ଜନ୍ମଦିନରେ ନିର୍ବନ୍ଧ କରିବେ ଦୀପିକା!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଶ୍ରୀଲଙ୍କାରେ ନିଜ ବୟଫ୍ରେଣ୍ଡ ରଣବୀର ସିଂହଙ୍କ ସହ ନୂଆ ବର୍ଷ ମନାଉଛନ୍ତି। ଖବର ମୁତାବକ ଦୀପିକା ନିଜ ଜନ୍ମଦିନ ମଧ୍ୟ ସେଠାରେ ବନେଇବାକ ମୁଡ୍‌ରେ ଅଛନ୍ତି।  ଜାନୁଆରୀ ୫ ତାରିଖରେ ଦୀପିକା ନିଜ ୩୨ତମ ଜନ୍ମ ଦିବସ ପାଳନ କରିବେ। ଚର୍ଚ୍ଚା ହେଉଛି, ଉକ୍ତ ଦିନରେ ଦୁହେଁ ନିର୍ବନ୍ଧ କରିପାରନ୍ତି। ମିଡ୍‌ ଡେର ରିପୋର୍ଟ ମୁତାବିକ ଉଭୟ ଶ୍ରୀଲଙ୍କାରେ ଜନ୍ମଦିନ ପାଲନ କରିବାର ଯୋଜନା ରଖିଛନ୍ତି। ରଣବୀର ସେଠାକୁ ଏକ […]

Dipeeka copy

Dipeeka copy

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 02:32 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଶ୍ରୀଲଙ୍କାରେ ନିଜ ବୟଫ୍ରେଣ୍ଡ ରଣବୀର ସିଂହଙ୍କ ସହ ନୂଆ ବର୍ଷ ମନାଉଛନ୍ତି। ଖବର ମୁତାବକ ଦୀପିକା ନିଜ ଜନ୍ମଦିନ ମଧ୍ୟ ସେଠାରେ ବନେଇବାକ ମୁଡ୍‌ରେ ଅଛନ୍ତି।  ଜାନୁଆରୀ ୫ ତାରିଖରେ ଦୀପିକା ନିଜ ୩୨ତମ ଜନ୍ମ ଦିବସ ପାଳନ କରିବେ। ଚର୍ଚ୍ଚା ହେଉଛି, ଉକ୍ତ ଦିନରେ ଦୁହେଁ ନିର୍ବନ୍ଧ କରିପାରନ୍ତି।

ମିଡ୍‌ ଡେର ରିପୋର୍ଟ ମୁତାବିକ ଉଭୟ ଶ୍ରୀଲଙ୍କାରେ ଜନ୍ମଦିନ ପାଲନ କରିବାର ଯୋଜନା ରଖିଛନ୍ତି। ରଣବୀର ସେଠାକୁ ଏକ ଫଟୋ ସୁଟ୍‌ ପାଇଁ ଯାଇଥିଲେ। ତାପରେ ଦୀପିକା ନ୍ୟୁୟର ମନାଇବାକୁ ତାଙ୍କ ସହ ଯୋଗ ଦେଇଥିଲେ। ସେଠାରେ ନିର୍ବନ୍ଧ କରିବା ସହ ବିବାହ ମଧ୍ୟ ବହୁ ଜଲଦି କରିବେ ବୋଲି ଯୋଜନା କରୁଛନ୍ତି। ଏ କଥା କେତେଦୂର ସତ, ତାହା ସ୍ପଷ୍ଟ ହୋଇନି।

ନିକଟରେ ରଣବୀର ଦୀପିକାଙ୍କ ବାପାଙ୍କ ସହ ସାକ୍ଷତ କରିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

କିଛିଦିନ ପୂର୍ବରୁ ଦୀପିକା ଏକ ସାକ୍ଷତକାରରେ କହିଥିଲେ ‘‘ଯେବେ ଆମେ ଦୁହେଁ ପରସ୍ପର ପାଖରେ ଥାଉ ଆମକୁ ଆଉ କାହାରି ଆବଶ୍ୟକତା ନଥାଏ’’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos