ରଜନୀକାନ୍ତଙ୍କ ‘୨.୦’ର ପ୍ରଥମ ଲୁକ୍‌ ରିଲିଜ୍

ମୁମ୍ବାଇ: ଆଗକୁ ଆସିବାକୁ ଥିବା ରଜନୀକାନ୍ତଙ୍କ ‘୨.୦’ର ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଫିଲ୍ମର ପ୍ରଥମ ପୋଷ୍ଟରକୁ ଅକ୍ଷୟ କୁମାର ଓ ରଜନୀକାନ୍ତ ଟ୍ୱିଟର ମାଧ୍ୟମରେ ଟ୍ୱିଟ୍‌ କରିଛନ୍ତି। ଏଥିରେ ଅକ୍ଷୟ କୁମାର ନେଗେଟିଭ ଚରିତ୍ରରେ ଆସୁଛନ୍ତି। ପୋଷ୍ଟରରେ ରଜନୀକାନ୍ତ ଫିଲ୍ମର ଲୋଗୋକୁ ହାତରେ ଉଠାଉଥିବାର ଦେଖାଯାଇଛି। ଖବର ମୁତାବକ ଫିଲ୍ମର ପ୍ରଥମ ଭିଡ଼ିଓ ୨୦ ନଭେମ୍ବରରେ ରିଲିଜ କରାଯିବ। ଏହି ଫିଲ୍ମଟି ୨୦୧୦ରେ ରିଲିଜ ହୋଇଥିବା ‘ଇନ୍ଥିରନ’ର ସିକ୍ୱେଲ। ଫିଲ୍ମଟିକୁ ତିଆରି କରିବା ପାଇଁ ୩୫୦କୋଟି […]

film-2.0

film-2.0

Rakesh Mallick
  • Published: Thursday, 17 November 2016
  • Updated: 17 November 2016, 01:41 PM IST

Sports

Latest News

ମୁମ୍ବାଇ: ଆଗକୁ ଆସିବାକୁ ଥିବା ରଜନୀକାନ୍ତଙ୍କ ‘୨.୦’ର ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଫିଲ୍ମର ପ୍ରଥମ ପୋଷ୍ଟରକୁ ଅକ୍ଷୟ କୁମାର ଓ ରଜନୀକାନ୍ତ ଟ୍ୱିଟର ମାଧ୍ୟମରେ ଟ୍ୱିଟ୍‌ କରିଛନ୍ତି। ଏଥିରେ ଅକ୍ଷୟ କୁମାର ନେଗେଟିଭ ଚରିତ୍ରରେ ଆସୁଛନ୍ତି। ପୋଷ୍ଟରରେ ରଜନୀକାନ୍ତ ଫିଲ୍ମର ଲୋଗୋକୁ ହାତରେ ଉଠାଉଥିବାର ଦେଖାଯାଇଛି।

ଖବର ମୁତାବକ ଫିଲ୍ମର ପ୍ରଥମ ଭିଡ଼ିଓ ୨୦ ନଭେମ୍ବରରେ ରିଲିଜ କରାଯିବ। ଏହି ଫିଲ୍ମଟି ୨୦୧୦ରେ ରିଲିଜ ହୋଇଥିବା ‘ଇନ୍ଥିରନ’ର ସିକ୍ୱେଲ। ଫିଲ୍ମଟିକୁ ତିଆରି କରିବା ପାଇଁ ୩୫୦କୋଟି ଟଙ୍କାର ବଜେଟ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story