ରାଧିକା ଆପ୍‌ତେଙ୍କ ବୋଲ୍‌ଡ ସିନ୍‌ ଭାଇରାଲ୍‌

ମୁମ୍ୱାଇ:  ‘ଫୋବିଆ’, ‘ଅନ୍ଧାଧୂନ୍‌’, ‘ପ୍ୟାଡମ୍ୟାନ୍‌’, ‘ବଦଲାପୁର’ ଓ ‘ମାଂଝି- ଦି ମାଉଣ୍ଟେନ୍ ମ୍ୟାନ୍‌’ ପରି ଭିନ୍ନ ଧରଣର ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଅଭିନେତ୍ରୀ ରାଧିକା ଆପ୍‌ତେ। ଆଗକୁ ତାଙ୍କ ଫିଲ୍ମ ‘ଦି ୱେଡିଙ୍ଗ୍ ଗେଷ୍ଟ୍‌’ ରିଲିଜ୍ ହେବାକୁ ଯାଉଛି। ଏଥିରେ ତାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ‘ସ୍ଲମ୍‌ଡଗ୍ ମିଲେନିୟର’ ଅଭିନେତା ଦେବ୍‌ ପଟେଲ। ପ୍ରଥମ ଥର ପାଇଁ ଦୁହେଁ ଏହି ଫିଲ୍ମରେ ସ୍କ୍ରିନ୍ ଶେଆର କରିଛନ୍ତି। ଉଭୟଙ୍କ ଫ୍ୟାନ୍‌ମାନେ ଖୁବ୍‌ ଉତ୍ସୁକତାର […]

radhika3

radhika3

Niharika Rout
  • Published: Wednesday, 17 July 2019
  • Updated: 17 July 2019, 01:24 PM IST

Sports

Latest News

ମୁମ୍ୱାଇ:  ‘ଫୋବିଆ’, ‘ଅନ୍ଧାଧୂନ୍‌’, ‘ପ୍ୟାଡମ୍ୟାନ୍‌’, ‘ବଦଲାପୁର’ ଓ ‘ମାଂଝି- ଦି ମାଉଣ୍ଟେନ୍ ମ୍ୟାନ୍‌’ ପରି ଭିନ୍ନ ଧରଣର ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଅଭିନେତ୍ରୀ ରାଧିକା ଆପ୍‌ତେ। ଆଗକୁ ତାଙ୍କ ଫିଲ୍ମ ‘ଦି ୱେଡିଙ୍ଗ୍ ଗେଷ୍ଟ୍‌’ ରିଲିଜ୍ ହେବାକୁ ଯାଉଛି। ଏଥିରେ ତାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ‘ସ୍ଲମ୍‌ଡଗ୍ ମିଲେନିୟର’ ଅଭିନେତା ଦେବ୍‌ ପଟେଲ। ପ୍ରଥମ ଥର ପାଇଁ ଦୁହେଁ ଏହି ଫିଲ୍ମରେ ସ୍କ୍ରିନ୍ ଶେଆର କରିଛନ୍ତି। ଉଭୟଙ୍କ ଫ୍ୟାନ୍‌ମାନେ ଖୁବ୍‌ ଉତ୍ସୁକତାର ସହ ଏହି ଫିଲ୍ମକୁ ଅପେକ୍ଷା କରିଥିବା ବେଳେ ରାଧିକା ଓ ଦେବ୍‌ ଜୋରସୋରରେ ଫିଲ୍ମର ପ୍ରଚାରରେ ଲାଗି ପଡ଼ିଛନ୍ତି।

ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଉଭୟଙ୍କୁ ନେଇ ଜୋର ଚର୍ଚ୍ଚା ଧରିଛି। ଏହି ଫିଲ୍ମରେ ଉଭୟଙ୍କର ଏକ ବୋଲ୍‌ଡ ସିନ୍‌ ରହିଛି। ଆଉ ଏହି ସିନ୍ କୌଣସି ମତେ ଲିକ୍‌ ହେବା ପରେ ଏହା ଭାଇରାଲ୍ ହୋଇଯାଇଛି।

ଅବଶ୍ୟ ଏହି ଫିଲ୍ମରେ ରାଧିକା ପ୍ରଥମ ଥର ପାଇଁ ବୋଲ୍‌ଡ ସିନ୍ ଦେଇ ନାହାନ୍ତି କି ପ୍ରଥମ ଥର ପାଇଁ ତାଙ୍କ ବୋଲ୍‌ଡ ସିନ୍ ଲିକ୍‌ ହୋଇନି। ଏହା ପୂର୍ବରୁ ତାଙ୍କ ଫିଲ୍ମ ‘ପରଚେଦ’ର ବୋଲଡ୍‌ ସିନ୍‌ ବି ଲିକ୍‌ ହୋଇଥିଲା।

ଅନ୍ୟପକ୍ଷରେ ଏକ ସାକ୍ଷାତକାରରେ ରାଧିକା କହିଥିଲେ ଯେ, ବୋଲ୍‌ଡ ସିନ୍‌ କରିବାରେ ସେ ସହଜ ଅନୁଭବ କରନ୍ତି ଓ ତାଙ୍କର ଏଥିରେ କିଛି ଅସୁବିଧା ନାହିଁ।

radhikaସେ କହିଥିଲେ, ଷ୍ଟେଜ୍ ଉପରେ କଳାକାରଙ୍କ ଲାଇଭ୍‌ ବୋଲ୍‌ଡ ପରଫର୍ମାନ୍ସ ଦେଖିବା ପରେ ତାଙ୍କୁ ଆଉ ବୋଲ୍‌ଡ ସିନ୍ କରିବାକୁ ସମସ୍ୟା ହୋଇ ନଥିଲା।

ସୂଚନାଯୋଗ୍ୟ,  ନୱାଜୁଦ୍ଦିନ ସିଦ୍ଦିକିଙ୍କ ‘ରାତ୍‌ ଅକେଲି ହୈ’ ଫିଲ୍ମରେ ମଧ୍ୟ ରାଧିକ ଅଭିନୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story