ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହେଲା ‘ଦଙ୍ଗଲ’ର ପୋଷ୍ଟର

ମୁମ୍ବାଇ:  ହିନ୍ଦୀ ପରେ ଏବେ ତାମିଲ ଓ ତେଲୁଗୁରେ ରିଲିଜ ହେଲା ଆମୀରଙ୍କ ‘ଦଙ୍ଗଲ’ର ପୋଷ୍ଟର। ହିନ୍ଦୀ ପୋଷ୍ଟର ପରି ଏହି ଦୁଇ ଭାଷାର ପୋଷ୍ଟର ରହିଥିବା ବେଳେ କେବଳ ଫିଲ୍ମର ନାମ ଓ ଟ୍ୟାଗ୍‌ ଲାଇନ୍‌ ତାମିଲ ଓ ତେଲୁଗୁ ଭାଷାରେ ଲେଖାଯାଇଛି। ଦକ୍ଷିଣ ଭାରତର ଦର୍ଶକଙ୍କ ନିକଟକୁ ପହଁଞ୍ଚିବା ପାଇଁ ଖାସ୍‌ କରି ଏହି ଦୁଇ ଭାଷାରେ ଫିଲ୍ମକୁ ରିଲିଜ କରାଯିବ। ପୂର୍ବରୁ ଆମୀରଙ୍କ ଫିଲ୍ମକୁ ନେଇ ତାମିଲ ଓ ତେଲୁଗୁରେ ରିମେକ୍‌ କରାଯିବ […]

dangal

dangal

Rakesh Mallick
  • Published: Tuesday, 22 November 2016
  • Updated: 22 November 2016, 04:18 PM IST

Sports

Latest News

ମୁମ୍ବାଇ:  ହିନ୍ଦୀ ପରେ ଏବେ ତାମିଲ ଓ ତେଲୁଗୁରେ ରିଲିଜ ହେଲା ଆମୀରଙ୍କ ‘ଦଙ୍ଗଲ’ର ପୋଷ୍ଟର। ହିନ୍ଦୀ ପୋଷ୍ଟର ପରି ଏହି ଦୁଇ ଭାଷାର ପୋଷ୍ଟର ରହିଥିବା ବେଳେ କେବଳ ଫିଲ୍ମର ନାମ ଓ ଟ୍ୟାଗ୍‌ ଲାଇନ୍‌ ତାମିଲ ଓ ତେଲୁଗୁ ଭାଷାରେ ଲେଖାଯାଇଛି।

ଦକ୍ଷିଣ ଭାରତର ଦର୍ଶକଙ୍କ ନିକଟକୁ ପହଁଞ୍ଚିବା ପାଇଁ ଖାସ୍‌ କରି ଏହି ଦୁଇ ଭାଷାରେ ଫିଲ୍ମକୁ ରିଲିଜ କରାଯିବ। ପୂର୍ବରୁ ଆମୀରଙ୍କ ଫିଲ୍ମକୁ ନେଇ ତାମିଲ ଓ ତେଲୁଗୁରେ ରିମେକ୍‌ କରାଯିବ ବୋଲି ଶୁଣିବାକୁ ମିଳୁଥିଲା। ତେବେ ଆମୀରଙ୍କ ଏହି ଫିଲ୍ମ ହିନ୍ଦୀ ସହ ତାମିଲ ଓ ତେଲଗୁରେ ଡବିଂହୋଇ ଏକାଦିନେ ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story