ଅଭିନେତ୍ରୀଙ୍କ ଘରେ ଲାଗିଲା ନିଆଁ: ସମସ୍ତେ ଭାବିଲେ ଏପ୍ରିଲ୍‌ ଫୁଲ୍‌

ମୁମ୍ବାଇ: ବଲିଉଡ୍‌ ଓ ଟେଲି ଅଭିନେତ୍ରୀ ତନାଜ୍ ଓ ଭକ୍ତ୍ୟାର୍‌ଙ୍କ ପାଇଁ ଏପ୍ରିଲ୍‌ ମାସର ପ୍ରଥମ ଦିନଟି ବହୁ ଖରାପ ଥିଲା। ତାଙ୍କ ଘରେ ଗତକାଲି ନିଆଁ ଲାଗିଯାଇଥିଲା।  ହେଲେ ଆଶ୍ଚର୍ଯ୍ୟର କଥା ଯେ ଯେତେବେଳେ ତନାଜ୍ ସମସ୍ତଙ୍କୁ ଏ କଥା କହିଲେ ତେବେ ସମ୍ତେ ଏହାକୁ ଏପ୍ରିଲ୍‌ ଫୁଲ୍‌ର ମଜାକ ବୋଲି ଭାବିଲେ। https://www.instagram.com/p/BvQzeNPJSMs/?utm_source=ig_web_copy_link ତନାଜ୍‌ଙ୍କ କହିବା ଅନୁଯାୟୀ ସେ ଓ ତାଙ୍କ ସ୍ୱାମୀ ଭକ୍ତ୍ୟାର୍ ଶୋଇଥିବା ବେଳେ ପିଲାଙ୍କ ରୁମ୍‌ରୁ ତାଙ୍କ ଘରେ କାମ […]

tanaz

tanaz

Chinmayee Roy
  • Published: Tuesday, 02 April 2019
  • Updated: 02 April 2019, 03:21 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଓ ଟେଲି ଅଭିନେତ୍ରୀ ତନାଜ୍ ଓ ଭକ୍ତ୍ୟାର୍‌ଙ୍କ ପାଇଁ ଏପ୍ରିଲ୍‌ ମାସର ପ୍ରଥମ ଦିନଟି ବହୁ ଖରାପ ଥିଲା। ତାଙ୍କ ଘରେ ଗତକାଲି ନିଆଁ ଲାଗିଯାଇଥିଲା।  ହେଲେ ଆଶ୍ଚର୍ଯ୍ୟର କଥା ଯେ ଯେତେବେଳେ ତନାଜ୍ ସମସ୍ତଙ୍କୁ ଏ କଥା କହିଲେ ତେବେ ସମ୍ତେ ଏହାକୁ ଏପ୍ରିଲ୍‌ ଫୁଲ୍‌ର ମଜାକ ବୋଲି ଭାବିଲେ।

https://www.instagram.com/p/BvQzeNPJSMs/?utm_source=ig_web_copy_link

ତନାଜ୍‌ଙ୍କ କହିବା ଅନୁଯାୟୀ ସେ ଓ ତାଙ୍କ ସ୍ୱାମୀ ଭକ୍ତ୍ୟାର୍ ଶୋଇଥିବା ବେଳେ ପିଲାଙ୍କ ରୁମ୍‌ରୁ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଚିତ୍କାର ଶୁଭିଥିଲା।  ସେଠାରେ ତତ୍‌କ୍ଷଣାତ ପହଞ୍ଚି ସେମାନେ  ସେଠି ନିଆଁ ଲାଗିଥିବା ଦେଖି  ଭୟଭୀତ ହୋଇଯାଇଥିଲେ ।

ତନାଜ କହିଛନ୍ତି ଯେ ତାଙ୍କ ସ୍ୱାମୀ ରିୟଲ ହିରୋ ଭଳି ପୂରା ନିଆଁକୁ ସମ୍ଭାଳିଥିଲେ।  ଘରେ ଥିବା କମ୍ବଳ ଓ କିଚେନ୍‌ ନ୍ୟାପ୍‌କିନ୍‌ ଦ୍ୱାରା ନିଆଁକୁ ଲିଭାଇବାକୁ ପଡ଼ୋଶୀମାନେ ମଧ୍ୟ ସାହାଯ୍ୟ କରିଥିଲେ। ଏହାପରେ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାକୁ ପାଖାପାଖି ୪୫ ମିନିଟ୍‌ ସମୟ ଲାଗଥିଲା।

https://www.instagram.com/p/BtKJxOglrVa/?utm_source=ig_web_copy_link

ତନାଜ କହିଛନ୍ତି ଯେ ସେ ଏସବୁ ଘଟଣା ବିଷୟରେ ଯେତେବେଳେ ପରିବାର ସଦସ୍ୟଙ୍କୁ କହିଲେ, ସେମାନେ କେହି  ବିଶ୍ୱାସ କରିଲେ ନାହିଁ। ସମସ୍ତଙ୍କୁ ଲାଗିଲା ଯେ ତନାଜ୍ ସେମାନଙ୍କ ସହ ଏପ୍ରିଲ୍‌ ଫୁଲ୍‌ର ମଜାକ୍‌ କରୁଛନ୍ତି। କିନ୍ତୁ ୟେତେବେଳେ ସେମାନଙ୍କୁ ଘଟଣାର ସତ୍ୟତା ବିଷୟରେ ଜଣାପଡ଼ିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story