ତନୁଶ୍ରୀଙ୍କୁ ମିଳିଛି ଏକ ବଡ଼ ଅଫର୍ !

ମୁମ୍ବାଇ: ମିଠୁ କ୍ୟାମ୍ପେନ୍‌ରେ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ମିଳିଛି ନୂଆ ଅଫର। କିନ୍ତୁ ବଲିଉଡର କୌଣସି ନୂଆ ଫିଲ୍ମ ପାଇଁ ନୁହେଁ। ଆମେରିକାର ବୋଷ୍ଟନରେ ଥିବା ହାଭାର୍ଡ ବିଜନେସ୍‌ ସ୍କୁଲରେ ଭାଷଣ ଦେବା ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଛି। ସ୍ନାତକ ଛାତ୍ରଙ୍କ ଦ୍ୱାରା ଆୟୋଜିତ ଫେଲୋସିପ୍‌ କାର୍ଯ୍ୟକ୍ରମରେ ତନୁଶ୍ରୀ ଭାଷଣ ଦେବେ। ଏନେଇ ଇନଷ୍ଟାଗ୍ରମରେ ସୂଚନା ଦେଇଛନ୍ତି ଖୋଦ୍‌ ତନୁଶ୍ରୀ। ଗତବର୍ଷ ଅକ୍ଟୋବର ମାସରେ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ନାଁରେ ସାଂଘାତିକ […]

tanu

tanu

Chinmayee Roy
  • Published: Monday, 11 February 2019
  • Updated: 11 February 2019, 07:23 PM IST

Sports

Latest News

ମୁମ୍ବାଇ: ମିଠୁ କ୍ୟାମ୍ପେନ୍‌ରେ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ମିଳିଛି ନୂଆ ଅଫର। କିନ୍ତୁ ବଲିଉଡର କୌଣସି ନୂଆ ଫିଲ୍ମ ପାଇଁ ନୁହେଁ। ଆମେରିକାର ବୋଷ୍ଟନରେ ଥିବା ହାଭାର୍ଡ ବିଜନେସ୍‌ ସ୍କୁଲରେ ଭାଷଣ ଦେବା ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଛି। ସ୍ନାତକ ଛାତ୍ରଙ୍କ ଦ୍ୱାରା ଆୟୋଜିତ ଫେଲୋସିପ୍‌ କାର୍ଯ୍ୟକ୍ରମରେ ତନୁଶ୍ରୀ ଭାଷଣ ଦେବେ। ଏନେଇ ଇନଷ୍ଟାଗ୍ରମରେ ସୂଚନା ଦେଇଛନ୍ତି ଖୋଦ୍‌ ତନୁଶ୍ରୀ।

ଗତବର୍ଷ ଅକ୍ଟୋବର ମାସରେ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ କହିଥିଲେ କି, ନାନା ତାଙ୍କ ସହ ଦୁର୍ବବ୍ୟବହାର କରିବା ସହ ତାଙ୍କୁ ଫିଲ୍ମରୁ ବାହର କରିଦେଇଥିଲେ। ଏମିତିକି, ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ସେ କହିଥିଲେ। ଏହା ପରେ ଭାରତରେ ଆରମ୍ଭ ହୋଇଥିଲା ମିଠୁ କ୍ୟାମ୍ପେନ। ବହୁ ଅଭିନେତା, ନିର୍ଦ୍ଦେଶକ ସହ ବଡ଼ ବଡ଼ ଲୋକଙ୍କ ବିରୋଧରେ ଏହି କ୍ୟାମ୍ପେନ ଚାଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story