ପୁଣି ଏକାଠି ହେଲେ ଦୀପିକା ଓ ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକନ ଓ ରଣବୀର ସିଂହଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି ଶୁଣିବାକୁ ମିଳୁଥିଲା। ଏନେଇ ମାୟାନଗରୀରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା।  ହେଲେ ଏପରି ଚର୍ଚ୍ଚା ମିଛ ବୋଲି ଜଣାପଡିଛି। କାରଣ ଉଭୟଙ୍କୁ ମୁକେଶ ଆମ୍ବାନୀ ଓ ନୀତାଙ୍କ ସାହି ପାର୍ଟିରେ ଏକାଠି ଦେଖିବାକୁ ମିଳିଛି। ପୁଣି ଉଭୟ ହାତ ଧରାଧରି ହୋଇ ଫଟୋ ମଧ୍ୟ ଉଠାଇଛନ୍ତି। ମୁକେଶ ଓ ନୀତା ଭାଣିଜୀର ନିର୍ବନ୍ଧ ପାର୍ଟିର ଆୟୋଜନ କରିଥିଲେ। ଏହି […]

ranveer-deepika

ranveer-deepika

Rakesh Mallick
  • Published: Friday, 25 November 2016
  • Updated: 25 November 2016, 02:16 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକନ ଓ ରଣବୀର ସିଂହଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି ଶୁଣିବାକୁ ମିଳୁଥିଲା। ଏନେଇ ମାୟାନଗରୀରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା।  ହେଲେ ଏପରି ଚର୍ଚ୍ଚା ମିଛ ବୋଲି ଜଣାପଡିଛି। କାରଣ ଉଭୟଙ୍କୁ ମୁକେଶ ଆମ୍ବାନୀ ଓ ନୀତାଙ୍କ ସାହି ପାର୍ଟିରେ ଏକାଠି ଦେଖିବାକୁ ମିଳିଛି। ପୁଣି ଉଭୟ ହାତ ଧରାଧରି ହୋଇ ଫଟୋ ମଧ୍ୟ ଉଠାଇଛନ୍ତି।

ମୁକେଶ ଓ ନୀତା ଭାଣିଜୀର ନିର୍ବନ୍ଧ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ବଲିଉଡର ନାମକରା ଷ୍ଟାର ପହଞ୍ଚିଥିଲେ। ହେଲେ ପାର୍ଟିର ମୁଖ୍ୟ ଆକର୍ଷଣ ଥିଲେ ଦୀପିକା ଓ ରଣବୀର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story