ଛେଚା ଖାଇଲେ ସ୍ୱାମୀ ଓମ୍‌: ବିଗ୍‌ ବସ୍‌ଙ୍କ ଘରେ ନୁହେଁ ଜନତାଙ୍କ ଭିଡ଼ରେ

ନୂଆଦିଲ୍ଲୀ: ପୁଣି ବିବାଦରେ ‘ ବିଗ୍‌ବସ୍‌ ସିଜିନ୍ ୧୦’ର ପାର୍ଟିସିପେଣ୍ଟ ସ୍ୱାମୀ ଓମ୍‌।  ଶୋ’ ଶେଷ ହୋଇଯାଇଥିଲେ ମଧ୍ୟ ଓମ୍‌ଙ୍କୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ।  ଦିଲ୍ଲୀର ବିକାଶ ନଗରରେ ଥିବା ନାଥୁରାମ ଗଡସେଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ତାଙ୍କୁ ମୁଖ୍ୟ ଅତିଥି ଭାବେ ଡକାଯାଇଥିଲା।  ତେବେ ସ୍ୱାଗତ କରିବା ପାଇଁ ତାଙ୍କୁ ଷ୍ଟେଜ୍‌ ଉପରକୁ ଡକାଯିବା ପରେ  ସେଠାରେ ଉପସ୍ଥିତ ଲୋକେ ବିରୋଧ କରିବା ସହ ଓମ୍‌ଙ୍କୁ ଘେରି ଯାଇ ମାଡ଼ ମାରିଥିଲେ। ସେଠାରେ […]

swami_om

swami_om

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 02:55 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ବିବାଦରେ ‘ ବିଗ୍‌ବସ୍‌ ସିଜିନ୍ ୧୦’ର ପାର୍ଟିସିପେଣ୍ଟ ସ୍ୱାମୀ ଓମ୍‌।  ଶୋ’ ଶେଷ ହୋଇଯାଇଥିଲେ ମଧ୍ୟ ଓମ୍‌ଙ୍କୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ।  ଦିଲ୍ଲୀର ବିକାଶ ନଗରରେ ଥିବା ନାଥୁରାମ ଗଡସେଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ତାଙ୍କୁ ମୁଖ୍ୟ ଅତିଥି ଭାବେ ଡକାଯାଇଥିଲା।  ତେବେ ସ୍ୱାଗତ କରିବା ପାଇଁ ତାଙ୍କୁ ଷ୍ଟେଜ୍‌ ଉପରକୁ ଡକାଯିବା ପରେ  ସେଠାରେ ଉପସ୍ଥିତ ଲୋକେ ବିରୋଧ କରିବା ସହ ଓମ୍‌ଙ୍କୁ ଘେରି ଯାଇ ମାଡ଼ ମାରିଥିଲେ।

ସେଠାରେ ଥିବା ଉପସ୍ଥିତ ଲୋକେ କହିଛନ୍ତି, “ଗଡ଼ସେଙ୍କ ପରି ଜଣେ ମହାନ୍ ବ୍ୟକ୍ତିଙ୍କ କାର୍ଯ୍ୟକ୍ରମରେ  ସ୍ୱାମୀ ଓମ୍‌ଙ୍କୁ ଡକାଯାଇ ତାଙ୍କୁ ଅପମାନ କରିବା ପରି ହୋଇଛି।”

କାର୍ଯ୍ୟକ୍ରମର ଆୟୋଜକ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଓମ୍‌ଙ୍କୁ ବଞ୍ଚାଇ ତାଙ୍କ କାର୍ ନିକଟରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ଓମ୍‌ଙ୍କ ଗାଡ଼ିର କାଚ ଭାଙ୍ଗି ଦେଇଛନ୍ତି। ଏହି ଘଟଣାରେ ମ୍ୱାମୀ ଓମ୍‌ଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛି।

କିଛି ଦିନ ତଳେ ଏକ ଭିଡିଓକୁ ନେଇ ସ୍ୱାମୀ ଓମ୍‌ ଚର୍ଚ୍ଚା ପରିସରରେ ଥିଲେ।  ଏହି ଭିଡିଓକୁ ପ୍ରାୟ ୩୦ ଲକ୍ଷ ଲୋକ ଦେଖି ସାରିଛନ୍ତି।

ରିପୋର୍ଟ ଓ ଫଟୋ-ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story