ବିବାଦରେ ‘ଦଙ୍ଗଲ’ର ଗୀତ ‘ହାନୀ କାରକ ବାପୁ’

ମୁମ୍ବାଇ: ମିଷ୍ଟର ପରଫେକସନିଷ୍ଟଙ୍କ ଦଙ୍ଗଲ ଏବେ ବିବାଦ ଘେରରେ। ବିବାଦ ଫିଲ୍ମର ଗୀତ ‘ହାନୀ କାରକ’କୁ ନେଇ ଆରମ୍ଭ ହୋଇଛି। ବିଶ୍ୱାତ୍ମକ ସାମାଜିକ ସେବା ଟ୍ରଷ୍ଟ୍‌ ନାମକ ଏକ ଏନ୍‌ଜିଓ ଏହି ଗୀତକୁ ବିରୋଧ କରି ପ୍ରଦର୍ଶନ କରିଛି। କିଛିଦିନ ପୂର୍ବରୁ ଏହି ଗୀତକୁ ରିଲିଜ କରାଯାଇଥିଲା। ଏନଜିଓର କହିବା ମୁତାବକ, ଗୀତରେ ବାପୁ ଶବ୍ଦ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଛବିକୁ ଖରାପ୍‌ କରୁଛି। ସମଗ୍ର ବିଶ୍ୱରେ ମହାତ୍ମାଗାନ୍ଧୀ ବାପୁ ନାମରେ ପରିଚିତ। ଏନଜିଓର ଅଧ୍ୟକ୍ଷ ଫିଲ୍ମର ପ୍ରଯୋଜକ […]

dangal

dangal

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 03:56 PM IST

Sports

Latest News

ମୁମ୍ବାଇ: ମିଷ୍ଟର ପରଫେକସନିଷ୍ଟଙ୍କ ଦଙ୍ଗଲ ଏବେ ବିବାଦ ଘେରରେ। ବିବାଦ ଫିଲ୍ମର ଗୀତ ‘ହାନୀ କାରକ’କୁ ନେଇ ଆରମ୍ଭ ହୋଇଛି। ବିଶ୍ୱାତ୍ମକ ସାମାଜିକ ସେବା ଟ୍ରଷ୍ଟ୍‌ ନାମକ ଏକ ଏନ୍‌ଜିଓ ଏହି ଗୀତକୁ ବିରୋଧ କରି ପ୍ରଦର୍ଶନ କରିଛି। କିଛିଦିନ ପୂର୍ବରୁ ଏହି ଗୀତକୁ ରିଲିଜ କରାଯାଇଥିଲା।

ଏନଜିଓର କହିବା ମୁତାବକ, ଗୀତରେ ବାପୁ ଶବ୍ଦ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଛବିକୁ ଖରାପ୍‌ କରୁଛି। ସମଗ୍ର ବିଶ୍ୱରେ ମହାତ୍ମାଗାନ୍ଧୀ ବାପୁ ନାମରେ ପରିଚିତ। ଏନଜିଓର ଅଧ୍ୟକ୍ଷ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଗୀତରୁ ବାପୁ ଶବ୍ଦ ହଟାଇବାକୁ ଅନୁରୋଧ କରିଥିବା ବେଳେ ଆମୀର ଖାନ୍‌ ଏପରି ଅନୁରୋଧର କୌଣସି ଜବାବ୍‌ ଦେଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story