ଆମିରଙ୍କ ‘ମହାଭାରତ’ରେ ଏହି ହିରୋଇନ୍‌ ହେବେ ଦ୍ରୌପଦୀ!

ମୁମ୍ୱାଇ: ମହାଭାରତକୁ ନେଇ ଫିଲ୍ମ କରିବେ ଆମିର ଖାନ୍‌। ଏହା ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ। ଏହି ଫିଲ୍ମ ଦେଶର ସବୁଠୁ ମହଙ୍ଗା ପୌରାଣିକ ସିନେମା ହେବାକୁ ଯାଉଛି। କୁହାଯାଉଛି ଆମିର ଏହି ସିନେମା ନିର୍ମାଣ ପାଇଁ ହଜାରେ କୋଟି ଖର୍ଚ୍ଚ କରିପାରନ୍ତି। ଚର୍ଚ୍ଚା ହେଉଛି ପର୍‌ଫେକ୍ସନିଷ୍ଟ ଆମିର ତାଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ପାଇଁ ନାମୀଦାମୀ ଅଭିନେତା ଅଭିନେତ୍ରୀଙ୍କୁ ନେବାକୁ ଚାହୁଁଛନ୍ତି। ଦ୍ରୌପଦୀ ଚରିତ୍ରରେ ଦୀପିକା ପାଦୁକୋନ ଅଭିନୟ କରନ୍ତୁ ବୋଲି ସେ ଚାହୁଁଛନ୍ତି। ପୂର୍ବରୁ ଐତିହାସିକ ଚରିତ୍ରରେ […]

aamirkhan

aamirkhan

Rakesh Mallick
  • Published: Thursday, 03 May 2018
  • Updated: 03 May 2018, 12:24 PM IST

Sports

Latest News

ମୁମ୍ୱାଇ: ମହାଭାରତକୁ ନେଇ ଫିଲ୍ମ କରିବେ ଆମିର ଖାନ୍‌। ଏହା ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ। ଏହି ଫିଲ୍ମ ଦେଶର ସବୁଠୁ ମହଙ୍ଗା ପୌରାଣିକ ସିନେମା ହେବାକୁ ଯାଉଛି। କୁହାଯାଉଛି ଆମିର ଏହି ସିନେମା ନିର୍ମାଣ ପାଇଁ ହଜାରେ କୋଟି ଖର୍ଚ୍ଚ କରିପାରନ୍ତି।

ଚର୍ଚ୍ଚା ହେଉଛି ପର୍‌ଫେକ୍ସନିଷ୍ଟ ଆମିର ତାଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ପାଇଁ ନାମୀଦାମୀ ଅଭିନେତା ଅଭିନେତ୍ରୀଙ୍କୁ ନେବାକୁ ଚାହୁଁଛନ୍ତି। ଦ୍ରୌପଦୀ ଚରିତ୍ରରେ ଦୀପିକା ପାଦୁକୋନ ଅଭିନୟ କରନ୍ତୁ ବୋଲି ସେ ଚାହୁଁଛନ୍ତି।

ପୂର୍ବରୁ ଐତିହାସିକ ଚରିତ୍ରରେ ଅଭିନୟ କରି ବିବାଦରେ ଛନ୍ଦି ହୋଇଥିଲେ ଦୀପିକା। ତେଣୁ ସେ ଏହି ଚରିତ୍ର ପାଇଁ ସମ୍ମତି ଜଣାଇବେ କି ନାହିଁ ତାହା କହିହେବ ନାହିଁ।

ଯଦି ଦୀପିକା ଏହି ସିନେମା ପାଇଁ  ରାଜି ହୁଅନ୍ତି, ତା’ହେଲେ ଆମିର ଓ ଦୀପିକାଙ୍କୁ ପ୍ରଥମ ଥର  ପାଇଁ ଦର୍ଶକ ଏକାଠି ଦେଖିବେ। ଏହି ଫିଲ୍ମ ପାଇଁ ପ୍ଲାନିଂ କେତେ ଦୂର ଗଲାଣି ସେ ବିଷୟରେ ଆମିର କିଛି ସ୍ପଷ୍ଟ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story