କପଡ଼ା ବିଜ୍ଞାପନକୁ ନେଇ ଅଡୁଆରେ ରଣବୀର

ମୁମ୍ବାଇ: ଏକ  କପଡାର ବିଜ୍ଞାପନକୁ ନେଇ ବଲିଉଡ୍‌ ଅଭିନେତା ରଣବୀର ସିଂହ  ଅଡୁଆରେ ପଡ଼ିଛନ୍ତି। ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ବହୁତ ସମାଲୋଚନାର ଶିକାର ହେବାକୁ ପଡିଛି।  ଚାରିଆଡୁ ସମାଲୋଚନା ହେବା ପରେ କମ୍ପାନୀ ଉକ୍ତ ବିଜ୍ଞାପନକୁ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ ଫର୍ମାଲ ଡ୍ରେସ୍‌ରେ ଥିବା ରଣବୀର ଜଣେ ଯୁବତୀଙ୍କୁ କାନ୍ଧରେ ଉଠାଇଥିଲେ। ପଛରେ  ଠିଆ ହୋଇଥିବା ଜଣେ ଚପରାଶୀ ତାଙ୍କୁ ଦେଖି ହସୁଥିବା ଦୃଶ୍ୟ ଥିଲା। ଏହାର କ୍ୟାପସନରେ ‘ରୋକ ମତ, ଅପନା କାମ ଘର […]

ranveer-singh

ranveer-singh

Rakesh Mallick
  • Published: Friday, 25 November 2016
  • Updated: 25 November 2016, 12:23 PM IST

Sports

Latest News

ମୁମ୍ବାଇ: ଏକ  କପଡାର ବିଜ୍ଞାପନକୁ ନେଇ ବଲିଉଡ୍‌ ଅଭିନେତା ରଣବୀର ସିଂହ  ଅଡୁଆରେ ପଡ଼ିଛନ୍ତି। ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ବହୁତ ସମାଲୋଚନାର ଶିକାର ହେବାକୁ ପଡିଛି।  ଚାରିଆଡୁ ସମାଲୋଚନା ହେବା ପରେ କମ୍ପାନୀ ଉକ୍ତ ବିଜ୍ଞାପନକୁ ପ୍ରତ୍ୟାହାର କରିନେଇଛି।

ବିଜ୍ଞାପନରେ ଫର୍ମାଲ ଡ୍ରେସ୍‌ରେ ଥିବା ରଣବୀର ଜଣେ ଯୁବତୀଙ୍କୁ କାନ୍ଧରେ ଉଠାଇଥିଲେ। ପଛରେ  ଠିଆ ହୋଇଥିବା ଜଣେ ଚପରାଶୀ ତାଙ୍କୁ ଦେଖି ହସୁଥିବା ଦୃଶ୍ୟ ଥିଲା। ଏହାର କ୍ୟାପସନରେ ‘ରୋକ ମତ, ଅପନା କାମ ଘର ଲେକର ଜାଓ’ ଲେଖାଯାଇଥିଲା।

ମହିଳାଙ୍କ ପ୍ରତି ଏପରି  ଅପମାନଜନକ ବିଜ୍ଞାପନକୁ ନେଇ ଟ୍ୱିଟ୍‌ ପେଜରେ ଚର୍ଚ୍ଚା ଜୋର ଧରିଥିଲା।

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ କପୁର ମଧ୍ୟ ଏପରି ବିଜ୍ଞାପନକୁ ନେଇ ନିନ୍ଦା କରିଥିଲେ। ଅନ୍ୟପକ୍ଷରେ ରଣବୀର ଏକ ସାକ୍ଷାତକାରରେ କହିଥିଲେ,“ବିଜ୍ଞାପନ ଉଦ୍ଦେଶ୍ୟ ଖରାପ ନ ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story