ଫିଲ୍ମ 'ଉରୀ'କୁ ଟ୍ୟାକ୍ସ ଫ୍ରି’ କଲେ ଯୋଗୀ ଆଦିତ୍ୟନାଥ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବକ୍ସ ଅଫିସ୍‌ରେ କଙ୍ଗନା ରାନାୱତ୍‌ଙ୍କ ‘ମଣିକର୍ଣ୍ଣିକା: ଦ କ୍ୱିନ୍‌ ଅଫ୍‌ ଝାନ୍ସୀ’ ଓ ନୱାଜ୍‌ ଉଦ୍ଦିନ୍‌ ସିଦ୍ଦୀକୀଙ୍କ ‘ଠାକରେ’ ପରସ୍ପରକୁ କଡ଼ା ଟକ୍କର ଦେଇଛନ୍ତି। ହେଲେ ଦୁଇ ସପ୍ତାହ ତଳେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହୋଇଥିବା ଫିଲ୍ମ ‘ଉରୀ’ ଏହି ଦୁଇ ଫିଲ୍ମକୁ କଡ଼ା ଟକ୍କର ଦେଉଛି। ବକ୍ସ ଅଫିସ୍‌ରେ ଜବରଦସ୍ତ ଇନ୍‌କମ୍‌ ମଧ୍ୟ କରୁଛି। ଆଉ ଏବେ ୟୁପି ସରକାରଙ୍କ ଏକ ଘୋଷଣାରୁ ଏହି ଫିଲ୍ମକୁ ଆହୁରି ଫାଇଦା ମିଳିପାରେ। ଉତ୍ତରପ୍ରଦେଶ ରାଜ୍ୟର […]

uir-film

uir-film

Chinmayee Roy
  • Published: Tuesday, 29 January 2019
  • Updated: 29 January 2019, 07:18 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବକ୍ସ ଅଫିସ୍‌ରେ କଙ୍ଗନା ରାନାୱତ୍‌ଙ୍କ 'ମଣିକର୍ଣ୍ଣିକା: ଦ କ୍ୱିନ୍‌ ଅଫ୍‌ ଝାନ୍ସୀ' ଓ ନୱାଜ୍‌ ଉଦ୍ଦିନ୍‌ ସିଦ୍ଦୀକୀଙ୍କ 'ଠାକରେ' ପରସ୍ପରକୁ କଡ଼ା ଟକ୍କର ଦେଇଛନ୍ତି। ହେଲେ ଦୁଇ ସପ୍ତାହ ତଳେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହୋଇଥିବା ଫିଲ୍ମ 'ଉରୀ' ଏହି ଦୁଇ ଫିଲ୍ମକୁ କଡ଼ା ଟକ୍କର ଦେଉଛି। ବକ୍ସ ଅଫିସ୍‌ରେ ଜବରଦସ୍ତ ଇନ୍‌କମ୍‌ ମଧ୍ୟ କରୁଛି। ଆଉ ଏବେ ୟୁପି ସରକାରଙ୍କ ଏକ ଘୋଷଣାରୁ ଏହି ଫିଲ୍ମକୁ ଆହୁରି ଫାଇଦା ମିଳିପାରେ। ଉତ୍ତରପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମ 'ଉରୀ: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌'କୁ ରାଜ୍ୟରେ ଟ୍ୟାକ୍ସ ଫ୍ରି କରିବାକୁ ଘୋଷଣା କରିଛନ୍ତି।

କୁମ୍ଭମେଳା ଚାଲିଥିବା ପ୍ରୟାଗରାଜରେ ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ଫିଲ୍ମ 'ଉରୀ' ଉପରେ ଲଗୁ ହେଉଥିବା ରାଜ୍ୟ ଜିଏସ୍‌ଟି ଛାଡ଼ କରିବାକୁ ଘୋଷଣା କରଛନ୍ତି। କୁହାଯାଉଛି, ସରକାରଙ୍କ ଏହି ପଦକ୍ଷେପ ପରେ ୟୁପିରେ 'ଉରୀ'କୁ ଭଲ ଫାଇଦା ମିଳିବ। କାରଣ ଟାକ୍ସ ହଟିଗଲେ ଟିକଟ୍ ଦର ଶସ୍ତା ହୋଇଯିବ। ଫଳରେ ଅଧିକ ଟିକଟ୍‌ ବିକ୍ରି ହେବ ବୋଲି ଆଶା କରାଯାଉଛି।

କଶ୍ମୀରର ଉରି ଆର୍ମି ବେସ୍‌ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ୍‌ରେ ପାକିସ୍ତାନ୍‌ ଅଧିକୃତ ଅଞ୍ଚଳରେ ଭାରତୀୟ ସେନା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିଲା। ଏହାରି ଉପରେ ‘ଉରି-ଦ ସର୍ଜିକାଲ୍ ଷ୍ଟ୍ରାଇକ୍‌’ର କାହାଣୀ।

https://twitter.com/taran_adarsh/status/1090153539635011585

ଗତ ଜାନୁଆରୀ ୧୧ତାରିଖରେ ରିଲିଜ୍ ହୋଇଥିବା ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିକ୍କି କୌଶଲ୍‌, ୟାମୀ ଗୌତମ ଓ ପରେଶ ରାୱଲ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଭାରତୀୟ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ଓ ଏହା ପରେ ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନ ଆଦିକୁ ନିଖୁଣ ଭାବେ ପରଦା ଉପରକୁ ଆଣିବାକୁ ଏଥିରେ ଉଦ୍ୟମ କରାଯାଇଛି। ତେବେ ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପର୍‌ ହିଟ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମଟିର ବଜେଟ୍‌ ୪୫ କୋଟି ହୋଇଥିବା ବେଳେ ଫିଲ୍ମଟି ଏବେ ପର୍ଯ୍ୟନ୍ତ ୧୬୦.୭୮ କୋଟି ଟଙ୍କା ଆୟ କରି ସାରିଲାଣି। ଚଳିତ ସପ୍ତାହରେ ଏହା ୨୦୦ କୋଟି ବ୍ଲଗରେ ସାମିଲ୍‌ ହେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story