ସର୍ଜିକାଲ ଷ୍ଟ୍ରାଇକ୍ ପରେ ଏବେ ବାୟୁସେନାର ସଂଘର୍ଷ ଉପରେ ଆସିବ ଫିଲ୍ମ: ଜାଣନ୍ତୁ ଲିଡ୍‌ ହିରୋ କିଏ ?

ମୁମ୍ବାଇ: ‌’ଉରି- ଦ ସର୍ଜିକାଲ ଷ୍ଟ୍ରାଇକ୍’ ପରେ ଏବେ ଯୁଦ୍ଧ ଉପରେ ଆଧାରିତ ଆଉ ଏକ ବଲିଉଡ୍ ଫିଲ୍ମ ପରଦାକୁ ଆସିବାକୁ ଯାଉଛି। ବଲିଉଡ୍ ଅଭିନେତା ଅଜୟ ଦେବଗନ ଏହି ଫିଲ୍ମରେ ଜଣେ ବୀର ଉଇଙ୍ଗ କମାଣ୍ଡରଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ଫିଲ୍ମଟିର ନାଁ ହେଉଛି ‘ଭୁଜ୍- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’। ଅଭିଷେକ ଦୁଧୈୟା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ। 1971. Squadron Leader Vijay Karnik & team. 300 Brave […]

airstrike

airstrike

Chinmayee Roy
  • Published: Thursday, 21 March 2019
  • Updated: 21 March 2019, 05:12 PM IST

Sports

Latest News

ମୁମ୍ବାଇ: ‌'ଉରି- ଦ ସର୍ଜିକାଲ ଷ୍ଟ୍ରାଇକ୍' ପରେ ଏବେ ଯୁଦ୍ଧ ଉପରେ ଆଧାରିତ ଆଉ ଏକ ବଲିଉଡ୍ ଫିଲ୍ମ ପରଦାକୁ ଆସିବାକୁ ଯାଉଛି। ବଲିଉଡ୍ ଅଭିନେତା ଅଜୟ ଦେବଗନ ଏହି ଫିଲ୍ମରେ ଜଣେ ବୀର ଉଇଙ୍ଗ କମାଣ୍ଡରଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ଫିଲ୍ମଟିର ନାଁ ହେଉଛି ‘ଭୁଜ୍- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’। ଅଭିଷେକ ଦୁଧୈୟା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ।

https://twitter.com/ajaydevgn/status/1107874340115230721

ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ  ଆଧାରିତ। ଏହି ଫିଲ୍ମରେ ଅଜୟ ଦେବଗନ ସ୍କ୍ୱାଡନ ଲିଡର ବିଜୟ କାର୍ଣ୍ଣିକ୍‌ଙ୍କ ଭୂମିକାରେ ନଜର ଆସିବେ। ସ୍କ୍ୱାଡନ ଲିଡର ବିଜୟ ୧୯୭୧ ମସିହାରେ ଭାରତ-ପାକ୍ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଗୁଜୁରାଟର ଭୁଜ୍ ଏୟାରଫୋର୍ସ ବେସ୍‌ର ଇନଚାର୍ଜ ଥିଲେ। ଏହି ଫିଲ୍ମରେ ବାୟୁସେନାରେ ସଂଘର୍ଷକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଦର୍ଶକଙ୍କୁ ଏହା ପସନ୍ଦ ଆସିବ ବୋଲି ଆଶା କରାଯାଉଛି।  ଫିଲ୍ମରେ ଅଜୟଙ୍କ ବ୍ୟତୀତ ଅଭିନେତା ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ପରିଣିତି ଚେପ୍ରା ମଧ୍ୟ ନଜର ଆସିବେ। ତେବେ ନିଜ ଅପକମିଂ ଫିଲ୍ମକୁ ନେଇ ଫିଲ୍ମର ଷ୍ଟାରକାଷ୍ଟ ଅଜୟ ଦେବଗନ୍‌, ପରିନିତି ଓ ସୋନାକ୍ଷୀ ବେଶ୍ ଉତ୍ସାହିତ ହୋଇ ସୋଶାଲ ମିଡିଆରେ ଏନେଇ ପୋଷ୍ଟ ଶେୟାର କରିଛନ୍ତି।

https://twitter.com/ParineetiChopra/status/1108237295768006656

https://www.instagram.com/p/BvOnuzkACve/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story