ହଟ୍ ଲିଷ୍ଟରେ ହିନ୍ଦି ହସିନା: ମ୍ୟାକ୍ସିମ ମାଗାଜିନରେ ଦୀପିକା ଓ ପ୍ରିୟଙ୍କା

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ପ୍ରିୟଙ୍କା ଚୋପ୍ରା ମ୍ୟାକ୍ସିମ୍ ମାଗାଜିନ୍‌ରେ ପ୍ରକାଶିତ ଶ୍ରେଷ୍ଠ 100 ହଟ୍‌ ୱିମେନ୍‌ ତାଲିକାରେ ସ୍ଥାନ ପାଇଛନ୍ତି। ତେବେ ଏହି ତାଲିକାରେ ନମ୍ବର ୱାନ୍‌ରେ ରହିଛନ୍ତି ଚର୍ଚ୍ଚିତ ଆମେରିକାନ ମଡେଲ୍‌ ହେଲି ବାଲଡ୍‌ୱିନ୍।

ବଲିଉଡର ଏହି ଦୁଇ ନାୟିକା ନିକଟରେ ହଲିଉଡ଼୍‌ରେ ଡେବ୍ୟୁ କରି ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଦୀପିକା ଟ୍ରିପଲ ଏକ୍ସ୍ ଦି ରିଟର୍ଣ୍ଣ ଅଫ୍ ଜେଣ୍ଡରରୁ ଡେବ୍ୟୁ କରିଥିବା ବେଳେ ପ୍ରିୟଙ୍କା ଏକ ଆମେରିକାନ ସିରିଜ କ୍ୱାଣ୍ଟିକୋରୁ ଡେବ୍ୟୁ କରିଛନ୍ତି। ଏଥିସହ ପ୍ରିୟଙ୍କା ନିଜର ପ୍ରଥମ ହଲିଉଡ଼୍‌ ଫିଲ୍ମ ବେୱାଚ୍‌ର ରିଲିଜ ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ସାରିଛନ୍ତି।

ଏହି ତାଲିକାରେ ପ୍ରିୟଙ୍କା ଓ ଦୀପିକାଙ୍କ ସମେତ ଏମା ୱାଟସନ୍, ଏମା ଷ୍ଟୋନ୍, ଡାକୋଟା ଜନସନ ଓ କେଣ୍ଡାଲ୍ ଜେନରଙ୍କ ସମେତ ଅନେକ ଜଣାଶୁଣା ହଲିଉଡ ଅଭିନେତ୍ରୀଙ୍କ ନାଁ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ

କାହା ସହିତ ଶୋଇବା ଶର୍ଟକଟ ନୁହେଁ, ଏକ ଚଏସ : କାଷ୍ଟିଂ କାଉଚକୁ ନେଇ ଏମିତି କହିଲେ ପ୍ରକୃତି ମିଶ୍ର

ସେଲିବ୍ରେଟି କ୍ୟାଲେଣ୍ଡର ୨୦୨୦: ଜବରଦସ୍ତ ଲୁକ୍‌ରେ ଏଲିନା ଓ ଅନୁଭା

ସୋଶାଲ ମିଡିଆରେ ଆଉ ଜଣେ ସୁଶାନ୍ତ

‘ଲୋକଙ୍କ ଘଣ୍ଟା ଚୋରି କରନ୍ତି ଅକ୍ଷୟ କୁମାର’

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’

ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ

‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