ଆସୁଛି ‘କୁଲି ନମ୍ୱର ୱାନ’ ର ରିମେକ୍‌, କେତେ ଖୁସି ଅଛନ୍ତି ଗୋବିନ୍ଦା ଜାଣନ୍ତୁ

ମୁମ୍ୱାଇ : ୧୯୯୫ ମସିହାରେ ଆସିଥିବା ସୁପରହିଟ୍‌ ଫିଲ୍ମ ‘କୁଲି ନମ୍ୱର ୱାନ’ର ରିମେକ୍‌ ହେବାକୁ ଯାଉଛି । ସେତେବେଳେ ଗୋବିନ୍ଦା ଓ କରିସ୍ମାଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଥିଲେ ଦର୍ଶକ। ୨୫ ବର୍ଷ ପରେ ହେବାକୁ ଯାଉଛି ଏହାର ରିମେକ୍‌। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବରୁଣ ଧୱନ ଓ ସାରା ଅଲ୍ଲୀ ଖାନ। ହେଲେ ଏହି ଖବର ଖାସ୍‌ ପସନ୍ଦ ଆସିନି ଗୋବିନ୍ଦାଙ୍କୁ ।  ତାଙ୍କ ବିନା ତାଙ୍କ ସୁପରହିଟ୍‌ ଫିଲ୍ମର ରିମେକ୍‌ […]

gobinda-5...

gobinda-5...

Niharika Rout
  • Published: Friday, 10 May 2019
  • Updated: 10 May 2019, 12:59 PM IST

ମୁମ୍ୱାଇ : ୧୯୯୫ ମସିହାରେ ଆସିଥିବା ସୁପରହିଟ୍‌ ଫିଲ୍ମ ‘କୁଲି ନମ୍ୱର ୱାନ’ର ରିମେକ୍‌ ହେବାକୁ ଯାଉଛି । ସେତେବେଳେ ଗୋବିନ୍ଦା ଓ କରିସ୍ମାଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଥିଲେ ଦର୍ଶକ। ୨୫ ବର୍ଷ ପରେ ହେବାକୁ ଯାଉଛି ଏହାର ରିମେକ୍‌। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବରୁଣ ଧୱନ ଓ ସାରା ଅଲ୍ଲୀ ଖାନ। ହେଲେ ଏହି ଖବର ଖାସ୍‌ ପସନ୍ଦ ଆସିନି ଗୋବିନ୍ଦାଙ୍କୁ ।  ତାଙ୍କ ବିନା ତାଙ୍କ ସୁପରହିଟ୍‌ ଫିଲ୍ମର ରିମେକ୍‌ ଖବରକୁ ସହଜେ ହଜମ କରିପାରୁ ନାହାନ୍ତି ସେ।  ନିଜ ଅସନ୍ତୋଷକୁ ସିଧାସଳଖ ଜାହିର କରିନଥିଲେ ମଧ୍ୟ ତାଙ୍କ କମେଣ୍ଟରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି।

୯୦ ଦଶକର ସୁପରଷ୍ଟାର ଗୋବିନ୍ଦା ଡେଭିଡ ଧୱନଙ୍କ ସହ ମିଶି ବହୁ ହିଟ୍‌ ଫିଲ୍ମ ଦେଇଛନ୍ତି। ଗୋଟେ ସମୟ ଏପରି ଥିଲା ଫିଲ୍ମ ନିର୍ମାତାମାନେ ଗୋବିନ୍ଦା ଡେଭିଡ ଯୋଡ଼ି କରୁଥିବା ଫିଲ୍ମ ଉପରେ ଟଙ୍କା ଲଗାଇବାକୁ ଧାଡ଼ି ଲଗାଉଥିଲେ। ଏବେ କିନ୍ତୁ ଉଭୟଙ୍କ ମଧ୍ୟରେ ପୂର୍ବ ସମ୍ପର୍କ ଆଉ ନାହିଁ। ଥରକରେ ୭୫ ଫିଲ୍ମ ସାଇନ କରିଥିବା ଏଡି ଅଭିନେତା ଆଜି ଗୋଟିଏ ହିଟ୍‌ ଲାଗି ଅପେକ୍ଷା କରିଛନ୍ତି। ଏପରି ସ୍ଥିତିରେ ତାଙ୍କ ଫିଲ୍ମି କ୍ୟାରିଅରର ମୋଡ଼ ନେଇ ଦେଖାଦେଲାଣି ପ୍ରଶ୍ନବାଚୀ।

