ଗୀତାଙ୍କ ବିବାହରେ ଯୋଗଦେଲେ ଅମୀର

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ଗୀତା ଫୋଗତଙ୍କ ପାଇଁ ଆଜିର ଦିନ ବହୁତ ସହତ୍ୱପୂର୍ଣ୍ଣ ରହିଥିଲା। ଆଜି ତାଙ୍କ ବିବାହ ହୋଇଛି ଓ ଏହି ବିବାହ ଉତ୍ସବରେ ବଲିଉଡ଼ ଷ୍ଟାର ଅମୀର ଖାନ୍‌ ଯୋଗ ଦେଇଛନ୍ତି। ଅମୀରଙ୍କ ‘ଦଙ୍ଗଲ’ ଶୀଘ୍ର ପରଦାକୁ ଆସୁଛି। ଏଥିରେ ଅମୀର ଗୀତାଙ୍କ ପିତା ମହାବୀର ସିଂହଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମଟି ମହାବୀର  ଏବଂ ତାଙ୍କ ଦୁଇ ଝିଅ ଗୀତା ଓ ବବିତାଙ୍କ ଜୀବନୀକୁ ନେଇ ଆଧାରିତ। ଏହି ଫିଲ୍ମ ସୁଟିଂ ସମୟରେ ଗୀତାଙ୍କ […]

amir

amir

Rakesh Mallick
  • Published: Sunday, 20 November 2016
  • Updated: 20 November 2016, 07:24 PM IST

Sports

Latest News

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ଗୀତା ଫୋଗତଙ୍କ ପାଇଁ ଆଜିର ଦିନ ବହୁତ ସହତ୍ୱପୂର୍ଣ୍ଣ ରହିଥିଲା। ଆଜି ତାଙ୍କ ବିବାହ ହୋଇଛି ଓ ଏହି ବିବାହ ଉତ୍ସବରେ ବଲିଉଡ଼ ଷ୍ଟାର ଅମୀର ଖାନ୍‌ ଯୋଗ ଦେଇଛନ୍ତି।

ଅମୀରଙ୍କ ‘ଦଙ୍ଗଲ’ ଶୀଘ୍ର ପରଦାକୁ ଆସୁଛି। ଏଥିରେ ଅମୀର ଗୀତାଙ୍କ ପିତା ମହାବୀର ସିଂହଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମଟି ମହାବୀର  ଏବଂ ତାଙ୍କ ଦୁଇ ଝିଅ ଗୀତା ଓ ବବିତାଙ୍କ ଜୀବନୀକୁ ନେଇ ଆଧାରିତ।

ଏହି ଫିଲ୍ମ ସୁଟିଂ ସମୟରେ ଗୀତାଙ୍କ ପରିବାର ପକ୍ଷରୁ ଅମୀରଙ୍କୁ ବହୁତ ସହଯୋଗ କରାଯାଇଥିଲା। ଏହି ସମୟରେ ଗୀତାଙ୍କ ପରିବାର ସହ ଅମୀରଙ୍କ ଭଲ ବନ୍ଧୁତ୍ୱ ହୋଇଯାଇଥିଲା। ଗୀତାଙ୍କ ବିବାହ ନିମନ୍ତ୍ରଣପତ୍ର ଯେତେବେଳେ ଅମୀର ପାଇଥିଲେ ସେଠାକୁ ଯିବାକୁ ସେ ହଁ ଭରିବା ସହ ନିଜର ସମସ୍ତ ପୂର୍ବ କାର୍ଯ୍ୟକ୍ରମ ବାତିଲ କରିଦେଇଥିଲେ।

ଶୁଣିବାକୁ ମିଳୁଛି ଅମୀର ଗୀତାଙ୍କୁ ବିବହ ଯୋଡ଼ା ଉପହାର ଦେବାକୁ ଚାହିଁଥିଲେ। ହେଲେ ଗୀତା ଏହାକୁ ନେବାକୁ ମନା କରିଦେବା ସହ ଅମୀରଙ୍କ ଉପସ୍ଥିତି ତାଙ୍କ ପାଇଁ ବହୁତ କିଛି ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story