ବି ଗ୍ରେଡ ଫିଲ୍ମରେ ବଲିଉଡରେ ଏଣ୍ଟ୍ରି କରିଥିବା ଏହି ହିରୋଇନ ପାଇସାରିଲେଣି ୨୫ ଆୱାର୍ଡ

ମୁମ୍ବାଇ: ପ୍ରାଞ୍ଜଳ ଭାବେ ହିନ୍ଦୀ କହି ପାରୁ ନ ଥିବା ସତ୍ତ୍ୱେ ଆଜି ସେ ବଲିଉଡର ଟପ୍‌ ହିରୋଇନ। ତେଲଗୁ, ମଲାୟଲମ ପରି ଆଞ୍ଚଳିକ ଭାଷାରେ ମଧ୍ୟ ଅଭିନୟ କରିଛନ୍ତି। ସେ ହେଉଛନ୍ତି ବଲିଉଡର ‘ଚିକିନି ଚମେଲି’ କ୍ୟାଟ୍ରିନା କେଫ୍‌।  ଆଜି  ୩୬ତମ ଜନ୍ମଦିନରେ ତାଙ୍କୁ ଢେର ଶୁଭେଚ୍ଛା । କ୍ୟାଟ୍ରିନା କେବଳ ଦେଖିବାକୁ ସୁନ୍ଦର ନୁହନ୍ତି, ପ୍ରତିଭା କ୍ଷେତ୍ରରେ ମଧ୍ୟ ତାଙ୍କୁ ଟକ୍କର ଦେବା କଷ୍ଟକର ବ୍ୟାପାର। ଏହାପରେ ବଲିଉଡରେ ଭାଗ୍ୟ ପରୀକ୍ଷା କରି ଆଜି […]

katrina-1..

katrina-1..

Niharika Rout
  • Published: Tuesday, 16 July 2019
  • Updated: 16 July 2019, 01:13 PM IST

Sports

Latest News

ମୁମ୍ବାଇ: ପ୍ରାଞ୍ଜଳ ଭାବେ ହିନ୍ଦୀ କହି ପାରୁ ନ ଥିବା ସତ୍ତ୍ୱେ ଆଜି ସେ ବଲିଉଡର ଟପ୍‌ ହିରୋଇନ। ତେଲଗୁ, ମଲାୟଲମ ପରି ଆଞ୍ଚଳିକ ଭାଷାରେ ମଧ୍ୟ ଅଭିନୟ କରିଛନ୍ତି। ସେ ହେଉଛନ୍ତି ବଲିଉଡର ‘ଚିକିନି ଚମେଲି’ କ୍ୟାଟ୍ରିନା କେଫ୍‌।  ଆଜି  ୩୬ତମ ଜନ୍ମଦିନରେ ତାଙ୍କୁ ଢେର ଶୁଭେଚ୍ଛା । କ୍ୟାଟ୍ରିନା କେବଳ ଦେଖିବାକୁ ସୁନ୍ଦର ନୁହନ୍ତି, ପ୍ରତିଭା କ୍ଷେତ୍ରରେ ମଧ୍ୟ ତାଙ୍କୁ ଟକ୍କର ଦେବା କଷ୍ଟକର ବ୍ୟାପାର। ଏହାପରେ ବଲିଉଡରେ ଭାଗ୍ୟ ପରୀକ୍ଷା କରି ଆଜି ସେ ଆଗ ଧାଡ଼ିର ଅଭିନେତ୍ରୀ।  ଆଜି ଆସନ୍ତୁ ଜାଣିବା, କ୍ୟାଟ୍ରିନାଙ୍କ ସମ୍ପର୍କରେ କିଛି ରୋଚକ କଥା।

-ହଙ୍କ-କଙ୍ଗରେ ୧୯୮୩ ମସିହାରେ ଜନ୍ମ ହୋଇଥିବା କ୍ୟାଟ୍ରିନା ଲଣ୍ଡନରେ ବଡ ହୋଇଥିଲେ।  ସେହିଠାରେ ହିଁ ସେ ମଡେଲିଂ କ୍ୟାରିଅର ଆରମ୍ଭ କରିଥିଲେ।

-  ତାଙ୍କ ପୂରା ନାମ ହେଉଛି Katrina Turquotte।

- କ୍ୟାଟ୍ରିନାଙ୍କ ପିତାଙ୍କଠୁ ଅଲଗା ହୋଇ ତାଙ୍କ ମା’ ଏକୁଟିଆ ପିଲାଙ୍କ ଲାଳନପାଳନ କରିଥିଲେ। କ୍ୟାଟ୍ରିନାଙ୍କ ୬ ଭଉଣୀ ଓ ଜଣେ ଭାଇ ଅଛନ୍ତି।

