ଦିଲୀପ କୁମାର୍‌ ପୁଣି ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: କିମ୍ବଦନ୍ତୀ ଅଭିନେତା ତଥା ବଲିଉଡ୍‌ ‘ଟ୍ରାଜେଡି କିଙ୍ଗ୍‌’ ଦିଲୀପ କୁମାର ପୁଣି ଥରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲୀପ କୁମାର୍‌ଙ୍କର ନିକଟତମ ପାରିବାରିକ ବନ୍ଧୁ ଫୈଜଲ୍‌ ଫାରୁକି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଦିଲୀପ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ଛାତିରେ ଯନ୍ତ୍ରଣା ଓ ଇନ୍‌ଫେକ୍ସନ୍‌ କାରଣରୁ ଦିଲୀପ କୁମାର୍‌ଙ୍କୁ ସେପ୍ଟେମ୍ବର ୫ରେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିଲୀପଙ୍କୁ ଏବେ ୯୫ ବର୍ଷ […]

dilip

dilip

Chinmayee Roy
  • Published: Monday, 08 October 2018
  • Updated: 08 October 2018, 06:53 PM IST

Sports

Latest News

ମୁମ୍ବାଇ: କିମ୍ବଦନ୍ତୀ ଅଭିନେତା ତଥା ବଲିଉଡ୍‌ 'ଟ୍ରାଜେଡି କିଙ୍ଗ୍‌' ଦିଲୀପ କୁମାର ପୁଣି ଥରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲୀପ କୁମାର୍‌ଙ୍କର ନିକଟତମ ପାରିବାରିକ ବନ୍ଧୁ ଫୈଜଲ୍‌ ଫାରୁକି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଦିଲୀପ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି।

ଏହା ପୂର୍ବରୁ ଛାତିରେ ଯନ୍ତ୍ରଣା ଓ ଇନ୍‌ଫେକ୍ସନ୍‌ କାରଣରୁ ଦିଲୀପ କୁମାର୍‌ଙ୍କୁ ସେପ୍ଟେମ୍ବର ୫ରେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିଲୀପଙ୍କୁ ଏବେ ୯୫ ବର୍ଷ ହେଲାଣି। ପତ୍ନୀ ତଥା ପ୍ରସିଦ୍ଧ ଅଭିନେତ୍ରୀ ସାୟରା ବାନୋ ଦିଲ୍ଲୀପ କୁମାର୍‌ଙ୍କ ଧ୍ୟାନ ରଖୁଛନ୍ତି। ଗତ କିଛି ଦିନ ମଧ୍ୟରେ ବଲିଉଡର ବହୁ କଳାକାର ଦିଲୀପ କୁମାର୍‌ଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲୀପ କୁମାରଙ୍କ ଜନ୍ମ ୧୯୨୨ ମସିହା ଡିସେମ୍ବର ୧୧ରେ ପେଶୱାର୍‌ (ଏବେ ପାକିସ୍ଥାନରେ)ସହରରେ ହୋଇଥିଲା। ୧୯୪୪ରେ ‘ଜୁଆର୍‌ ଭାଟ୍ଟା’ ଫିଲ୍ମରେ ସେ ଡେବ୍ୟୁ କରିଥିଲେ। ଏହା ପରେ ଦିଲୀପ୍‌ କ୍ରାନ୍ତି, ଗଙ୍ଗା ଯମୁନା, ମଧୁମତୀ, କୋହିନୁର, ରାମ ଔର୍‌ ଶ୍ୟାମ୍, ଆଜାଦ୍‌ ଓ ସୌଦାଗର୍‌ ପରି ଅନେକ ସୁପର ହିଟ୍‌ ଫିଲ୍ମ ଦେଇଛନ୍ତି। ଦିଲୀପ କୁମାର୍‌ଙ୍କୁ ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ଦାଦା ସାହେବ୍‌ ଫଲ୍‌କେ ଆୱାର୍ଡ ଭଳି ସମ୍ମାନ ସହ ପାକିସ୍ତାନର ସର୍ବୋଚ୍ଚ ସମ୍ମାନ ‘ନିଶାନ୍-ଏ-ଇମ୍‌ତିଆଜ୍’ରେ ମଧ୍ୟ ସମ୍ମାନିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story