କାନ୍‌ରେ ଦୀପିକାଙ୍କ ଜଲୱା : ପ୍ରଶଂସା ସହ ମିଳିଲା ‘ଡ୍ରାମାଟିକ୍‌ ଲୁକ୍‌’ର ଟ୍ୟାଗ୍‌

କାନ୍‌:  ବଲିଉଡ଼ର ମୋଷ୍ଟ ଟ୍ୟାଲେଣ୍ଟେଡ ଅଭିନେତ୍ରୀ ଦୀପିକା ପାଦୁକୋନ ୨ ଦିନ ଧରି କାନ୍‌ ଫିଲ୍ମ ଫେଷ୍ଟିଭାଲରେ ନିଜ ଲୁକ୍‌ରେ ସମସ୍ତଙ୍କୁ ଘାଇଲା କରିଛନ୍ତି। ଏହି ୨ ଦିନ ମଧ୍ୟରେ ଦୀପିକା ଭିନ୍ନ ଭିନ୍ନ ଲୁକ୍‌ର ଫଟୋଶୁଟ୍‌ କରାଇଥିବା ବେଳେ  ଖୁବ୍ ପ୍ରଶଂସା ମଧ୍ୟ ସାଉଣ୍ଟିଛନ୍ତି। ତାଙ୍କର ଏହି ଲୁକ୍‌ ସୋଶାଲ ମିଡ଼ିଆରେ ଛାଇ ଯାଇଥିବା ବେଳେ ଏଥିଲାଗି ସେ ଟ୍ରଲ୍‌ ମଧ୍ୟ ହୋଇଛନ୍ତି । ଶୁକ୍ରବାର ରାତିରେ ଦୀପିକା ଦ୍ୱୀତିୟ ଥର ଲାଗି ରେଡ କାର୍ପେଟକୁ […]

deepika-padukone-at-cannes.

deepika-padukone-at-cannes.

Niharika Rout
  • Published: Saturday, 18 May 2019
  • Updated: 18 May 2019, 12:05 PM IST

Sports

Latest News

କାନ୍‌:  ବଲିଉଡ଼ର ମୋଷ୍ଟ ଟ୍ୟାଲେଣ୍ଟେଡ ଅଭିନେତ୍ରୀ ଦୀପିକା ପାଦୁକୋନ ୨ ଦିନ ଧରି କାନ୍‌ ଫିଲ୍ମ ଫେଷ୍ଟିଭାଲରେ ନିଜ ଲୁକ୍‌ରେ ସମସ୍ତଙ୍କୁ ଘାଇଲା କରିଛନ୍ତି। ଏହି ୨ ଦିନ ମଧ୍ୟରେ ଦୀପିକା ଭିନ୍ନ ଭିନ୍ନ ଲୁକ୍‌ର ଫଟୋଶୁଟ୍‌ କରାଇଥିବା ବେଳେ  ଖୁବ୍ ପ୍ରଶଂସା ମଧ୍ୟ ସାଉଣ୍ଟିଛନ୍ତି। ତାଙ୍କର ଏହି ଲୁକ୍‌ ସୋଶାଲ ମିଡ଼ିଆରେ ଛାଇ ଯାଇଥିବା ବେଳେ ଏଥିଲାଗି ସେ ଟ୍ରଲ୍‌ ମଧ୍ୟ ହୋଇଛନ୍ତି ।

