ଯେଉଁ ଗୀତରେ ଆଖିମାରି ଲୋକଙ୍କୁ ଦିୱାନା କଲେ ପ୍ରିୟା, ସେ ଗୀତଟି କିଏ ଲେଖିଛନ୍ତି ଜାଣନ୍ତି ?

ଭୁବନେଶ୍ୱର: ଲୋକଙ୍କୁ ଆଖିମାରି ଦିୱାନା କରିଥିବା ପ୍ରିୟା ପ୍ରକାଶ ଯେଉଁ ଗୀତ ପାଇଁ ଫେମସ୍‌ ହେଲେ ସେଇ ଗୀତର ଲେଖକ କିଏ ଜାଣିଛନ୍ତି କି ?  ହଁ, ଆଜ୍ଞା ସେ ଜଣେ ପେଷାଗତ ଗୀତିକାର ନୁହଁନ୍ତି, ବରଂ ଜଣେ ଦୋକାନି। ତାଙ୍କ ନାଁ ହେଉଛି ପିଏମ୍‌ଏ ଜବ୍ବାର। ସେ ଦୁବାଇରେ ଏକ ତେଜରାତି ଦୋକାନ ଚଳାନ୍ତି। ଜବ୍ବାର ଏହି ଲୋକପ୍ରିୟ ଗୀତକୁ ୧୯୭୮ ମସିହାରେ ଲେଖିଥିଲେ। ଯାହାର ବୋଲ୍‌ ହେଉଛି ‘ମାନିକ୍ୟା ମାଲାରୟା ପୁଭି।’ ଜବ୍ବାର ଯେତେବେଳେ […]

priya prakash

priya prakash

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 03:54 PM IST

Sports

Latest News

ଭୁବନେଶ୍ୱର: ଲୋକଙ୍କୁ ଆଖିମାରି ଦିୱାନା କରିଥିବା ପ୍ରିୟା ପ୍ରକାଶ ଯେଉଁ ଗୀତ ପାଇଁ ଫେମସ୍‌ ହେଲେ ସେଇ ଗୀତର ଲେଖକ କିଏ ଜାଣିଛନ୍ତି କି ?  ହଁ, ଆଜ୍ଞା ସେ ଜଣେ ପେଷାଗତ ଗୀତିକାର ନୁହଁନ୍ତି, ବରଂ ଜଣେ ଦୋକାନି। ତାଙ୍କ ନାଁ ହେଉଛି ପିଏମ୍‌ଏ ଜବ୍ବାର। ସେ ଦୁବାଇରେ ଏକ ତେଜରାତି ଦୋକାନ ଚଳାନ୍ତି। ଜବ୍ବାର ଏହି ଲୋକପ୍ରିୟ ଗୀତକୁ ୧୯୭୮ ମସିହାରେ ଲେଖିଥିଲେ। ଯାହାର ବୋଲ୍‌ ହେଉଛି 'ମାନିକ୍ୟା ମାଲାରୟା ପୁଭି।'

ଜବ୍ବାର ଯେତେବେଳେ ଏହି ଗୀତକୁ ଲେଖିଥିଲେ ସେତେବେଳେ ତାଙ୍କୁ ୨୦ ବର୍ଷ ହୋଇଥିଲା। ସେ ଏକ ମଦ୍ରାସାରେ ପାଠ ପଢ଼ାଉ ଥିଲେ। ଜବ୍ବାରଙ୍କ ଏହି ଗୀତର ଏକ ଭର୍ସନ ସେତେବେଳେ ଥାଲାସ୍ମେରୀ କାଶ୍ମୀର ରଫିକ୍‌ ନାମକ ଜଣେ ଗାୟକ ରେଡିଓ ଓ ଦୂରଦର୍ଶନରେ ଗାଇଥିଲେ। ଦୀର୍ଘ ୨୦ ବର୍ଷ ଧରି ବିଭିନ୍ନ ଦେଶରେ ରହି କାମ କରୁଥିବା ଜବ୍ବାର ୧୦୦ରୁ ଅଧିକ ଗୀତ ଲେଖି ସାରିଲେଣି।

ତାଙ୍କ ଲିଖିତ ଗୀତଟି ଏବେ ଲୋକପ୍ରିୟ ହୋଇଥିବାରୁ ସେ ବହୁତ୍ ଖୁସି। ଗୀତର ମ୍ୟୁଜିକ୍‌ ମଧ୍ୟ ତାଙ୍କର ପସନ୍ଦ ଆସିଛି। ଗୀତକୁ ନେଇ ହେଉଥିବା ବିବାଦ ପାଇଁ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ‘ଏଥିରେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ। କୋଣସି ନୂଆ ଫିଲ୍ମ କିମ୍ବା ଗୀତ ଆସିଲେ ଏପରି ବିବାଦ ହୁଏ। କାରଣ ଲୋକଙ୍କ ରୁଚି ଅଲଗା ଅଲଗା ହୋଇଥିବାରୁ ଏପରି ହେଉଛି। ଏହା ଏକ ସାଧାରଣ କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story