୧୦୦ କୋଟି କ୍ଲବରେ ସାମିଲ୍‌ ହେଲା 'କେଶରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲିଜ୍‌ର ପ୍ରଥମ ଦିନରେ ସର୍ବାଧିକ ଓପନିଂ କଲେକ୍ସନ୍‌ର ରେକର୍ଡ଼ କରିଥିବା ‘କେଶରୀ’ ଏବେ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଯାଇଛି। ତେବେ ୧୦୦ କୋଟି ଆୟ କରିବାକୁ ‘କେଶରୀ’କୁ ୭ ଦିନର ସମୟ ଲାଗିଥିଲା। ବକ୍ସ ଅଫିସ୍‌ରେ କେଶରୀକୁ ବେଶ୍ ସଫଳତା ମିଳୁଛି। ଏହା ପ୍ରଥମ ଦିନରେ ୨୧.୦୬ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’, ‘ଗୋଲ୍ଡ’ ଓ ‘2.0’ର ବ୍ୟାକ୍‌ ଟୁ ବ୍ୟାକ୍‌ ସଫଳତା ପରେ  ଏବେ ୨୦୧୯ରେ ‘କେଶରୀ’ ଅକ୍ଷୟଙ୍କୁ […]

keshri

keshri

Chinmayee Roy
  • Published: Thursday, 28 March 2019
  • Updated: 28 March 2019, 02:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲିଜ୍‌ର ପ୍ରଥମ ଦିନରେ ସର୍ବାଧିକ ଓପନିଂ କଲେକ୍ସନ୍‌ର ରେକର୍ଡ଼ କରିଥିବା ‘କେଶରୀ’ ଏବେ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଯାଇଛି। ତେବେ ୧୦୦ କୋଟି ଆୟ କରିବାକୁ ‘କେଶରୀ’କୁ ୭ ଦିନର ସମୟ ଲାଗିଥିଲା। ବକ୍ସ ଅଫିସ୍‌ରେ କେଶରୀକୁ ବେଶ୍ ସଫଳତା ମିଳୁଛି। ଏହା ପ୍ରଥମ ଦିନରେ ୨୧.୦୬ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’, ‘ଗୋଲ୍ଡ’ ଓ ‘2.0’ର ବ୍ୟାକ୍‌ ଟୁ ବ୍ୟାକ୍‌ ସଫଳତା ପରେ  ଏବେ ୨୦୧୯ରେ ‘କେଶରୀ’ ଅକ୍ଷୟଙ୍କୁ ଆଣିଦେଇଛି ଆଉ ଏକ ବଡ଼ ସଫଳତା।

https://www.instagram.com/p/BtSIPQShX37/?utm_source=ig_web_copy_link

ସୂଚନା ଅନୁୟାୟୀ ଭାରତୀୟ ବଜାରରେ ଏହା ପ୍ରଥମ ଦିନ ଅର୍ଥାତ୍ ଗତ ୨୧ ତାରିଖରେ ୨୧.୦୬ କୋଟି, ଦ୍ୱିତୀୟ ଦିନରେ ୧୬.୭୫ କୋଟି, ତୃତୀୟ ଦିନରେ ୧୮.୭୫ କୋଟି, ଚତୁର୍ଥ ଦିନରେ ୨୧.୫୧ କୋଟି, ପଞ୍ଚମ ଦିନରେ ୮.୨୫ ଓ ଷଷ୍ଠ ଦିନରେ ୭.୧୭ କୋଟି ଟଙ୍କା ଆୟ କରିଥିଲା । ଯାହା କି ସର୍ବମୋଟ ୯୩. ୪୯ କୋଟି ଟଙ୍କା ହୋଇଯାଇଥିଲା। ହେଲେ ଗତକାଲି ଏହା ୬.୫୦ ଟଙ୍କା କମାଇ ୧୦୦ କୋଟିରେ ସାମିଲ ହୋଇଯାଇଛି।

ଫିଲ୍ମଟି ବକ୍ସ ଅଫିସ୍‌ରେ ଅନେକ ରେକର୍ଡ଼ କରିଛି। ଏହା ୨୦୧୯ର ଏବେ ଯାଏଁର ସର୍ବାଧିକ ଓପନିଂ ଡେ ଓ ଓପନିଂ ୱିକେଣ୍ଡ ଆୟର ରେକର୍ଡ଼ ବନାଇସାରିଛି। ‘କେଶରୀ’ ବିଶ୍ୱବ୍ୟାପୀ ସର୍ବମୋଟ ୪ ହଜାର ୨୦୦ଟି ସ୍କ୍ରିନ୍‌ରେ ରିଲିଜ୍‌ କରାଯାଇଛି। ଫିଲ୍ମରେ ଅକ୍ଷୟଙ୍କ ବିପକ୍ଷରେ ପରିଣିତି ଚୋପ୍ରା  ଅଛନ୍ତି।

https://www.instagram.com/p/BvQkWbXn3J7/?utm_source=ig_web_copy_link

ଏହି ଫିଲ୍ମର ନିର୍ଦ୍ଦେଶନା ଅନୁରାଗ୍ ସିଂହ ଦେଇଥିବାବେଳେ ଫିଲ୍ମର କାହାଣୀ ଗିରିଶ କୋହଲି ଓ ଅନୁରାଗ ସିଂ ମିଳିତ ଭାବେ ଲେଖିଛନ୍ତି। ‘କେଶରୀ’ର କାହାଣୀ ‘ସାରାଗଢ଼ି’ ଯୁଦ୍ଧ ଉପରେ ଆଧାରିତ। ୧୮୯୭ରେ ଶିଖ୍ ଓ ଆଫଗାନୀମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ଉପରେ ଏହାର କାହାଣୀ ପର୍ଯ୍ୟବେଷିତ । ଏହି ଯୁଦ୍ଧ ୨୧ ଶିଖ୍ ଓ  ୧୦ହଜାର ଆଫଗାନ ସୈନିକଙ୍କ ମଧ୍ୟରେ ହୋଇଥିଲା।

ଫିଲ୍ମରେ ହାବିଲଦାର ଇସର୍ ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର। ଇଶର ସିଂହ ଶିଖ୍‌ମାନଙ୍କର ନେତୃତ୍ୱ କରୁଥିବା ହାବିଲଦାର୍‌ ଥିଲେ, ଯିଏକି ନିଜ ଜୀବନର ଶେଷ ମୁହୂର୍ତ୍ତ ଯାଏଁ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ।

https://youtu.be/JFP24D15_XM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story