ଏହି କାରଣରୁ ସଲମାନ୍‌ଙ୍କ ଉପରେ ରାଗିଗଲେ ଜ୍ୟାକ୍‌ଲିନ୍‌

ମୁମ୍ବାଇ (ଓଡ଼ିଶା ରିପୋର୍ଟର୍‌): ଫିଲ୍ମ ‘କିକ୍‌’ ଓ ‘ରେସ୍‌-୩’ରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଓ  ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା । ଶୁଣିବାକୁ ମିଳିଛି, ଜ୍ୟାକ୍‌ଲିନ୍‌ କୁଆଡ଼େ ସଲମାନ୍‌ଙ୍କ ଉପରେ ରାଗି ଯାଇଛନ୍ତି। ଏହା ଜାଣିବା ପରେ, ଉଭୟ ଜ୍ୟାକ୍‌ଲିନ୍‌ଙ୍କ ଫ୍ୟାନ୍‌ ଓ ସଲମାନ୍‌ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ଭଲ, ଆଉ ଜ୍ୟାକ୍‌ଲିନ୍‌ ବି ସଲମାନଙ୍କୁ ନିଜ ‘ଗଡ୍‌ […]

Jacqueline23

Jacqueline23

Jitendra Garnayak
  • Published: Thursday, 23 August 2018
  • Updated: 23 August 2018, 04:04 AM IST

Sports

Latest News

ମୁମ୍ବାଇ (ଓଡ଼ିଶା ରିପୋର୍ଟର୍‌): ଫିଲ୍ମ ‘କିକ୍‌’ ଓ ‘ରେସ୍‌-୩’ରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଓ  ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା । ଶୁଣିବାକୁ ମିଳିଛି, ଜ୍ୟାକ୍‌ଲିନ୍‌ କୁଆଡ଼େ ସଲମାନ୍‌ଙ୍କ ଉପରେ ରାଗି ଯାଇଛନ୍ତି। ଏହା ଜାଣିବା ପରେ, ଉଭୟ ଜ୍ୟାକ୍‌ଲିନ୍‌ଙ୍କ ଫ୍ୟାନ୍‌ ଓ ସଲମାନ୍‌ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ଭଲ, ଆଉ ଜ୍ୟାକ୍‌ଲିନ୍‌ ବି ସଲମାନଙ୍କୁ ନିଜ 'ଗଡ୍‌ ଫାଦର୍‌' ବୋଲି ଭାବନ୍ତି। l

ତେବେ ପ୍ରଶ୍ନ ଉଠୁଛି, ହଠାତ୍‌ ଏମିତି କ’ଣ ହେଲା ଯେ, ଜ୍ୟାକ୍‌ଲିନ୍‌ ସଲମାନ୍‌ଙ୍କ ଉପରେ ରାଗିଗଲେ ? କୁହାଯାଉଛି, ଜ୍ୟାକ୍‌ଲିନ୍‌ ଏକ ଖାସ୍‌ କାରଣ ପାଇଁ ସଲ୍‌ମାନ୍‌ଙ୍କ ଉପରେ ରାଗିଛନ୍ତି।

ଏକ ଇଂରାଜୀ ୱେବ୍‌ସାଇଟ୍‌ରେ ପ୍ରକାଶିତ ଖବର ମୁତାବକ, ଜ୍ୟାକ୍‌ଲିନ୍‌ ସଲମାନ୍‌ଙ୍କ ଆଗାମୀ ଫିଲ୍ମ୍‌ ‘ଭାରତ୍‌’କୁ ନେଇ ରାଗିଛନ୍ତି।

[caption id="attachment_266767" align="aligncenter" width="750"]salman image credit- Bollywood Tadka[/caption]

ସୂଚନାଯୋଗ୍ୟ, ଫିଲ୍ମ୍‌ ‘ଭାରତ୍‌’ରେ  ସଲମାନ୍‌ଙ୍କ ସହ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବାର ଥିଲା। ତେବେ ନିକ୍‌ ଜୋନସ୍‌ଙ୍କ ସହ ନିର୍ବନ୍ଧ କାରଣରୁ ପ୍ରିୟଙ୍କା ଶେଷ ମୁହୂର୍ତ୍ତରେ ଫିଲ୍ମ୍‌ରେ କାମ କରିବାକୁ ମନା କରିଦେଲେ। ପରେ ଫିଲ୍ମ୍‌ର ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ୍‌, ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ 'ଭାରତ୍‌' ପାଇଁ ସାଇନ୍‌ କରାଇଥିଲେ।

ସଲମାନ୍‌ ‘ଭାରତ’ରେ ତାଙ୍କୁ ନ ନେଇ କ୍ୟାଟ୍‌ଙ୍କୁ ନେଇଥିବା କାରଣରୁ ହିଁ ଜ୍ୟାକ୍‌ଲିନ୍‌ 'ଦବଙ୍ଗ' ଖାନ୍‌ଙ୍କ ଉପରେ ଖୁବ୍‌ ରାଗିଯାଇଛନ୍ତି।

କୁହାଯାଉଛି, ଜ୍ୟାକ୍‌ଲିନ୍‌ ଫିଲ୍ମ ‘ରେସ୍‌ -୩’ରେ କାମ କରିବା ପରେ ସଲମାନ୍‌ଙ୍କ ସହ ଏକ ବଡ଼ ପ୍ରୋଜେକ୍ଟ୍‌ରେ କାମ କରିବାକୁ ଚାହୁଁଥିଲେ।  ଆଉ ‘ଭାରତ୍‌’ ହିଁ ସେହି ସୁଯୋଗ ଥିଲା। କିନ୍ତୁ ସଲମାନ୍‌ ଏଥିପାଇଁ ତାଙ୍କ ସହ କଥା ନହୋଇ ସିଧା କ୍ୟାଟ୍ରିନାଙ୍କୁ ନେଇଗଲେ। ଏହାଛଡ଼ା, ଜ୍ୟାକ୍‌ଲିନ୍‌ ଓ କ୍ୟାଟ୍‌ଙ୍କ ମଧ୍ୟରେ ସଂପର୍କ ମଧ୍ୟ ସେତେଟା ଭଲ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story