ପ୍ରଥମ ଦିନରେ ୧୦.୨୬ କୋଟି ଟଙ୍କା ଆୟ କଲା ‘ପ୍ୟାଡ୍‌ ମ୍ୟାନ’

ମୁମ୍ୱାଇ: ଗତକାଲି ରିଲିଜ୍‌ ହୋଇଛି ଫିଲ୍ମ ‘ପ୍ୟାଡ୍‌ ମ୍ୟାନ’। ରିଲିଜ୍‌ ପୂର୍ବରୁ ଖିଲାଡି ଷ୍ଟାର ଅକ୍ଷୟ କୁମାର ଏହି ଫିଲ୍ମର ଜୋରଦାର ପ୍ରମୋସନ୍‌ କରିଥିଲେ। ତେବେ ଫିଲ୍ମର ସ୍କ୍ରିପ୍ଟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ଅନୁସାରେ, ପ୍ରଥମ ଦିନରେ ଏହି ଫିଲ୍ମ ୧୦.୨୬ କୋଟି ଟଙ୍କା ଆୟ କରିଛି। ଏହି ସପ୍ତାହରେ ଫିଲ୍ମ ‘ପ୍ୟାଡ୍‌ ମ୍ୟାନ’ ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି। ଫିଲ୍ମ ‘ଅୟାରୀ’ର ରିଲିଜ୍ ତାରିଖ ପରିବର୍ତ୍ତନ […]

padman

padman

Rakesh Mallick
  • Published: Saturday, 10 February 2018
  • Updated: 10 February 2018, 01:48 PM IST

Sports

Latest News

ମୁମ୍ୱାଇ: ଗତକାଲି ରିଲିଜ୍‌ ହୋଇଛି ଫିଲ୍ମ ‘ପ୍ୟାଡ୍‌ ମ୍ୟାନ’। ରିଲିଜ୍‌ ପୂର୍ବରୁ ଖିଲାଡି ଷ୍ଟାର ଅକ୍ଷୟ କୁମାର ଏହି ଫିଲ୍ମର ଜୋରଦାର ପ୍ରମୋସନ୍‌ କରିଥିଲେ। ତେବେ ଫିଲ୍ମର ସ୍କ୍ରିପ୍ଟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ଅନୁସାରେ, ପ୍ରଥମ ଦିନରେ ଏହି ଫିଲ୍ମ ୧୦.୨୬ କୋଟି ଟଙ୍କା ଆୟ କରିଛି। ଏହି ସପ୍ତାହରେ ଫିଲ୍ମ ‘ପ୍ୟାଡ୍‌ ମ୍ୟାନ’ ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି। ଫିଲ୍ମ ‘ଅୟାରୀ’ର ରିଲିଜ୍ ତାରିଖ ପରିବର୍ତ୍ତନ ହେବା ଯୋଗୁଁ ଅକ୍ଷୟ କୁମାର ଅଭିନୀତ ‘ପ୍ୟାଡ୍‌ ମ୍ୟାନ’ ଭଲ ଆୟ କରିବାର ଆଶା ବଢ଼ିଯାଇଛି। ଏକ ସପ୍ତାହ ଯାଏଁ  ହଲ୍‌ରେ ‘ପ୍ୟାଡ୍‌ ମ୍ୟାନ୍’କୁ ଟକ୍କର ଦେଲା ଭଳି କୌଣସି ଫିଲ୍ମ ରିଲିଜ୍ ହେବାର ନାହିଁ।

ଏହି ଫିଲ୍ମ ଭାରତରେ ୨,୭୫୦ ଏବଂ ବିଦେଶରେ ୬୦୦ଟି ସ୍କ୍ରିନ୍‌ରେ ରିଲିଜ୍ ହୋଇଛି। ଫିଲ୍ମରେ ଅକ୍ଷୟ କୁମାର, ସୋନମ କପୁର ଓ ରାଧିକା ଆପ୍ତେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।  ମହିଳାଙ୍କ ଦ୍ୱାରା ସାନିଟାରୀ ପ୍ୟାଡ୍ ବ୍ୟବହାର ଉପରେ ଆଧାରିତ ହୋଇଛି  ଫିଲ୍ମ । ଗତ କିଛି ଦିନ ହେବ ଅକ୍ଷୟ କୁମାର ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ଫିଲ୍ମରେ କାମ କରୁଛନ୍ତି। ଏହାପୂର୍ବରୁ ‘ଫିଲ୍ମ ଟଏଲେଟ୍‌ ଏକ ପ୍ରେମ କଥା’  ବେଶ୍ ପ୍ରଶଂସା ସାଉଁଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story