ଶୁକ୍ରବାର ରାତିରେ ଦୀପିକା ଦ୍ୱୀତିୟ ଥର ଲାଗି ରେଡ କାର୍ପେଟକୁ ଏକ ଲାଇମ୍‌ ଗ୍ରୀନ୍‌ କଲର ଡ୍ରେସ୍‌ରେ ଓହ୍ଲାଇଥିଲେ। ଏହାକୁ ମ୍ୟାଚ କରି ଦୀପିକା ଏକ ସାଟନ୍‌ ରୋଜ ଥିବା ପିଙ୍କ ହେୟାର ବ୍ୟାଣ୍ଡ ଓ ସ୍କାର୍ଫ ସହ ଏହାକୁ କମ୍ପ୍ଲିଟ୍‌ କରିଥିଲେ। ତାହା ସହ ସ୍ମୋକି ଆଇ ମେକଅପ୍‌, ନ୍ୟୁଡ୍‌ ଲିପ୍ସ, ମିଡିଲ ପାର୍ଟନ ବନ୍ ଦୀପିକାଙ୍କ ସୁନ୍ଦରତାକୁ ବହୁ ଗୁଣରେ ବଢାଇ ଦେଇଥିଲା। ଏହି ପୁରା ଗେଟ୍‌ଅପ୍‌ରେ ଦୀପିକା ବହୁତ ସୁନ୍ଦର ଲାଗୁଥିଲେ। ମାତ୍ର କେତେକ ୟୁଜର ଏଥିଲାଗି ତାଙ୍କୁ ଟ୍ରଲ୍‌ କରିବାକୁ ପଛେଇ ନାହାନ୍ତି। ଏହା ତାଙ୍କୁ ଡ୍ରାମାଟିକ୍‌ ଆଖ୍ୟା ବି ଦେଇଛନ୍ତି।

[caption id="attachment_382236" align="aligncenter" width="931"] ଏହି ଲୁକ୍‌ ଲାଗି ଟ୍ରଲ୍‌ ହେଲେ ଦୀପିକା[/caption]

ଦୀପିକାଙ୍କୁ ଏହି ଗେଟଅପ୍‌କୁ ସୋଶାଲ ମିଡ଼ିଆରେ ରଣବୀର ସିଂହଙ୍କ ଦ୍ୱାରା ଅନୁପ୍ରାଣିତ ବୋଲି ଲେଖାଯାଇଛି। ଏବେ ଦୀପିକା ରଣବୀରଙ୍କ ସ୍ତ୍ରୀ ପରି ଲାଗୁଛନ୍ତି ବୋଲି ଲେଖିଛନ୍ତି ଜଣେ ୟୁଜର ।

ଏହି ଲୁକ୍‌ ଲାଗି ଦୀପିକା ଟ୍ରଲ୍‌ର ବି ଶିକାର ହୋଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଏହି ଡ୍ରେସ୍‌  କଞ୍ଚା ଆମ୍ୱ ଫ୍ଲେଭରର ଲୁକ୍‌।   ଦୀପିକାଙ୍କ ଗାଉନ ଏତେ ଡ୍ରାମାଟିକ ହୋଇଥିବା ବେଳେ ହେୟାରବ୍ୟାଣ୍ଡ ଲଗାଇବା କ’ଣ ନିହାତି ଦରକାର ଥିଲା। ଏହା କ’ଣ ଫ୍ୟାଶନ ସେନ୍ସ। ଏହି ହେଡପିସ୍‌ ଦୀପିକାଙ୍କ ଲୁକ୍‌କୁ ଖରାପ କରି ଦେଉଛି।

[caption id="attachment_382238" align="aligncenter" width="895"] କାନ୍‌ରେ ଦୀପିକାଙ୍କ ଭିନ୍ନ ଭିନ୍ନ ଲୁକ୍‌।[/caption]

ଆଉ ଜଣେ  ଲେଖିଛନ୍ତି, ଦୀପିକା ବହୁତ ଷ୍ଟନିଙ୍ଗ ଲାଗୁଛନ୍ତି। କିନ୍ତୁ ତାଙ୍କ ଡ୍ରେସ୍‌ ଲୁକ୍‌କୁ ଖରାପ କରି ଦେଉଛି। କାହିଁକି ଏପରି ଲୁକ୍‌ ନେଇଛନ୍ତି ଦୀପିକା। କାନ୍‌ରେ ଦୀପିକା ବହୁତ ଲୁକ୍‌ରେ ନଜର ଆସିଛନ୍ତି। ତାଙ୍କ ସବୁ ଲୁକ୍‌କୁ ସୋଶାଲ ମିଡିଆରେ ମିଳିଛି ଖୁବ ପ୍ରଶଂସା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story