ଇଣ୍ଡିଆନ୍ ଆଇଡଲ୍ ଫେମ୍ ନାହିଦ ଆଫରୀନଙ୍କ ବିରୋଧରେ ଫତୱା

ଗୌହାଟୀ: ଆସାମରେ ଇଣ୍ଡିଆନ୍ ଆଇଡଲ୍ ଫେମ୍ ନାହିଦ ଆଫରୀନଙ୍କ ବିରୋଧରେ ଫତୱା ଜାରି କରାଯାଇଛି। ତାଙ୍କ ବିରୋଧରେ ଫତୱା ଜାରି କରାଯିବାର କାରଣ ବିଷୟରେ ଜାଣି ଆପଣମାନେ ଆଶ୍ଚର୍ଯ୍ୟ ହେବେ। ଲୋକଙ୍କ ସମ୍ମୁଖରେ ତାଙ୍କୁ ଗୀତ ଗାଇବାକୁ ନ ଦେବାକୁ ଏହି ଫତୱା ଜାରି କରାଯାଇଛି। ତାଙ୍କ ବିରୋଧରେ ମୋଟ ୪୬ଟି ଫତୱା ଜାରି କରାଯାଇଛି। ଗତକାଲି ଆସାମର ହୋଜଈ ଓ ନାଗାଁଓ ଜିଲ୍ଲାରେ ତାଙ୍କ ବିରୋଧରେ ଫତୱା ଜାରି ସଂପର୍କିତ ଲିଫ୍‌ଲେଟ୍ ବଣ୍ଟା ଯାଇଥିଲା। ଏଥିରେ […]

nahid

nahid

Rakesh Mallick
  • Published: Wednesday, 15 March 2017
  • Updated: 15 March 2017, 12:59 PM IST

Sports

Latest News

ଗୌହାଟୀ: ଆସାମରେ ଇଣ୍ଡିଆନ୍ ଆଇଡଲ୍ ଫେମ୍ ନାହିଦ ଆଫରୀନଙ୍କ ବିରୋଧରେ ଫତୱା ଜାରି କରାଯାଇଛି। ତାଙ୍କ ବିରୋଧରେ ଫତୱା ଜାରି କରାଯିବାର କାରଣ ବିଷୟରେ ଜାଣି ଆପଣମାନେ ଆଶ୍ଚର୍ଯ୍ୟ ହେବେ। ଲୋକଙ୍କ ସମ୍ମୁଖରେ ତାଙ୍କୁ ଗୀତ ଗାଇବାକୁ ନ ଦେବାକୁ ଏହି ଫତୱା ଜାରି କରାଯାଇଛି। ତାଙ୍କ ବିରୋଧରେ ମୋଟ ୪୬ଟି ଫତୱା ଜାରି କରାଯାଇଛି।

ଗତକାଲି ଆସାମର ହୋଜଈ ଓ ନାଗାଁଓ ଜିଲ୍ଲାରେ ତାଙ୍କ ବିରୋଧରେ ଫତୱା ଜାରି ସଂପର୍କିତ ଲିଫ୍‌ଲେଟ୍ ବଣ୍ଟା ଯାଇଥିଲା। ଏଥିରେ ଫତୱା ଜାରି କରିଥିବା ସମସ୍ତ ୪୬ ଜଣ ମୁଲ୍ଲାଙ୍କ ନାଁ ଉଲ୍ଲେଖ ଥିଲା। ଏହି ଫତୱା ମୁତାବକ ମାର୍ଚ୍ଚ ୨୫ ତାରିଖରେ ଆସାମର ଲଙ୍କା ଅଞ୍ଚଳର ଉଦାଲୀ ସୋନଇ ବିବି କଲେଜରେ ନାହିଦ ଗୀତ ଗାଇବା ନେଇ ଆୟୋଜନ କରାଯାଉଛି। ଏହା ସଂପୂର୍ଣ୍ଣ ଭାବେ ଶରିୟା ନିୟମର ଖିଲାପ କରୁଛି।

୨୦୧୫ର ମ୍ୟୁଜିକାଲ୍ ରିଏଲିଟି ଶୋ ଇଣ୍ଡିଆନ୍ ଆଇଡଲ୍ ଜନିୟରରେ ଫାଷ୍ଟ୍ ରନର ଅପ୍ ହୋଇଥିଲେ ନାହିଦ। ଏବେ ସେ ଦଶମ ଶ୍ରେଣୀର ଛାତ୍ରୀ।

ତାଙ୍କ ବିରୋଧରେ ଜାରି ହୋଇଥିବା ଫତୱା ସଂପର୍କରେ ନାହିଦ କହିଛନ୍ତି,“ମୁଁ ଏହା ଉପରେ କ’ଣ କହିବି? ମୁଁ ଭାବୁଛି ମୋ ଗୀତ ଗାଇବାର କଳା ଆଲ୍ହାଙ୍କ ବରଦାନ। ମୁଁ ଏଭଳି ଧମକରେ ଡରି ଯାଇ ଗୀତ ଗାଇବା ଛାଡ଼ିବି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story