-  ଏହି ହିରୋଇନ୍‌ ସ୍କୁଲ ମାଟି ମାଡ଼ି ନାହାନ୍ତି। ତାଙ୍କ ସ୍କୁଲିଂ ଘରେ ହିଁ ହୋଇଥିଲା।

- କ୍ୟାଟ୍ରିନାଙ୍କ ପ୍ରଥମ ଫିଲ୍ମ ‘ବୁମ୍‌’ ଥିଲା। ୨୦୦୩ ମସିହାରେ ପ୍ରଥମେ ବଲିଉଡରେ ପାଦ ଥାପିଥିଲେ। ଏହି ଫିଲ୍ମରେ ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ଥିଲେ।

- ତେଲଗୁ ଫିଲ୍ମ ‘ମଲ୍ଲିସ୍ୱରୀ’ ଫିଲ୍ମ ଲାଗି ୨୦୦୪ ମସିହାରେ କ୍ୟାଟ୍ରିନା  ୭୫ ଲକ୍ଷ ଟଙ୍କା ଫିସ୍‌ ନେଇଥିଲେ। ଏହା ସେତେବେଳେ ସାଉଥ୍‌ ଫିଲ୍ମ ହିସାବରେ ବହୁ  ଅଧିକା ଥିଲା।

 -କ୍ୟାଟ୍ରିନାଙ୍କ ପିତା ମୂଳ ରୂପେ କଶ୍ମୀରି ଥିବା ବେଳେ ତାଙ୍କ ମ” ବ୍ରିଟେନର ମୂଳ ବାସିନ୍ଦା ଥିଲେ।

ବୁମ୍‌ର ପ୍ରଡ୍ୟୁସର ଆୟଶା ସ୍ରଫ୍‌ Katrina Turquotteରୁ ତାଙ୍କ ନାମ ପରିବର୍ତ୍ତନ କରି କ୍ୟାଟ୍ରିନା କେଫ୍‌ କରି ଦେଇଥିଲେ। ପ୍ରଥମେ ତାଙ୍କ ନାମ କ୍ୟାଟ୍ରିନା କାଜି କରାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ପରେ ଏହାକୁ କୈଫକୁ ପରିବର୍ତ୍ତନ କରାଗଲା।

- ଲଣ୍ଡନରେ ଏକ ଫ୍ୟାଶନ୍‌ ଶୋ’ରେ ଅଂଶଗ୍ରହଣ କରିଥିବା ବେଳେ ତାଙ୍କୁ ବଲିଉଡରେ ସୁଯୋଗୁ ମିଳିଥିଲା। ଫିଲ୍ମ ମେକର କୈଜାଦ ଗୁସ୍ତାଦ ପ୍ରଥମେ କ୍ୟାଟ୍ରିନାଙ୍କୁ ଦେଖି ‘ବୁମ୍‌’ ଫିଲ୍ମ ଲାଗି ଅଫର ଦେଇଥିଲେ

[caption id="attachment_406684" align="aligncenter" width="750"] ଭାଇଭଉଣୀଙ୍କ ସହ କ୍ୟାଟ୍ରିନା[/caption]

- କ୍ୟାଟ୍ରିନା ଖୁବ୍‌ ଧର୍ମବିଶ୍ୱାସୀ ବୋଲି କୁହାଯାଏ। ତାଙ୍କ ଫିଲ୍ମ ରିଲିଜ ପୂର୍ବରୁ ସେ ସିଦ୍ଧିବିନାୟକ ମନ୍ଦିର, ମୁମ୍ବାଇର ମାଉଣ୍ଟ ମେରି ଚର୍ଚ୍ଚ ଓ ଆଜମେରସ୍ଥିତ ଦରଗାହ ବି ଯାଇଥାନ୍ତି।

-କୁହାଯାଏ କ୍ୟାଟ୍ରିନାଙ୍କ ପାଖରେ ଲଣ୍ଡନରେ ଭଲ ପ୍ରପଟି ରହିଛି।

- ଭାରତରେ ଦୀର୍ଘ ବର୍ଷ ହେବ କାମ କରୁଥିବା ସତ୍ତ୍ୱେ ତାଙ୍କ ନିକଟରେ ଭାରତର ନାଗରିକତ୍ୱ ନାହିଁ। ସେ ଭିସା ଆଧାରରେ ଭାରତରେ ରହୁଛନ୍ତି ଓ କାମ କରୁଛନ୍ତି।

[caption id="attachment_406687" align="alignnone" width="750"] ମା’ଙ୍କ ସହ କ୍ୟାଟ୍ରିନା[/caption]

- ତାଙ୍କର ପ୍ରଥମ ଫିଲ୍ମ ଏକ ବି ଗ୍ରେଡ ଫିଲ୍ମ ଥିଲା। ଏହା ଫ୍ଲପ୍‌ ହେବା ପରେ ତାଙ୍କୁ ଖୁବ୍‌ ସମାଲୋଚନା କରାଯାଇଥିଲା।

- ନିଜ କ୍ୟାରିଅରରେ ସେ ସବୁଠୁ ଅଧିକ ଖିଲାଡି ମାଷ୍ଟର ଅକ୍ଷୟ କୁମାରଙ୍କ ସହ କାମ କରିଛନ୍ତି।

- ଏଯାଏ ସେ ୨୫ଟି ଆୱାର୍ଡ ପାଇ ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story