ଆଜି ଭାଇ-ଭଉଣୀଙ୍କ ମଧ୍ୟରେ ଲଢେଇ, ମୁହାଁମୁହିଁ ହେବେ ସୋନମ କପୁର-ହର୍ଷବର୍ଦ୍ଧନ

ମୁମ୍ବାଇ: ଆଜି ଫିଲ୍ମି ଫ୍ରାଇଡେରେ ମୁକ୍ତିଲାଭ କରିବ ୪ଟି ବଲିଉଡ୍‌ ଫିଲ୍ମ। ହେଲେ ଦୁଇଟି ଫିଲ୍ମ ଉପରେ ସବୁଠୁ ଅଧିକ ନଜର ରହିଛି । ବୀର୍ ଦି ୱେଡିଂ ଓ ‘ଭବେଶ ଯୋଶୀ ଦି ସୁପର ହିରୋ’।  ଗୋଟିଏ ପଟେ ସୋନମ କପୁର ଓ ଅନ୍ୟପଟେ ହର୍ଷବର୍ଦ୍ଧନ କପୁର ଲିଡ୍  ରୋଲରେ ଅଛନ୍ତି। ତେଣୁ ଏଥରର ଫିଲ୍ମି ଫ୍ରାଇଡେରେ ଭାଇ ଭଉଣୀଙ୍କ ମଧ୍ୟରେ ଟକ୍କର ହେବ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ। ଅନୀଲ କପୁରଙ୍କ […]

h-777

h-777

Rakesh Mallick
  • Published: Friday, 01 June 2018
  • Updated: 01 June 2018, 07:25 AM IST

Sports

Latest News

ମୁମ୍ବାଇ: ଆଜି ଫିଲ୍ମି ଫ୍ରାଇଡେରେ ମୁକ୍ତିଲାଭ କରିବ ୪ଟି ବଲିଉଡ୍‌ ଫିଲ୍ମ। ହେଲେ ଦୁଇଟି ଫିଲ୍ମ ଉପରେ ସବୁଠୁ ଅଧିକ ନଜର ରହିଛି । ବୀର୍ ଦି ୱେଡିଂ ଓ ‘ଭବେଶ ଯୋଶୀ ଦି ସୁପର ହିରୋ’।  ଗୋଟିଏ ପଟେ ସୋନମ କପୁର ଓ ଅନ୍ୟପଟେ ହର୍ଷବର୍ଦ୍ଧନ କପୁର ଲିଡ୍  ରୋଲରେ ଅଛନ୍ତି। ତେଣୁ ଏଥରର ଫିଲ୍ମି ଫ୍ରାଇଡେରେ ଭାଇ ଭଉଣୀଙ୍କ ମଧ୍ୟରେ ଟକ୍କର ହେବ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ। ଅନୀଲ କପୁରଙ୍କ ଝିଅ ସୋନମ କପୁର ଏବଂ ପୁଅ ହର୍ଷବର୍ଦ୍ଧନ କପୁରଙ୍କ ମଧ୍ୟରେ ହେବ ଫିଲ୍ମ ଫାଇଟ୍ ।

ସିଲଭର ସ୍କ୍ରିନକୁ ଆସୁଛି ସୋନମ କାପୁର ଅଭିନୀତ ବୀର୍ ଦି ୱେଡିଂ। ୪ ଜଣ  ଅଲଟ୍ରାମଡ଼ର୍ଣ୍ଣ ଝିଅଙ୍କ ଲାଇଫ ଷ୍ଟାଇଲକୁ ନେଇ ଫିଲ୍ମର କାହାଣୀ ଗତିଶୀଳ। ସୋନମଙ୍କ ବ୍ୟତୀତ କରିନା, ଶିକସା, ସ୍ୱରା ଭାସ୍କର ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶଶଙ୍କ ଘୋଷା।

ବିବାହ ପରେ ଏହା ହେଉଛି ସୋନମଙ୍କ ପ୍ରଥମ ଫିଲ୍ମ।  ସେପଟେ  ପରଦାକୁ ଆସୁଛି ‘ଭବେଶ ଯୋଶୀ ଦି ସୁପର ହିରୋ’। ଲିଡ୍ ରୋଲରେ ଅଛନ୍ତି ହର୍ଷବର୍ଦ୍ଧନ କପୁର। ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମାଦିତ୍ୟ  ମୋଟୱାନି। ସତ ପାଇଁ ଲଢେଇ କରି କିଭଳି ଜଣେ ସାଧାରଣ ଯୁବକ ସୁପରହିରୋ ହୋଇଛି ତାକୁ ନେଇ ଫିଲ୍ମଟି  ଆଧାରିତ।   ବଲିଉଡରେ ନିଜ ସ୍ଥାନ ପକ୍କା କରିବା ପାଇଁ ସଂଘର୍ଷ କରୁଥିବା ହର୍ଷବର୍ଦ୍ଧନଙ୍କ ଏହା ହେଉଛି ଦ୍ୱିତୀୟ ଫିଲ୍ମ। ସେହିପରି କମ୍ ବଜେଟର ଆଉ ୨ଟି ଫିଲ୍ମ ଥ୍ରୀ ଦେବ୍ ଓ ଫେମସ୍‌କୁ ନେଇ ବି ଦର୍ଶକଙ୍କ ଭିତରେ ଉତ୍କଣ୍ଠା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story