ଦୀପିକା ଭ୍ୟାନିଟିରେ କ’ଣ ଥାଏ: କହୁ କହୁ କହି ଦେଲେ ସିକ୍ରେଟ୍

ମୁମ୍ବାଇ: ସାଧାରଣତଃ ଝିଅମାନେ ତାଙ୍କ ଭ୍ୟାନିଟି ବ୍ୟାଗରେ ମେକଅପ୍‌ କିଟ୍‌ ଓ ନିତଦିନ ବ୍ୟବହାର କରୁଥିବା ଜିନିଷ ରଖନ୍ତି। କେବେ ଭାବିଛନ୍ତି ବଲିଉଡ୍‌ ଅଭିନେତ୍ରୀମାନେ ତାଙ୍କ ଭ୍ୟାନିଟି ବ୍ୟାଗରେ କ’ଣ ରଖନ୍ତି। ବଲିଉଡ୍‌ର ଜଣେ ନାମୀଦାମୀ ହିରୋଇନ୍‌ ଦୀପିକା ପାଦୁକନ୍‌ ତାଙ୍କ ବ୍ୟାଗରେ ତିନୋଟି ଜିନିଷ ରଖନ୍ତି। ବିଦେଶ ଯାତ୍ରା ହେଉ ବା ସୁଟିଂ ହେଉ ଏହି  ତିନୋଟି ଜିନିଷ ଦୀପିକାଙ୍କ ବ୍ୟାଗରେ ସବୁବେଳେ ରହିଥାଏ। ଆସନ୍ତୁ ଜାଣିବା ଦୀପିକା ଭ୍ୟାନିଟି ବ୍ୟାଗରେ ତିନୋଟି ଜିନିଷ ବିଷୟରେ। […]

dipika

dipika

Rakesh Mallick
  • Published: Friday, 19 May 2017
  • Updated: 19 May 2017, 06:03 PM IST

Sports

Latest News

ମୁମ୍ବାଇ: ସାଧାରଣତଃ ଝିଅମାନେ ତାଙ୍କ ଭ୍ୟାନିଟି ବ୍ୟାଗରେ ମେକଅପ୍‌ କିଟ୍‌ ଓ ନିତଦିନ ବ୍ୟବହାର କରୁଥିବା ଜିନିଷ ରଖନ୍ତି। କେବେ ଭାବିଛନ୍ତି ବଲିଉଡ୍‌ ଅଭିନେତ୍ରୀମାନେ ତାଙ୍କ ଭ୍ୟାନିଟି ବ୍ୟାଗରେ କ’ଣ ରଖନ୍ତି।

ବଲିଉଡ୍‌ର ଜଣେ ନାମୀଦାମୀ ହିରୋଇନ୍‌ ଦୀପିକା ପାଦୁକନ୍‌ ତାଙ୍କ ବ୍ୟାଗରେ ତିନୋଟି ଜିନିଷ ରଖନ୍ତି। ବିଦେଶ ଯାତ୍ରା ହେଉ ବା ସୁଟିଂ ହେଉ ଏହି  ତିନୋଟି ଜିନିଷ ଦୀପିକାଙ୍କ ବ୍ୟାଗରେ ସବୁବେଳେ ରହିଥାଏ। ଆସନ୍ତୁ ଜାଣିବା ଦୀପିକା ଭ୍ୟାନିଟି ବ୍ୟାଗରେ ତିନୋଟି ଜିନିଷ ବିଷୟରେ।

ବିସ୍କୁଟ୍‌ ଭରା ଡବା: ଦୀପିକା ତାଙ୍କ ଭ୍ୟାନିଟି ବ୍ୟାଗରେ ବିସ୍କୁଟ୍‌ ଭରା ହୋଇଥିବା ପ୍ଲାଷ୍ଟିକ୍‌ ଡବା ରଖନ୍ତି। ଏହି ବିଷୟରେ ଦୀପିକା କହିଛନ୍ତି, “ମୁଁ ପ୍ରତିଦିନ ଡବାରେ ବିସ୍କୁଟ୍‌ ଭରି ନେଇଥାଏ। ପ୍ରତିଦିନ ମୋ ଡବାରୁ ବିସ୍କୁଟ୍ ସରିଯାଇଥାଏ। ବିସ୍କୁଟ୍ ବିନା ଚଳିବା ମୁସ୍କିଲ୍। କାହିଁନି ନା, ମୋତେ ପ୍ରତି ୫ ମିନିଟ୍‌ରେ ଥରେ କିଛି ଖାଦ୍ୟ ଦରକାର ହୋଇଥାଏ।”

ପରିବାରର ଫଟୋ: ଭ୍ୟାନିଟି ବ୍ୟାଗରେ ଦୀପିକା ପରିବାର ଫଟୋ ରଖନ୍ତି। ଦୀପିକା କହିଛନ୍ତି,“ମୁଁ ଜଣେ ଅଭିନେତ୍ରୀ ହୋଇଥିବାରୁ ମୋର ସୁଟିଂ ବିଭିନ୍ନ ସହରରେ ହୋଇଥାଏ। ସେଥିପାଇଁ ମୁଁ ପରିବାରଙ୍କ ସହ ରହିପାରେ ନାହିଁ, ପରିବାର ଲୋକ ମୋ ସହିତ ରହି ପାରନ୍ତି ନାହିଁ। ପରିବାର କଥା ମନେ ପଡ଼ିଲେ ମୁଁ ପରିବାର ଲୋକଙ୍କ ଫଟୋ ଦେଖିଥାଏ। ପରିବାରର ଉପସ୍ଥିତି ଅନୁଭବ କରିଥାଏ।”

ଦୀପିକା ଆହୁରି କହିଛନ୍ତି,“ମୋ ମନ ଦୁଃଖ ହେଲେ, ମୋ ପରିବାରର ଫଟୋ ସାମ୍ନାରେ ଲାଗିଥାଏ। ପରେ ମନ ହାଲକା ହୋଇଯାଇଥାଏ।”

ଘରର ଚାବି: ଦୀପିକା ନିଜର ଘରର ଚାବି ଭ୍ୟାନିଟି ବ୍ୟାଗରେ ରଖନ୍ତି। ଏହା ଛଡ଼ା ଦୀପିକା ସିଦ୍ଧି ବିନାୟକଙ୍କ ଫଟୋ, ଲିପବାମ୍ ଓ ଧଳା ରୁମାଲ ବ୍ୟାଗରେ ରଖିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story