ଦୁଇ ଦିନରେ ‘ହମାରୀ ଅଧୁରୀ କାହାନୀ’ର ଆୟ ୧୦.୧୯ କୋଟି

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ ହୋଇଥିବା ରୋମାଣ୍ଟିକ୍ ଫିଲ୍ମ ’ହମାରୀ ଅଧୁରୀ କାହାନୀ’ ଦ୍ୱିତୀୟ ଦିନରେ ବକ୍ସ ଅଫିସରେ ୫.୧୫ କୋଟି ଟଙ୍କା କଲେକ୍ସନ କରିଛି । ଏହା ସହିତ ରିଲିଜ ହେବାର ପ୍ରଥମ ଦୁଇ ଦିନରେ ଫିଲ୍ମଟି କଲେକ୍ସନ କରିଛି ୧୦.୧୯ କୋଟି ଟଙ୍କା। ପ୍ରଥମ ଦିନରେ ଏହା ୫.୦୪ କୋଟି ଆୟ କରିଥିଲା। ଇମାରନ ହାସମୀ, ବିଦ୍ୟାବାଲାନ୍ ଓ ରାଜକୁମାର ରାଓ  ଅଭିନୀତ ଏହି ଫିଲ୍ମର ନିର୍ମାଣରେ  ୪୦ରୁ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। […]

film

Rakesh Mallick
  • Published: Sunday, 14 June 2015
  • , Updated: 14 June 2015, 10:16 AM IST

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ ହୋଇଥିବା ରୋମାଣ୍ଟିକ୍ ଫିଲ୍ମ ’ହମାରୀ ଅଧୁରୀ କାହାନୀ’ ଦ୍ୱିତୀୟ ଦିନରେ ବକ୍ସ ଅଫିସରେ ୫.୧୫ କୋଟି ଟଙ୍କା କଲେକ୍ସନ କରିଛି । ଏହା ସହିତ ରିଲିଜ ହେବାର ପ୍ରଥମ ଦୁଇ ଦିନରେ ଫିଲ୍ମଟି କଲେକ୍ସନ କରିଛି ୧୦.୧୯ କୋଟି ଟଙ୍କା। ପ୍ରଥମ ଦିନରେ ଏହା ୫.୦୪ କୋଟି ଆୟ କରିଥିଲା। ଇମାରନ ହାସମୀ, ବିଦ୍ୟାବାଲାନ୍ ଓ ରାଜକୁମାର ରାଓ  ଅଭିନୀତ ଏହି ଫିଲ୍ମର ନିର୍ମାଣରେ  ୪୦ରୁ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମଧ୍ୟପ୍ରଦେଶ ଓ ଛତିଗଡରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରି ଦିଆଯାଇଛି ।

Related story