‘ଫୋର୍ସ ୨’ର ଆଇଟମ ଗୀତରେ ସୋନାକ୍ଷୀ

ମୁମ୍ବାଇ: ଆକ୍ସନ, ଥ୍ରୀଲର ସହ ଆଇଟମ ନମ୍ବର ନେଇ ଅସୁଛି  ‘ଫୋର୍ସ ୨’ । ଆଉ ଏହି ଆଇଟମ ନମ୍ବର କରିବେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା। ଫିଲ୍ମର ଗୀତ ‘ଓ ଜାନିଆ’ରେ ସୋନାକ୍ଷୀ ଜବରଦସ୍ତ ଡ୍ୟାନ୍ସ ସହିତ ନଜର ଆସିବେ। ଏହି ଆଇଟମ୍‌ ସଙ୍ଗରେ  ମିଷ୍ଟର ଇଣ୍ଡିଆ ଫିଲ୍ମର ଗୀତ ‘କାଟେ ନାହିଁ କଟତେ’ର କିଛି ଲାଇନ୍‌ ରହିଛି। ଗୀତଟିକୁ ଗୌରବ ରୋହସିନ୍ ଲେଖିଥିବା ବେଳେ ନେହା କଙ୍କଡ କଣ୍ଠ ଦାନ କରିଛନ୍ତି।

sonakshi

sonakshi

Rakesh Mallick
  • Published: Saturday, 29 October 2016
  • Updated: 30 October 2016, 07:19 AM IST

Sports

Latest News

ମୁମ୍ବାଇ: ଆକ୍ସନ, ଥ୍ରୀଲର ସହ ଆଇଟମ ନମ୍ବର ନେଇ ଅସୁଛି  ‘ଫୋର୍ସ ୨’ । ଆଉ ଏହି ଆଇଟମ ନମ୍ବର କରିବେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା। ଫିଲ୍ମର ଗୀତ ‘ଓ ଜାନିଆ’ରେ ସୋନାକ୍ଷୀ ଜବରଦସ୍ତ ଡ୍ୟାନ୍ସ ସହିତ ନଜର ଆସିବେ। ଏହି ଆଇଟମ୍‌ ସଙ୍ଗରେ  ମିଷ୍ଟର ଇଣ୍ଡିଆ ଫିଲ୍ମର ଗୀତ ‘କାଟେ ନାହିଁ କଟତେ’ର କିଛି ଲାଇନ୍‌ ରହିଛି।

ଗୀତଟିକୁ ଗୌରବ ରୋହସିନ୍ ଲେଖିଥିବା ବେଳେ ନେହା କଙ୍କଡ କଣ୍ଠ ଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos