ସାରାଙ୍କ ଜାଗା ନେବେନି ଦିଶା

ମୁମ୍ବାଇ: ‘ଷ୍ଟୁଡେଣ୍ଟ୍ ଅଫ୍‌ ଦ ଇୟର ୨’ରେ ସାରା ଅଲୀ ଖାନଙ୍କ ସ୍ଥାନରେ ଦିଶା ପଟାନୀ ଅଭିନୟ କରିବେ ବୋଲି ଜୋର୍ ଚର୍ଚ୍ଚା ଚାଲିଛି। ତେବେ ଏ ଖବରକୁ ଖଣ୍ଡନ କରିଛନ୍ତି ଦିଶା। ସେ କହିଛନ୍ତି,‘ମୁଁ ବି ଏହି ଖବର ପଢୁଛି। ଏହା ଏକ ଅଜବ ଖବର। ଏ ଫିଲ୍ମ ସହିତ କେବେ ମୋ ନାଁ ତ କେବେ ସାରାଙ୍କ ନାଁ ଯୋଡ଼ି ଦିଆଯାଉଛି। ମୋତେ ଜଣାନାହିଁ ଏସବୁ କ’ଣ ହୋଇଛି।‘ ତେବେ ‘ଷ୍ଟୁଡେଣ୍ଟ୍ ଅଫ୍‌ ଦ […]

dishasara

dishasara

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 10:14 AM IST

Sports

Latest News

ମୁମ୍ବାଇ: ‘ଷ୍ଟୁଡେଣ୍ଟ୍ ଅଫ୍‌ ଦ ଇୟର ୨’ରେ ସାରା ଅଲୀ ଖାନଙ୍କ ସ୍ଥାନରେ ଦିଶା ପଟାନୀ ଅଭିନୟ କରିବେ ବୋଲି ଜୋର୍ ଚର୍ଚ୍ଚା ଚାଲିଛି। ତେବେ ଏ ଖବରକୁ ଖଣ୍ଡନ କରିଛନ୍ତି ଦିଶା।

ସେ କହିଛନ୍ତି,‘ମୁଁ ବି ଏହି ଖବର ପଢୁଛି। ଏହା ଏକ ଅଜବ ଖବର। ଏ ଫିଲ୍ମ ସହିତ କେବେ ମୋ ନାଁ ତ କେବେ ସାରାଙ୍କ ନାଁ ଯୋଡ଼ି ଦିଆଯାଉଛି। ମୋତେ ଜଣାନାହିଁ ଏସବୁ କ’ଣ ହୋଇଛି।‘

ତେବେ ‘ଷ୍ଟୁଡେଣ୍ଟ୍ ଅଫ୍‌ ଦ ଇୟର ୨’ ପାଇଁ ତାଙ୍କୁ ଅଫର୍ ମିଳିଥିଲା କି ନାହିଁ, ସେ ନେଇ କିଛି କହି ନାହାନ୍ତି ଦିଶା। ଅନ୍ୟପକ୍ଷରେ ନିର୍ଦ୍ଦେଶକ ପୁନୀଲ ମଲହୋତ୍ରା ଏହି ଫିଲ୍ମରେ ଟାଇଗର ଶ୍ରଫ୍‌ଙ୍କ ବିପକ୍ଷରେ ଦିଶାଙ୍କୁ ନେବାକୁ ଆଗ୍ରହୀ ବୋଲି ଶୁଣିବାକୁ ମିଳୁଛି।

‘ଷ୍ଟୁଡେଣ୍ଟ୍ ଅଫ୍‌ ଦ ଇୟର’ ୨୦୧୨ରେ ରିଲିଜ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story