ହଟ୍ ଲିଷ୍ଟରେ ହିନ୍ଦି ହସିନା: ମ୍ୟାକ୍ସିମ ମାଗାଜିନରେ ଦୀପିକା ଓ ପ୍ରିୟଙ୍କା

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ପ୍ରିୟଙ୍କା ଚୋପ୍ରା ମ୍ୟାକ୍ସିମ୍ ମାଗାଜିନ୍‌ରେ ପ୍ରକାଶିତ ଶ୍ରେଷ୍ଠ 100 ହଟ୍‌ ୱିମେନ୍‌ ତାଲିକାରେ ସ୍ଥାନ ପାଇଛନ୍ତି। ତେବେ ଏହି ତାଲିକାରେ ନମ୍ବର ୱାନ୍‌ରେ ରହିଛନ୍ତି ଚର୍ଚ୍ଚିତ ଆମେରିକାନ ମଡେଲ୍‌ ହେଲି ବାଲଡ୍‌ୱିନ୍। ବଲିଉଡର ଏହି ଦୁଇ ନାୟିକା ନିକଟରେ ହଲିଉଡ଼୍‌ରେ ଡେବ୍ୟୁ କରି ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଦୀପିକା ଟ୍ରିପଲ ଏକ୍ସ୍ ଦି ରିଟର୍ଣ୍ଣ ଅଫ୍ ଜେଣ୍ଡରରୁ ଡେବ୍ୟୁ କରିଥିବା ବେଳେ ପ୍ରିୟଙ୍କା ଏକ ଆମେରିକାନ […]

maxim

maxim

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 05:11 PM IST

Sports

Latest News

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ପ୍ରିୟଙ୍କା ଚୋପ୍ରା ମ୍ୟାକ୍ସିମ୍ ମାଗାଜିନ୍‌ରେ ପ୍ରକାଶିତ ଶ୍ରେଷ୍ଠ 100 ହଟ୍‌ ୱିମେନ୍‌ ତାଲିକାରେ ସ୍ଥାନ ପାଇଛନ୍ତି। ତେବେ ଏହି ତାଲିକାରେ ନମ୍ବର ୱାନ୍‌ରେ ରହିଛନ୍ତି ଚର୍ଚ୍ଚିତ ଆମେରିକାନ ମଡେଲ୍‌ ହେଲି ବାଲଡ୍‌ୱିନ୍।

ବଲିଉଡର ଏହି ଦୁଇ ନାୟିକା ନିକଟରେ ହଲିଉଡ଼୍‌ରେ ଡେବ୍ୟୁ କରି ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଦୀପିକା ଟ୍ରିପଲ ଏକ୍ସ୍ ଦି ରିଟର୍ଣ୍ଣ ଅଫ୍ ଜେଣ୍ଡରରୁ ଡେବ୍ୟୁ କରିଥିବା ବେଳେ ପ୍ରିୟଙ୍କା ଏକ ଆମେରିକାନ ସିରିଜ କ୍ୱାଣ୍ଟିକୋରୁ ଡେବ୍ୟୁ କରିଛନ୍ତି। ଏଥିସହ ପ୍ରିୟଙ୍କା ନିଜର ପ୍ରଥମ ହଲିଉଡ଼୍‌ ଫିଲ୍ମ ବେୱାଚ୍‌ର ରିଲିଜ ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ସାରିଛନ୍ତି।

ଏହି ତାଲିକାରେ ପ୍ରିୟଙ୍କା ଓ ଦୀପିକାଙ୍କ ସମେତ ଏମା ୱାଟସନ୍, ଏମା ଷ୍ଟୋନ୍, ଡାକୋଟା ଜନସନ ଓ କେଣ୍ଡାଲ୍ ଜେନରଙ୍କ ସମେତ ଅନେକ ଜଣାଶୁଣା ହଲିଉଡ ଅଭିନେତ୍ରୀଙ୍କ ନାଁ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos