‘ମୁବାରକା’ର ପ୍ରଥମ ଲୁକ୍‌ ରିଲିଜ

ମୁମ୍ବାଇ: ଅନୀସ ବଜ୍ମୀଙ୍କ ‘ମୁବାରକା’ର ପ୍ରଥମ ଝଲକ ରିଲିଜ ହୋଇଯାଇଛି। ଏଥିରେ ଅର୍ଜୁନ କପୁରଙ୍କୁ ଡବଲ ରୋଲରେ ଦେଖାଯାଇଛି। ଏହି ଫିଲ୍ମରେ ପ୍ରଥମଥର ପାଇଁ ସେ ସର୍ଦ୍ଦାର ଭୂମିକାରେ ବଡ଼ ପରଦାକୁ ଆସିବେ। ଏହା ପୂର୍ବରୁ ଅର୍ଜୁନ ଔରଙ୍ଗଜେବରେ ମଧ୍ୟ ଡବଲ ରୋଲରେ ନଜର ଆସିସାରିଛନ୍ତି। ଫିଲ୍ମରେ ଅର୍ଜୁନ୍‌ଙ୍କ ଦାଦା ଅନୀଲ କପୁର ମଧ୍ୟ ରହିଛନ୍ତି। ଖାଲି ସେତିକି ନୁହେଁ ଫିଲ୍ମରେ ବି ଅନୀଲ କପୁର କରନଙ୍କ ଦାଦା ରହିଛନ୍ତି। ଡବଲ ରୋଲରେ ଅର୍ଜୁନ ଦୁଇ ଭାଇର […]

arjun-kapoor

arjun-kapoor

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 05:27 PM IST

Sports

Latest News

ମୁମ୍ବାଇ: ଅନୀସ ବଜ୍ମୀଙ୍କ ‘ମୁବାରକା’ର ପ୍ରଥମ ଝଲକ ରିଲିଜ ହୋଇଯାଇଛି। ଏଥିରେ ଅର୍ଜୁନ କପୁରଙ୍କୁ ଡବଲ ରୋଲରେ ଦେଖାଯାଇଛି। ଏହି ଫିଲ୍ମରେ ପ୍ରଥମଥର ପାଇଁ ସେ ସର୍ଦ୍ଦାର ଭୂମିକାରେ ବଡ଼ ପରଦାକୁ ଆସିବେ। ଏହା ପୂର୍ବରୁ ଅର୍ଜୁନ ଔରଙ୍ଗଜେବରେ ମଧ୍ୟ ଡବଲ ରୋଲରେ ନଜର ଆସିସାରିଛନ୍ତି।

ଫିଲ୍ମରେ ଅର୍ଜୁନ୍‌ଙ୍କ ଦାଦା ଅନୀଲ କପୁର ମଧ୍ୟ ରହିଛନ୍ତି। ଖାଲି ସେତିକି ନୁହେଁ ଫିଲ୍ମରେ ବି ଅନୀଲ କପୁର କରନଙ୍କ ଦାଦା ରହିଛନ୍ତି। ଡବଲ ରୋଲରେ ଅର୍ଜୁନ ଦୁଇ ଭାଇର ଭୂମିକା ଚରନ ଓ କରନ୍‌ ନାମରେ ଅଭିନୟ କରିବାର ଦେଖାଯିବେ। ଫିଲ୍ମରେ ପଞ୍ଜାବୀ ଭାଷାର ଅଧିକ ବ୍ୟବହାର କରାଯାଇଛି ଓ ଅଧିକାଂଶ ସୁଟିଂ ମଧ୍ୟ ଚଣ୍ଡୀଗଡ଼ରେ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story