୁଥିବା ଷ୍ଟ୍ରାଟେଜିକ୍ ଆଲାଇନ୍ସର ଜଣେ ଅଂଶୀଦାର ପ୍ରସାଦ ସେଟ୍ଟୀ କହିଛନ୍ତି, ‘ଏହା ଏକ ଭାରତୀୟ ଫିଲ୍ମ ପାଇଁ ଅପ୍ରତ୍ୟାଶିତ ସଫଳତା।’

ମେ’ ୫ରେ ଚୀନ୍‌ରେ ରିଲିଜ୍‌ ହୋଇଥିଲା ‘ଦଙ୍ଗଲ’। ଏବେ ବି ଏହା ସେଠାକାର ୯୦୦୦ ପରଦାରେ ପ୍ରଦର୍ଶିତ ହେଉଛି।

ରିପୋର୍ଟ ଓ ଫଟୋ- ହିନ୍ଦୁସ୍ତାନ ଟାଇମ୍ସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story