କିଛି ଦିନ ପୂର୍ବେ ଗୋବିନ୍ଦା ନିଜ ଭଉଣୀ କାମିନୀ ଖନ୍ନାଙ୍କ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତି ଜଣେ ସାମ୍ୱାଦିକ ‘କୁଲି ନମ୍ୱର ୱାନ’ର ରିମେକ୍‌ ଆସୁଥିବା ନେଇ ତାଙ୍କୁ ପ୍ରଶ୍ନ କରିଥିଲେ। ଏଥର କିନ୍ତୁ ଆପଣଙ୍କ ଦମଦାର ଭୂମିକାରେ ନଜର ଆସିବେ ବରୁଣ। ଏହା ଶୁଣି ଗୋବିନ୍ଦାଙ୍କ ଚେହେରାର ଭାବଭଙ୍ଗୀ ବଦଳିଗଲା। ଏହା ଉପରେ ସିଧାସଳଖ ସେ କମେଣ୍ଟ ନ ଦେଇ ଏଠାକୁ ନିଜ ପବ୍ଲିସିଟି ଲାଗି ଆସିଥିବା କହିଲେ। ତେଣୁ ଅନ୍ୟ କୌଣସି ଫିଲ୍ମର ପବ୍ଲିସିଟି ନ ହେବା ଭଲ ବୋଲି କହିଥିଲେ।

ଗୋବିନ୍ଦାଙ୍କ ଏହି ଛୋଟ ବୟାନ କିନ୍ତୁ ଖୁବ୍‌ ଦମଦାର ଥିଲା। ଏଥିରୁ ତାଙ୍କ ବିନା ତାଙ୍କ ହିଟ୍‌ ଫିଲ୍ମର ରିମେକ୍‌ ହେଉ ବୋଲି ଗୋବିନ୍ଦା ଚାହୁଁ ନ ଥିବା ସ୍ପଷ୍ଟ ବାରି ହୋଇପଡିଥିଲା। ଏହି ସମୟରେ ଗୋବିନ୍ଦା ଆଉ ଏକ ରାଜ ସାମ୍ୱାଦିକଙ୍କ ସମ୍ମୁଖରେ ଖୋଲିଥିଲେ। ସେ କହିଥିଲେ ଥରେ ମୁଁ ମୋ ମ୍ୟାନେଜରକୁ ଡେଭିଡ଼ଙ୍କ ପାଖକୁ ପଠାଇଥିଲି।

ତାଙ୍କୁ କହିଥିଲି ଡେଭିଡ଼ଙ୍କ ସହ ମୋ ବିଷୟରେ କଥା ହେବା ବେଳେ ଫୋନ ଅନ୍‌ ରଖିବାକୁ । ତା ହେଲେ ମୁଁ ଜାଣି ପାରିବି ସେ ମୋ ବିଷୟରେ କଣ କହୁଛନ୍ତି। ଏହି ସମୟରେ ଡେଭିଡ଼ ତାଙ୍କ ମ୍ୟାନେଜରଙ୍କୁ କହିଥିଲେ, ଗୋବିନ୍ଦାକୁ କୁହ ଯାହା କାମ ମିଳୁଛି କରୁ। କାରଣ ଏବେ ପୂର୍ବ ପରି ତାର ଆଉ କ୍ରେଜ୍‌ ନାହିଁ। ଏହା ପରଠୁ ଉଭୟ ସମ୍ପର୍କରେ ଫାଟ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story