ଫିଲ୍ମ ସୁଟିଂ ବେଳେ ରଜନୀକାନ୍ତ ଆହତ

ମୁମ୍ବାଇ:  ଫିଲ୍ମ ‘2.୦’ ଫାଇଟ ସିନ୍‌ ସୁଟିଂ କରିବା ବେଳେ ସୁପରଷ୍ଟାର ରଜନୀକାନ୍ତ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡରେ ଆଘାତ ଲାଗିଛି।ଚେନ୍ନାଇର କଲମ୍ବବକ୍କମ୍‌ ଅଞ୍ଚଳରେ ସୁଟିଂ ଚାଲିଥିବା ବେଳେ ରଜନୀକାନ୍ତ ତଳେ ପଡ଼ିଯାଇଥିଲେ। ତାଙ୍କ ଆଣ୍ଠୁରେ ଅଧିକ ଆଘାତ ଲାଗିଛି ବୋଲି କୁହାଯାଉଛି।

 ରଜନୀକାନ୍ତ  ଫିଲ୍ମ ସୁଟିଂ ବେଳେ ଆହତ ହୋଇଥିବା ନେଇ କିଛି ପୋଷ୍ଟ କରିନାହାନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More