ପାଞ୍ଚଟି ଗୀତକୁ ୫ଜଣ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପାଞ୍ଚଟି ଗୀତକୁ ୫ଜଣ ନିର୍ଦ୍ଦେଶକ। କେବଳ ସଂଙ୍ଗୀତ ନିର୍ଦ୍ଦେଶକ ନୁହଁନ୍ତି, ପାଞ୍ଚଟି ଗୀତ ପାଇଁ ୫ଜଣ ନୃତ୍ୟ ନିର୍ଦ୍ଦେଶକ ନୃତ୍ୟ ସଂଯୋଜନା ମଧ୍ୟ କରୁଛନ୍ତି। ଏହା କୌଣସି ବଲିଉଡ୍‌ କିମ୍ବା ହଲିଉଡ୍‌ ଫିଲ୍ମ ନୁହେଁ। ଓଲିଉଡ୍‌ ଫିଲ୍ମରେ ବି ଏମିତି ଚାଲିଛି ଗୀତ ମେକିଂ। ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ କରାଯାଉଥିବା ଫିଲ୍ମ ‘ସୁନ୍ଦରଗଡର ସଲମାନ ଖାନ୍‌’। ସୁଟିଂ ସରି ଏବେ ଫିଲ୍ମର ଗୀତ ରେକର୍ଡଂ ଚାଲିଛି। ଫିଲ୍ମରେ ରହିଥିବା […]

maxresdefault (1)

maxresdefault (1)

Rakesh Mallick
  • Published: Monday, 07 May 2018
  • Updated: 07 May 2018, 02:13 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପାଞ୍ଚଟି ଗୀତକୁ ୫ଜଣ ନିର୍ଦ୍ଦେଶକ। କେବଳ ସଂଙ୍ଗୀତ ନିର୍ଦ୍ଦେଶକ ନୁହଁନ୍ତି, ପାଞ୍ଚଟି ଗୀତ ପାଇଁ ୫ଜଣ ନୃତ୍ୟ ନିର୍ଦ୍ଦେଶକ ନୃତ୍ୟ ସଂଯୋଜନା ମଧ୍ୟ କରୁଛନ୍ତି। ଏହା କୌଣସି ବଲିଉଡ୍‌ କିମ୍ବା ହଲିଉଡ୍‌ ଫିଲ୍ମ ନୁହେଁ। ଓଲିଉଡ୍‌ ଫିଲ୍ମରେ ବି ଏମିତି ଚାଲିଛି ଗୀତ ମେକିଂ। ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ କରାଯାଉଥିବା ଫିଲ୍ମ 'ସୁନ୍ଦରଗଡର ସଲମାନ ଖାନ୍‌'।

ସୁଟିଂ ସରି ଏବେ ଫିଲ୍ମର ଗୀତ ରେକର୍ଡଂ ଚାଲିଛି। ଫିଲ୍ମରେ ରହିଥିବା ୫ଟି ଗୀତରେ ୫ଜଣ ନୃତ୍ୟ ନିର୍ଦ୍ଦେଶକ ଯଥାକ୍ରମେ ଏସ୍‌.କେ  ମୁରଲୀଧରନ୍‌, ଅମିତ୍‌ କୁମାର, ସୁଧାକର ବସନ୍ତ, ନିମେଶ ଭଟ୍ଟ ପ୍ରମୁଖ ୪ଟି ଗୀତର ସୁଟିଂ କରିସାରିଛନ୍ତି। ଆଉ ଗୋଟେ ଗୀତର ସୁଟିଂ ବାକିଅଛି। ଓଡିଶା ଏବଂ ଅନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଗୀତ ଗୁଡିକର ସୁଟିଂ ହୋଇଛି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ଗୀତ ଗୁଡିକୁ ଗାଇଛନ୍ତି ହ୍ୟୁମାନ ସାଗର, ସୋହିନୀ ମିଶ୍ର, ତାରିକ ଅଜିଜ୍‌, ପାମେଲା ଜୈନ, ସତ୍ୟ ଭଳି ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ।  ସେମାନଙ୍କ ସହ ସରୋଜ ପ୍ରଧାନ, ଜାଗୃତି ମିଶ୍ର, ସୋୟମ ପାଢୀ, ଅମ୍ରିତା, ବିଶ୍ୱଜିତ, ରଶ୍ମିତାଙ୍କ ଭଳି କିଛି ନୂଆ ଏବଂ ପ୍ରତିଭାବାନ ଯୁବ କଣ୍ଠଶିଳ୍ପୀଙ୍କୁ ବି ସୁଯୋଗ ଦିଆଯାଇଛି। ଯେଉଁମାନଙ୍କ କଣ୍ଠର ସୁରିଲା ସ୍ୱରକୁ ଦର୍ଶକମାନେ ଖୁବ୍‌ଶୀଘ୍ର ଶୁଣିବାକୁ ପାଇବେ। ଫିଲ୍ମଟି ରଜରେ ରିଲିଜ୍‌ ହେବ। ଫିଲ୍ମରେ ଲିଡ୍‌ ରୋଲରେ ଅଛନ୍ତି ବାବୁସାନ୍‌ ମହାନ୍ତି ଏବଂ ନବାଗତା ଅଭିନେତ୍ରୀ ଦିବ୍ୟା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story