ବିଦେଶରେ ବି କମାଲ କରୁଛି 'ଗଲିବୟ'

ମୁମ୍ବାଇ: ସୁପରଷ୍ଟାର ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲି ବଏ’ ବକ୍ସ ଅଫିସରେ ସଫଳତା ହାସଲ କରିଛି। ଏହି ଫିଲ୍ମକୁ ରଣବୀରଙ୍କ କ୍ୟାରିଅରର ସବୁଠୁ ନିଆରା ଫିଲ୍ମ ବୋଲି କୁହାଯାଇଛି। ଏହି ଫିଲ୍ମକୁ ନେଇ ନିର୍ଦ୍ଦେଶକ କରନ ଜୋହର ନିଜ ମତ ପ୍ରକାଶ କରିଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମ ରେ ଫିଲ୍ମକୁ ପ୍ରଶଂସା କରିବା ସହ ମାଷ୍ଟରପିସ୍ ବୋଲି ଲେଖିଛନ୍ତି। ତା’ସହ ସେ ରଣବୀର ଓ ଆଲିଆ ଭଟ୍ଟଙ୍କ ଅଭିନୟକୁ ପ୍ରଶଂସା ମଧ୍ୟ କରିଛନ୍ତି। […]

gully-boy

gully-boy

Chinmayee Roy
  • Published: Thursday, 21 February 2019
  • Updated: 21 February 2019, 11:09 AM IST

Sports

Latest News

ମୁମ୍ବାଇ: ସୁପରଷ୍ଟାର ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲି ବଏ’ ବକ୍ସ ଅଫିସରେ ସଫଳତା ହାସଲ କରିଛି। ଏହି ଫିଲ୍ମକୁ ରଣବୀରଙ୍କ କ୍ୟାରିଅରର ସବୁଠୁ ନିଆରା ଫିଲ୍ମ ବୋଲି କୁହାଯାଇଛି। ଏହି ଫିଲ୍ମକୁ ନେଇ ନିର୍ଦ୍ଦେଶକ କରନ ଜୋହର ନିଜ ମତ ପ୍ରକାଶ କରିଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମ ରେ ଫିଲ୍ମକୁ ପ୍ରଶଂସା କରିବା ସହ ମାଷ୍ଟରପିସ୍ ବୋଲି ଲେଖିଛନ୍ତି। ତା’ସହ ସେ ରଣବୀର ଓ ଆଲିଆ ଭଟ୍ଟଙ୍କ ଅଭିନୟକୁ ପ୍ରଶଂସା ମଧ୍ୟ କରିଛନ୍ତି। ରଣବୀର ଏହି ଫିଲ୍ମରେ ଏକ ବସ୍ତିରେ ରହୁଥିବା ଯୁବକର ଭୂମିକାରେ ନଜର ଆସିଛନ୍ତି,  ଯିଏ କି ବିଶ୍ୱର ବେଷ୍ଟ ରାପର୍ ହେବାକୁ ସ୍ୱପ୍ନ ଦେଖୁଛନ୍ତି। ପାଖାପାଖି ୭୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ଫିଲ୍ମ। ଏବେ ପର୍ଯ୍ୟନ୍ତ ୮୧ କୋଟି ଟଙ୍କାରୁ ଆଧିକ ଆୟ କରିସାରିଲାଣି। ତେବେ ଦ୍ୱିତୀୟ ସପ୍ତାହର ୱିକେଣ୍ଡରେ ସୁଦ୍ଧା ଏହା ୧୦୦ କୋଟି ପାର୍‌  କରିବ ବୋଲି ଆଶା କରାଯାଉଛି।

https://twitter.com/taran_adarsh/status/1097762346586464257

କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଭଲ ବିଜ୍‌ନେସ୍ କରୁଛି ଫିଲ୍ମ ‘ଗଲିବୟ୍’। ପ୍ରଥମ ୱିକେଣ୍ଡ ସୁଧା ‘ଗଲିବୟ’ ବିଦେଶରେ ପ୍ରାୟ ୩୪ କୋଟିରୁ ଅଧିକ ଟଙ୍କା ଆୟ କରିଛି।

https://twitter.com/taran_adarsh/status/1097766867739893760

ଜୋୟା ଅଖତାରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ରଣବୀର ସିଂହଙ୍କୁ ଦେଖିବାକୁ ମିଳିଛି ଭିନ୍ନ ଏକ ଅନ୍ଦାଜରେ। ଜଣେ ଷ୍ଟ୍ରିଟ୍ ରାପର ଭାବେ ନଜର ଆସିଛନ୍ତି ରଣବୀର।

ଏଥିରେ ରଣବୀରଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଆଲିୟା ଭଟ୍ଟ। ସିନେମାର ଅନେକ ଗୁଡ଼ିଏ ଗୀତ ରଣବୀର ନିଜ ଭଏସ୍‌ରେ ରେକର୍ଡ କରିଛନ୍ତିା ସବୁଥରର ଆକ୍ସନ ସିନେମାରୁ ହଟକେ ରହିଛି ଏହି ସିନେମା। ରଣବୀରଙ୍କ ରାପ୍ ଷ୍ଟାଇଲକୁ ଦର୍ଶକ ଟ୍ରେଲରରେ ଖୁବ୍ ପସନ୍ଦ କରିଥିଲେ। ଏହାସହ ପ୍ରଥମ ଥର ପାଇଁ ଆଲିଆ ଏବଂ ରଣବୀର ସିଂହ ସ୍କ୍ରିନ୍ ସେୟାର କରିଛନ୍ତି।

https://youtu.be/JfbxcD6biOk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story