ବନ୍ଧୁ ହେବ ତ ଏମିତି: ଆମୀରଙ୍କ ପାଇଁ ‘ଭୂମି’ର ରିଲିଜ୍‌ ଡେଟ୍‌ ଘୁଞ୍ଚାଇବେ ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ଭୂମି’ର ସୁଟିଂ ଚାଲିଛି। ଖବର ଅନୁଯାୟୀ  ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ଘୁଞ୍ଚିପାରେ। ଯେଉଁଦିନ  ଫିଲ୍ମ ‘ଭୂମି’ ରିଲିଜ୍‌ ହେବାର  ଥିଲା  ସେହିଦିନ ଆମୀର ଖାନ୍‌ଙ୍କ ଫିଲ୍ମ ‘ସିକ୍ରେଟ୍‌ ସୁପରଷ୍ଟାର’ ରିଲିଜ୍‌ ହେବା ପାଇଁ ସ୍ଥିର ହୋଇଛି।  ସଞ୍ଜୟ ଦତ୍ତଙ୍କର ଆମୀରଙ୍କ ଭଲ ବନ୍ଧୁ। ସେଥିପାଇଁ ସେ ଚାହାନ୍ତି ନାହିଁ ବକ୍ସ ଅଫିସ୍‌ରେ ତାଙ୍କ ଫିଲ୍ମ ଆମୀରଙ୍କ ଫିଲ୍କକୁ ଟକ୍କର ଦେଉ। ଆମୀରଙ୍କ ଫିଲ୍ମ କମ୍‌ ବଜେଟରେ ହୋଇଛି। […]

sanjayamir

sanjayamir

Rakesh Mallick
  • Published: Saturday, 25 March 2017
  • Updated: 25 March 2017, 10:05 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ଭୂମି’ର ସୁଟିଂ ଚାଲିଛି। ଖବର ଅନୁଯାୟୀ  ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ଘୁଞ୍ଚିପାରେ।

ଯେଉଁଦିନ  ଫିଲ୍ମ ‘ଭୂମି’ ରିଲିଜ୍‌ ହେବାର  ଥିଲା  ସେହିଦିନ ଆମୀର ଖାନ୍‌ଙ୍କ ଫିଲ୍ମ ‘ସିକ୍ରେଟ୍‌ ସୁପରଷ୍ଟାର’ ରିଲିଜ୍‌ ହେବା ପାଇଁ ସ୍ଥିର ହୋଇଛି।  ସଞ୍ଜୟ ଦତ୍ତଙ୍କର ଆମୀରଙ୍କ ଭଲ ବନ୍ଧୁ। ସେଥିପାଇଁ ସେ ଚାହାନ୍ତି ନାହିଁ ବକ୍ସ ଅଫିସ୍‌ରେ ତାଙ୍କ ଫିଲ୍ମ ଆମୀରଙ୍କ ଫିଲ୍କକୁ ଟକ୍କର ଦେଉ। ଆମୀରଙ୍କ ଫିଲ୍ମ କମ୍‌ ବଜେଟରେ ହୋଇଛି। ‘ଭୂମି’ ସେହିଦିନ ରିଲିଜ୍‌ ହେଲେ  ଆମୀରଙ୍କ ଫିଲ୍ମକୁ କ୍ଷତି ପହଞ୍ଚାଇପାରେ।

ସଞ୍ଜୟ ଦତ୍ତ ଫିଲ୍ମ  ‘ଭୂମି’ ସୁଟିଂ ବେଳେ  ଆହତ ହୋଇଛନ୍ତି। ଏହି ଫିଲ୍ମରେ ଅଦିତି ରାଓ ହୈଦର ସଞ୍ଜୟଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story