‘ଭାରତ’ର ଏହି ହଟ୍‌ ହିରୋଇନ୍‌ ପୂର୍ବରୁ ଦେଖାଯାଉଥିଲେ ଏପରି...

ମୁମ୍ୱାଇ: ଆପଣ ଫଟୋରେ ଦେଖୁଥିବା ଏହି ଯୁବତୀ ଏବେ ବଲିଉଡ ସେନସେସନ ପାଲଟି ଯାଇଛନ୍ତି। ନିଜ ଗ୍ଲାମରସ ଲୁକ୍‌ ଓ ହଟ୍‌ ଅବତାର ଲାଗି ଖୁବ୍‌ କମ୍‌ ଦିନରେ ସେ ୟଙ୍ଗଷ୍ଟରଙ୍କ ହାର୍ଟଥ୍ରୋବ୍‌ ପାଲଟି ଗଲେଣି। ହେଲେ କିଛି ବର୍ଷ ପୂର୍ବରୁ ତାଙ୍କର ଏପରି ଚେହେରା ନ ଥିଲା।  ଷ୍ଟ୍ରିକ୍ଟ ଡାଏଟ ଓ ୱର୍କଆଉଟ ଯୋଗୁ ସେ ପାଇଛନ୍ତି ଆକର୍ଷଣୀୟ ଚେହେରା।  ସେ କିଏ ଜାଣିଛନ୍ତି? ସେ ହେଉଛନ୍ତି ବଲିଉଡ଼ ଡିଭା ଦିଶା ପଟାନୀ । ନିଜ […]

disa-1..

disa-1..

Niharika Rout
  • Published: Saturday, 08 June 2019
  • Updated: 08 June 2019, 01:49 PM IST

Sports

Latest News

ମୁମ୍ୱାଇ: ଆପଣ ଫଟୋରେ ଦେଖୁଥିବା ଏହି ଯୁବତୀ ଏବେ ବଲିଉଡ ସେନସେସନ ପାଲଟି ଯାଇଛନ୍ତି। ନିଜ ଗ୍ଲାମରସ ଲୁକ୍‌ ଓ ହଟ୍‌ ଅବତାର ଲାଗି ଖୁବ୍‌ କମ୍‌ ଦିନରେ ସେ ୟଙ୍ଗଷ୍ଟରଙ୍କ ହାର୍ଟଥ୍ରୋବ୍‌ ପାଲଟି ଗଲେଣି। ହେଲେ କିଛି ବର୍ଷ ପୂର୍ବରୁ ତାଙ୍କର ଏପରି ଚେହେରା ନ ଥିଲା।  ଷ୍ଟ୍ରିକ୍ଟ ଡାଏଟ ଓ ୱର୍କଆଉଟ ଯୋଗୁ ସେ ପାଇଛନ୍ତି ଆକର୍ଷଣୀୟ ଚେହେରା।  ସେ କିଏ ଜାଣିଛନ୍ତି? ସେ ହେଉଛନ୍ତି ବଲିଉଡ଼ ଡିଭା ଦିଶା ପଟାନୀ ।

ନିଜ ଫିଲ୍ମି କ୍ୟାରିଅର ସହ ବଲିଉଡ ଷ୍ଟାର ଟାଇଗର ସ୍ରଫ୍‌ଙ୍କୁ ଡେଟ କରି ମଧ୍ୟ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଫିଲ୍ମି ଦୁନିଆକୁ ଆସିବା ପୂର୍ବରୁ କିପରି ଦିଶୁଥିଲେ, ଦିଶା ଜାଣନ୍ତି?

କିନ୍ତୁ ତାଙ୍କର ପୁରୁଣା ଫଟୋ ଦେଖିଲେ, ଆପଣ ଚିହ୍ନି ପାରିବେନି କିଏ ଏହି ଯୁବତୀ। ଏବେ ତାଙ୍କ ଲୁକ୍‌, ଗେଟଅପ୍‌, ଡ୍ରେସ୍‌ ସେନ୍ସ  ସବୁ ବଦଳି ଯାଇଥିବା ବେଳେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଯିବ ଆପଣଙ୍କ ପକ୍ଷେ।

ଦିଶା ନିଜ ଫିଲ୍ମି କ୍ୟାରିଅର ତେଲଗୁ ଫିଲ୍ମ ‘ଲୋଫର’ରୁ ୨୦୧୫ ମସିହାରେ ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ ବହୁ ଆଡ ମୁଭିରେ ବି ନଜର ଆସିଥିଲେ।

ଦିଶା ୨୦୧୬ ମସିହାରେ ହିନ୍ଦି ଫିଲ୍ମ ‘ଏମଏସ୍‌ ଧୋନି’ ଜରିଆରେ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ୨୦୧୮ ମସିହାରେ ‘ବାଗି-୨’  ଫିଲ୍ମରେ ବି ନଜର ଆସିଥିଲେ। ଏଥିରେ ଟାଇଗର ତାଙ୍କ ହିରୋ ସାଜିଥିଲେ।

ନିଜ ମଡେଲିଂ କ୍ୟାରିଅରରେ ଦିଶା ବହୁ ଫଟୋଶୁଟ ଶାଢି ପିନ୍ଧି କରିଥିଲେ।  କିନ୍ତୁ ଏବେ ଦିଶାଙ୍କ ଲୁକ୍‌  ତାଙ୍କ ଫ୍ୟାନ୍ସଙ୍କୁ ଦିୱାନା କରି ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story