‘ଗୋଲମାଲ’ ପାଗଳ ପରିବାରରେ ପରିଣିତି

ମୁମ୍ବାଇ: ‘ଗୋଲମାଲ-୪’ର ସୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ। ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ପରିଣିତି ଚୋପ୍ରା ଏଥିରେ ଲିଡ୍‌ ରୋଲ୍‌ରେ ଆସିବା ନିଶ୍ଚିତ ହୋଇଯାଇଛି। ‘ଗୋଲମାଲ’ ସିକ୍ୱେଲରେ ପ୍ରଥମଥର ପାଇଁ ପରିଣିତି ଲୋକମାନଙ୍କୁ ହସାଇବେ। ଅଜୟ ଦେବଗନ୍‌ ଟ୍ୱିଟ୍‌ କରି ପରିଣିତିଙ୍କୁ ସ୍ୱାଗତ କରିଛନ୍ତି। ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି,“ଗୋଲମାଲର ପାଗଳ ପରିବାରକୁ ପରିଣିତିଙ୍କୁ ସ୍ୱାଗତ।” ଏବେ ପରିଣିତି ୟଶରାଜ ବ୍ୟାନରେ ‘ମେରୀ ପ୍ୟାରୀ ବିନ୍ଦୁ’ ଏବଂ ‘ତଡ଼କଦୁମ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ‘ଗୋଲମାଲ’ ସିରିଜର ପ୍ରଥମ […]

parinitii

parinitii

Rakesh Mallick
  • Published: Monday, 14 November 2016
  • Updated: 14 November 2016, 04:06 PM IST

Sports

Latest News

ମୁମ୍ବାଇ: ‘ଗୋଲମାଲ-୪’ର ସୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ। ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ପରିଣିତି ଚୋପ୍ରା ଏଥିରେ ଲିଡ୍‌ ରୋଲ୍‌ରେ ଆସିବା ନିଶ୍ଚିତ ହୋଇଯାଇଛି। ‘ଗୋଲମାଲ’ ସିକ୍ୱେଲରେ ପ୍ରଥମଥର ପାଇଁ ପରିଣିତି ଲୋକମାନଙ୍କୁ ହସାଇବେ। ଅଜୟ ଦେବଗନ୍‌ ଟ୍ୱିଟ୍‌ କରି ପରିଣିତିଙ୍କୁ ସ୍ୱାଗତ କରିଛନ୍ତି। ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି,“ଗୋଲମାଲର ପାଗଳ ପରିବାରକୁ ପରିଣିତିଙ୍କୁ ସ୍ୱାଗତ।”

ଏବେ ପରିଣିତି ୟଶରାଜ ବ୍ୟାନରେ ‘ମେରୀ ପ୍ୟାରୀ ବିନ୍ଦୁ’ ଏବଂ ‘ତଡ଼କଦୁମ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

‘ଗୋଲମାଲ’ ସିରିଜର ପ୍ରଥମ ଫିଲ୍ମରେ ରିମି ସେନ୍‌ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଦ୍ୱିତୀୟ ଏବଂ ତୃତୀୟରେ କରୀନା କପୁର ଖାନ୍‌ ଲିଡ୍‌ରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story