ପୁଣି ଏକାଠି ହେବେ ଏକତା ଓ ସୁଶାନ୍ତ ସିଂହ ରାଜପୁତ

ମୁମ୍ବାଇ: ପୁଣି ଥରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ଛୋଟ ପରଦାର ସଫଳ ପ୍ରଡ୍ୟୁସର ଏକତା କପୁରଙ୍କ ସହ କାମ କରିବାକୁ ଯାଉଛନ୍ତି। ଏକତା କପୁରଙ୍କ ସିରିୟଲ ‘ପବିତ୍ର ରିସ୍ତା’ରେ ପ୍ରଥମେ ସୁଶାନ୍ତ କାମ କରିଥିଲେ। ତେବେ ଏଥର ଏ ଦୁହେଁ ଛୋଟ ପରଦା ଏକାଠି ହେଉ ନାହାନ୍ତି। ବଡ଼ ପରଦାରେ ଏକାଠି କାମ କରିବେ। ସୁଶାନ୍ତ  ଅଭିଷେକ କପୁର ଓ  ଏକତାଙ୍କ ସହ ମିଶି  ଫିଲ୍ମ ‘କେଦାରନାଥ’  କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା […]

sushant

sushant

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 10:23 AM IST

Sports

Latest News

ମୁମ୍ବାଇ: ପୁଣି ଥରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ଛୋଟ ପରଦାର ସଫଳ ପ୍ରଡ୍ୟୁସର ଏକତା କପୁରଙ୍କ ସହ କାମ କରିବାକୁ ଯାଉଛନ୍ତି। ଏକତା କପୁରଙ୍କ ସିରିୟଲ ‘ପବିତ୍ର ରିସ୍ତା’ରେ ପ୍ରଥମେ ସୁଶାନ୍ତ କାମ କରିଥିଲେ। ତେବେ ଏଥର ଏ ଦୁହେଁ ଛୋଟ ପରଦା ଏକାଠି ହେଉ ନାହାନ୍ତି। ବଡ଼ ପରଦାରେ ଏକାଠି କାମ କରିବେ। ସୁଶାନ୍ତ  ଅଭିଷେକ କପୁର ଓ  ଏକତାଙ୍କ ସହ ମିଶି  ଫିଲ୍ମ ‘କେଦାରନାଥ’  କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଅଭିଷେକ ଦେବେ। ଏକତା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ ସୁଶାନ୍ତ ସିଂ ରାଜପୁତ୍‌ ମୁଖ୍ୟଭୂମିକାରେ ଅଭିନୟ କରିବେ।

ସୁଶାନ୍ତ ଏବେ ନିର୍ଦ୍ଦେଶକ ଦୀନେଶ ବିଜନଙ୍କ ଫିଲ୍ମ ‘ରାବତା’ର ପୋଷ୍ଟ ପ୍ରଡକ୍ସନ୍‌ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ କୃତି ସେନ୍‌ଙ୍କୁ ଦେଖିବାକୁ ମିଳିବ। ଜୁନ୍ ୯  ତାରିଖରେ ଏହା ରିଲିଜ୍ ହେବ।  ଏହା ସହ ସୁଶାନ୍ତ  ଅଭିନେତ୍ରୀ ଜାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ସହ ଫିଲ୍ମ ‘ଡ୍ରାଇବ୍‌’ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି। ଏହା ପରେ ସଂଜୟ ପୂରନ ସିଂହ ଚୌହାନଙ୍କ ନିର୍ଦ୍ଦେଶିତ ‘ଚନ୍ଦା ମାମା ଦୂର କେ’ ରେ ମଧ୍ୟ ସୁଶାନ୍ତ  ନଜର ଆସିବେ।

ସୂଚନାଯୋଗ୍ୟ, ଏକତାଙ୍କ କଜିନ୍‌ ଅଭିଷେକ୍‌ କପୁରଙ୍କ ଫିଲ୍ମ ‘କାଇ ପୋ ଛେ’ରୁ ସୁଶାନ୍ତ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story